Browsing Category

Breaking News

କାଶ୍ମୀର ରଜୌରି ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ, ୫ ଯବାନ ସହିଦ

କାଶ୍ମୀର: ଜାମ୍ମୁ-କାଶ୍ମୀର ରଜୌରି ସେକ୍ଟରରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ସଂଘର୍ଷରେ ୫ ଯବାନ ସହିଦ ହୋଇଛି । ରଜୌରି ସେକ୍ଟର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଆତଙ୍କବାଦୀ ବିରୋଧ ଅଭିଯାନ…

ଭାରତ ସହାୟତା ବନ୍ଦ କଲେ PCB ଭିକାରି ହୋଇଯିବ, ରମିଜ ରାଜାଙ୍କ ଏହି ମନ୍ତବ୍ୟ ପରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟକୁ ନେଇ ଏକ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ରମିଜ ରାଜା । ତେବେ ରମିଜଙ୍କ ଏହି ବୟାନ୍ ପରେ ପାକିସ୍ତାନରେ ଆରମ୍ଭ ହୋଇଯାଇଛି…

୧୬ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । କ୍ୟାବିନେଟ୍ ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ତେବେ…

ପିଏଫ୍ ହିତାଧିକାରୀଙ୍କୁ ମିଳିବ ଦୀପାବଳି ଗିଫ୍ଟ, ଖୁବଶୀଘ୍ର ବ୍ୟାଙ୍କକୁ ଆସିବ ସୁଧ ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ବା EPFOର ୫ କୋଟିରୁ ଅଧିକ ହିତାଧିକାରୀଙ୍କ ପାଇଁ ଆସିଛି ଖୁସିଖବର । ଏଥର ଦୀପାବଳି ପୂର୍ବରୁ ପିଏଫ୍ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଧଟଙ୍କା ଟ୍ରାନ୍ସଫର ହେବାକୁ…

ବାଥରୁମରେ ଗାଧୋଉଥିଲେ ମହିଳା, ଭୁଲରେ Instagram Live Video କରିଦେଲା ଛୋଟ ଶିଶୁ

ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ ମୋବାଇଲ ଦେବା ଯେ କେତେ ଭୟଙ୍କର ତାହା ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଜଣେ ମହିଳା ବାଥରୁମରେ ଗାଧୋଉଥିବା ବେଳେ ତାଙ୍କର ନ୍ୟୁଡ୍ ଭିଡିଓ ଭାଇରାଲ ହୋଇଯାଇଥିଲା । ତେବେ ପରେ…

ମୁମ୍ବାଇ କ୍ରୁଜ୍ ପାର୍ଟି ମାମଲା: ଆର୍ଯ୍ୟନଙ୍କ ଜାମିନ୍ ନିଷ୍ପତି ବୁଧବାର

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଫଶିଥିବା ଆର୍ଯ୍ୟନ ଖାନଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ତାଙ୍କୁ ଗିରଫ କରାଯାଇ ଆର୍ଥର୍ ଜେଲ୍ ରେ ରଖାଯାଇଛି । ତେବେ…

କମୁଛି ବିଜୁଳି ଉତ୍ପାଦନ, ୮ରୁ ୯ ଘଣ୍ଟା ପାୱାର୍ କଟ୍ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ!

ଧନବାଦ୍: ପାୱାର ପ୍ଲାଣ୍ଟରେ କୋଇଲାର ଅଭାବ କାରଣରୁ ବିଜୁଳି ଉତ୍ପାଦନ ଉପରେ ବଡ଼ ପ୍ରଭାବ ପଡ଼ିବାରେ ଲାଗିଛି । ନ୍ୟାସନାଲ୍ ଗ୍ରୀଡ୍ ଓ ଦାମୋଦର୍ ଘାଟି ନିଗମ(ଡିଭିସି)ରେ ବିଜୁଳି ଉତ୍ପାଦନ କମ୍ ହେଉଥିବାରୁ ଏହାର ପ୍ରଭାବ…

ହ୍ୱାଟ୍ସଆପରେ କରନ୍ତୁ ନାହିଁ ଏହି କାମ, ନଚେତ୍ ବ୍ଲକ୍ ହୋଇଯିବ ଆପଣଙ୍କ ଆକାଉଣ୍ଟ

ଆଜିକାଲିର ଲୋକମାନଙ୍କ ମଧ୍ୟରେ ହ୍ୱାଟ୍ସଆପ୍ ବେଶ୍ ଲୋକପ୍ରିୟତା ହାସଲ କରିଛି । ଲୋକଙ୍କୁ ଠକାମୀରୁ ରକ୍ଷା କରିବା ପାଇଁ ହ୍ୱାଟ୍ସଆପ୍ ଅନେକ ଆକାଉଣ୍ଟକୁ ବ୍ଲକ ବା ଡିଲେଟ କରିବା ଜାରି ରଖିଛି । ଯଦି ଆପଣ ବି ଏହାର ନିୟମ…

ଦଶହରା ଛୁଟି: ୧୦ ହଜାର ଟଙ୍କାରେ ପ୍ଲାନ୍ କରନ୍ତୁ ଏହି ୧୦ଟି ସ୍ଥାନକୁ ବୁଲିଯିବା ପାଇଁ ଟ୍ରିପ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ମହାମାରୀ ବ୍ୟାପିବା ହେତୁ ଲୋକମାନେ ନିଜ ଘରେ ବନ୍ଦ ହୋଇ ରହିବାକୁ ବାଧ୍ୟ ହୋଇଛନ୍ତି। ଦେଶରେ ଲାଗୁ କରାଯାଇଥିବା ଲକଡାଉନ୍ କାରଣରୁ ବୁଲାବୁଲି କରିବାକୁ ଇଚ୍ଛୁକ ଥିବା ଲୋକମାନେ ଘରେ…

ସେନାରେ ଭର୍ତ୍ତି ହେବା ପାଇଁ ସୁବର୍ଣ୍ଣ ସୁଯୋଗ, ବାହାରିଲା ପଦବୀ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଚାକିରି କରିବାକୁ ଇଚ୍ଛୁକ ଥିବା ଯୁବକଙ୍କ ଆବେଦନ ପାଇଁ ଆସିଛି ସୁବର୍ଣ୍ଣ ଯୁଯୋଗ । ଭାରତୀୟ ସେନା ପକ୍ଷରୁ ଜାରି ହୋଇଥିବା ନୋଟିଫିକେସନ ଅନୁସାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ…