Browsing Category

Breaking News

ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁର ତଦନ୍ତ କରିବ CBI ନା SIT! ହାଇକୋର୍ଟରେ ଦାୟର ହେଲା ମାମଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଇତିମଧ୍ୟରେ ଅଢ଼େଇ ମାସ ପୂରି ଗଲାଣି । ଏହି ମାମଲାର ତଦନ୍ତ ପୋଲିସ ଓ କ୍ରାଇମବ୍ରାଞ୍ଚ ଦ୍ୱାରା…

କେଉଁ କାରଣରୁ ଠପ୍ ହୋଇଥିଲା ଫେସବୁକ୍, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ୍? କମ୍ପାନୀ କହିଲା କାରଣ

ନୂଆଦିଲ୍ଲୀ: ସୋମବାର ରାତିରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପ୍ଲାଟଫର୍ମ ପାଖାପାଖି ୬ ଘଣ୍ଟା ପର୍ଯ୍ୟନ୍ତ ସାରା ବିଶ୍ୱରେ ବନ୍ଦ ହୋଇଯାଇଥିଲା । ଯାହାଫଳରେ କୋଟି କୋଟି ୟୁଜର୍ସ ଅନେକ ସମସ୍ୟା ଦେଇ ଗତି…

ଲଖୀମପୁର ହିଂସା: କଂଗ୍ରେସ-AAPର ନେତା ସେୟାର କଲେ ଦୁର୍ଘଟଣାର ଭିଡିଓ

ଲଖୀମପୁର: ଉତ୍ତରପ୍ରଦେଶ ଲଖୀମପୁର ଖେରିରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଧକ୍କାରେ କୃଷକଙ୍କ ମୃତ୍ୟୁ ଓ ଏହା ପରେ ହୋଇଥିବା ଉତ୍ତେଜନାର ଭିଡିଓ ଗୋଟିଏ ପରେ ଗୋଟିଏ…

ରାଜ୍ୟରେ ୩ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ରାଜ୍ୟରେ କମିଲା କରୋନା: ଆଜି ୪୫୩ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଯେସାକୁ ତେସା: ୧୦ ଦିନିଆ ବାଧ୍ୟତାମୁଳକ କ୍ୱାରେଣ୍ଟାଇନକୁ ଗଲେ ବ୍ରିଟେନରୁ ଆସିଥିବା ୭୦୦ ଯାତ୍ରୀ

ନୂଆଦିଲ୍ଲୀ: ବ୍ରିଟେନକୁ ଯାଉଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ରହିଥିବା ପ୍ରତିବନ୍ଧକରେ ଯେସାକୁ ତେସା ନୀତି ଆପଣାଇଛି ଭାରତ । ଏହି ପରିପ୍ରେକ୍ଷୀରେ ଲଣ୍ଡନରୁ ଆସିଥିବା ୭୦୦ ଯାତ୍ରୀଙ୍କ ଆରଟିପିସିଆର୍ ଟେଷ୍ଟ ପରେ…

ଏଣିକି ଅନଲାଇନରେ ଦାଖଲ ହେବ ବିଲଡିଂ ପ୍ଲାନ୍: ଆଉ ଦୌଡ଼ିବାକୁ ପଡ଼ିବନି BDA କି BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସମସ୍ତ ବିଲଡିଂ ପ୍ଲାନ ଅନଲାଇନରେ ଦାଖଲ ହେବ । ତେଣୁ ଆଉ ବିଡିଏ କି ବିଏମସି ଦପ୍ତରକୁ ବାରମ୍ବାର ଦୌଡ଼ିବେ ନାହିଁ ଜନସାଧାରଣ । ବିଲଡିଂ ପ୍ଲାନର ସମସ୍ତ ନିୟମାବଳୀ ଅନଲାଇନରେ ଅପଲୋଡ୍…

ଆର୍ଯ୍ୟନଙ୍କ ପାଖରୁ ମିଳିଲାନି ଡ୍ରଗ୍ସ: ଏନସିବି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ସୋମବାର ଦିନ ଅଦାଲତକୁ କହିଛନ୍ତି ଯେ, ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ପାଖରୁ ଡ୍ରଗ୍ସ ମିଳିନାହିଁ । ତେବେ ଆର୍ଯ୍ୟନଙ୍କୁ ରବିବାର ଦିନ ବିଳମ୍ବିତ ରାତିରେ…

ଅଚାନକ ସର୍ଭର ଡାଉନ ଯୋଗୁଁ ଜୁକରବର୍ଗ ସହିଲେ ୫୨ ହଜାର କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ: ଦୀର୍ଘ ୬ ଘଣ୍ଟା ଧରି ତିନିଟି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟସଆପର ସର୍ଭର ହଠାତ୍ ଡାଉନ ହୋଇଯିବାରୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା। ଲୋକମାନେ ଏହି ୩ ସୋସିଆଲ ମିଡିଆ…

ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌: ଓମାନ୍‌ରେ ପହଞ୍ଚିଲେ ବାଂଲାଦେଶ ଟିମ୍

ମସ୍କଟ (ଓମାନ):ଆସନ୍ତା ୧୭ ତାରିଖରୁ ଟି-୨୦ କ୍ରିକେଟ ବିଶ୍ୱକପ୍‌ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବାଂଲାଦେଶ ଦଳ ସୋମବାର ଦିନ ଏଠାରେ ପହଞ୍ଚିଛନ୍ତି । ବାଂଲାଦେଶ ସିଧା ସଳଖ ଏହି ବିଶ୍ୱକପ ଖେଳିବା ପାଇଁ ଯୋଗ୍ୟତା…