Browsing Category

Breaking News

କଙ୍ଗନାଙ୍କୁ ବିଧାନସଭା ଶାନ୍ତି କମିଟିର ସମନ, ଶିଖ୍ ଙ୍କ ଉପରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ସମନ କରିଛି ଦିଲ୍ଲୀ ବିଧାନସଭା ଶାନ୍ତି କମିଟି । ଶିଖ୍ ସମାଜକୁ ଖଲିସ୍ତାନୀ କହିବା ଅଭିଯୋଗରେ କଙ୍ଗନାଙ୍କୁ ଏହି ସମନ କରାଯାଇଛି । ଏଥି ସହ ଆପ୍ ବିଧାୟକ ରାଘବ ଚଢାଙ୍କ…

ଗାଁକୁ ନାହିଁ ରାସ୍ତା, ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ଷ୍ଟ୍ରେଚର୍ ରେ ବୋହି ନଦୀ ପାର୍ କରାଇଲେ ଗ୍ରାମବାସୀ । ପ୍ରୟେ ୩ କିମି ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଳାନ୍ସ ନିକଟରେ ପହଞ୍ଚାଇଲେ ଗ୍ରାମବାସୀ । ପରେ ଗର୍ଭବତୀଙ୍କୁ କେନ୍ଦୁଝର…

ମେଘାଳୟ କଂଗ୍ରେସକୁ ବଡ଼ ଝଟକା, ଦଳ ଛାଡ଼ିଲେ ୧୨ ବିଧାୟକ

ନୂଆଦିଲ୍ଲୀ: ୨୦୨୪ ନର୍ବାଚନ ପୂର୍ବରୁ ମେଘାଳୟ କଂଗ୍ରେସକୁ ଲାଗିଛି ବଡ଼ ଝଟକା । କଂଗ୍ରେସର ୧୭ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକ ଏବେ ଦଳ ଛାଡ଼ି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି । ସେମାନଙ୍କ…

ବାରମ୍ବାର କ୍ଷୀରକୁ ଫୁଟାଉଛନ୍ତି କି? ତେବେ ଜାଣନ୍ତୁ ଏହା ଦ୍ୱାରା କ’ଣ ହୋଇଥାଏ କ୍ଷତି

ଘରକୁ କ୍ଷୀର ଆସିବା ମାତ୍ରେ ତାକୁ ପ୍ରଥମେ ଫୁଟାଯାଏ ଓ ପରେ ବ୍ୟବହାର ହୋଇଥାଏ । କ୍ଷୀରରେ ଅନେକ ପ୍ରକାରର ଭିଟାମିନ, କ୍ୟାଲସିୟମ, ପ୍ରୋଟିନ୍ ଇତ୍ୟାଦି ପୁଷ୍ଟିକର ତତ୍ତ୍ୱ ମିଳିଥାଏ, ତେଣୁ ପ୍ରତିଦିନ କ୍ଷୀର ପିଇବାକୁ…

ପରିବହନ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

ବୌଦ୍ଧ ଯିବାବେଳେ ପରିବହନ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ କଳାପତାକା ପ୍ରଦର୍ଶନ । ବିଏସକେୱାଇ କାର୍ଡ ବାଣ୍ଟିବାକୁ ଗଲାବେଳେ ବଲାସିଂହାରେ କଳାପତାକା ଦେଖାଇଲେ ।

ଗ୍ୟାସ୍ ଦର ବୃଦ୍ଧି ପ୍ରସଙ୍ଗ: ୩୦ ଯାଏଁ ସମୟ ଦେଲା ବିଜେଡି

ଭୁବନେଶ୍ୱର: ଗ୍ୟାସ୍ ଦର ହ୍ରାସ କରିବାକୁ କେନ୍ଦ୍ରକୁ ୩୦ ଯାଏଁ ସମୟ ଦେଲା ବିଜେଡି । ୩୦ ତାରିଖ ମଧ୍ୟରେ ଗ୍ୟାସ୍ ଦର ହ୍ରାସ ନକଲେ ଆନ୍ଦୋଳନ ଜୋରଦାର କରିବାକୁ ବିଜେଡିର ଚେତାବନୀ । ଏନେଇ ପ୍ରେସମିଟରେ ବିଧାୟକ ବ୍ୟୋମକେଶ…

INS Vela: ଭାରତର ଶତ୍ରୁ ସାବଧାନ! ଭାରତୀୟ ନୌସେନାରେ ସାମିଲ ହେଲା ‘ସାଇଲେଣ୍ଟ କିଲର୍’

ନୂଆଦିଲ୍ଲୀ: ଆଇଏନଏସ ଭେଲା ଭାରତୀୟ ନୌସେନାରେ ସାମିଲ ହେବା ପରେ ବଢ଼ିଲା ଭାରତୀୟ ନୌସେନାର ଶକ୍ତି । ଗୁରୁବାର ନୌସେନା ମୁଖ୍ୟ ଆଡମିରଲ କରମବୀର ସିଂହ ନୌସେନାରେ ଏହାକୁ ସାମିଲ କରିଛନ୍ତି । ଭାରତୀୟ ନୌସେନାର କଲବରୀ…

ଏଣିକି ନାକରେ ସ୍ପ୍ରେରୁ ହୋଇପାରିବ କରୋନା ଚିକିିତ୍ସା, ITC ଆରମ୍ଭ କଲା କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ: ଏଣିକି ନାକରେ ଏକ ସ୍ପ୍ରେ କରିବା ଦ୍ୱାରା କରୋନା ଚିକିତ୍ସା ହୋଇପାରିବ । ଆଇଟିସି କମ୍ପାନୀ ଏହାକୁ ନେଇ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଦେଇଛି । ଗୁରୁବାର ଦିନ ଏହାକୁ ନେଇ କମ୍ପାନୀ ପକ୍ଷରୁ ନିଶ୍ଚିତ…

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ବାଲିପାଟଣାରେ ଅଣ୍ଡାମାଡ଼ । ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଛି । ବେରୋଜଗାର, ତୈଳ ଓ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି…

ଭାରତର ସୁବୁଠୁ ବଡ଼ ଏୟାରପୋର୍ଟ: ଶିଳାନ୍ୟାସ କଲେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜେୱରରେ ନୋଏଡ଼ା ଅନ୍ତଃରାଷ୍ଟ୍ରୀୟ ଏୟାରପୋର୍ଟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ସବୁଠାରୁ ବଡ଼ ବିମାନ ବନ୍ଦରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି…