Browsing Category
Breaking News
ଆସନ୍ତାକାଲିଠାରୁ ଖୋଲିବ ମୁଗଲ ଗାର୍ଡନ, ପ୍ରବେଶ ପାଇଁ ଅନଲାଇନ୍ ବୁକିଂ
ନୂଆଦିଲ୍ଲୀ, ୧୨ା୨: ଆସନ୍ତାକାଲି ଠାରୁ ରାଷ୍ଟ୍ରପତି ଭବନର ମୁଗଲ ଗାର୍ଡନ ଖୋଲିବ । ଫେବୃଆରୀ ମାସ ୧୩ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏହା ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ ।…
ଭିଡିଓକନ୍ ମାମଲା: ଚନ୍ଦା କୋଚରଙ୍କୁ ମିଳିଲା ଜାମିନ୍
ନୂଆଦିଲ୍ଲୀ, ୧୨ା୨: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କୁ ଆଜି ଜାମିନ ମିଳିଛି । ମୁମ୍ବାଇର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ତେବେ ଚନ୍ଦାଙ୍କୁ ୫ ଲକ୍ଷ ଟଙ୍କାର ବଣ୍ଡ…
ଚାଷୀଙ୍କୁ ମିଳିବ ତୃତୀୟ କିସ୍ତି କାଳିଆ ଟଙ୍କା, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର): ଚାଷୀଙ୍କୁ ମିଳିବ ତୃତୀୟ କିସ୍ତି କାଳିଆ ଟଙ୍କା । ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ଜରିଆରେ କାଳିଆ ଟଙ୍କା ପ୍ରଦାନ କରାଯିବ । ୨୦୨୦-୨୧…
ଦୁର୍ଘଟଣାକୁ ନେଇ ପୋଲିସ ଗ୍ରାମବାସୀ ମୁହାଁମୁହିଁ: ୭ ପୋଲିସ କର୍ମଚାରୀ, ୩ ଗ୍ରାମବାସୀ ଆହତ
ସୋର, ୧୨ା୨ (ଓଡିଶା ଭାସ୍କର): ଗ୍ରାମବାସୀଙ୍କ ପଥର ମାଡ଼ରେ ୭ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅଙ୍ଗୁଳା ଛକରେ ଘଟିଥିବା ଏକ ଦୁର୍ଘଟଣାକୁ ନେଇ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ତେବେ…
କୋଟିଆ ମାମଲାରେ ଆନ୍ଧ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ,୧୨ ।୨: ସୁପ୍ରିମକୋର୍ଟରେ କୋଟିଆ ମାମଲାର ଆଜି ଶୁଣାଣି ହୋଇଛି । ଓଡିଶାର ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଓଡିଶାରେ ପଞ୍ଚାୟତ ନିର୍ବାଚନ ନେଇ ସୁପ୍ରିମକୋର୍ଟ ଆନ୍ଧ୍ରର ସ୍ପଷ୍ଟୀକରଣ…
ଭାଲେଣ୍ଟାଇନ୍ସ ଡେ : ଫେବୃଆରୀ ୧୪ ରେ ଏହି ୫ ନାମ ଥିବା ବ୍ୟକ୍ତିଙ୍କୁ ମିଳିବ ପ୍ରକୃତ ପ୍ରେମ
ଏବେ ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ଡେ । ତେବେ ଆପଣ ନିଜ ନାଁ ମାଧ୍ୟମରେ ନିଜର ପ୍ରେମ ବିଷୟରେ ସବୁକିଛି ଜାଣିପାରିବେ । ଏଥର ଭାଲେଣ୍ଟାଇନ୍ସ ଡେ ମଧ୍ୟ କିଛି ବିଶେଷ ରହିଛି । କାହିଁକି ନା ପ୍ରତ୍ୟେକ…
ଖୁବଶୀଘ୍ର ହାଇଟେକ୍ ଜମାକାରୀ ଫେରିପାଇବେ ସେମାନଙ୍କର ପ୍ରାପ୍ୟ
ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର): ଖୁବଶୀଘ୍ର ହାଇଟେକ ଜମାକାରୀଙ୍କୁ ମିଳିବ ସେମାନଙ୍କର ଟଙ୍କା । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଜମାକାରୀମାନେ ଟଙ୍କା ଫେରସ୍ତ ପାଇବା ପାଇଁ…
ଜନ୍ମଦିନ ପାର୍ଟିରେ ବନ୍ଧୁଙ୍କୁ ହତ୍ୟା: ୪ ଗିରଫ
ନୂଆଦିଲ୍ଲୀ, ୧୨ା୨: ଦିଲ୍ଲୀର ମଙ୍ଗଳପୁରୀ ଅଞ୍ଚଳରେ ଏକ ଜନ୍ମଦିନ ପାର୍ଟିରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ରିଙ୍କୁ ଶର୍ମା ନାମକ ଜଣେ ଯୁବକଙ୍କୁ ଚାରି ଜଣ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ…
ଆସନ୍ତା ୧୮ରେ ଆଇପିଏଲ-୧୪ ନିଲାମ: ଚୂଡ଼ାନ୍ତ ତାଲିକାରେ ଓଡ଼ିଶାର ଶୁଭ୍ରାଂଶୁ ଓ ପୋଦ୍ଦାର
ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର): ଆଇପିଏଲ-୧୪ ସିଜିନ ପାଇଁ ଆସନ୍ତା ୧୮ ତାରିଖରେ ନିଲାମ କରାଯିବ । ତେବେ ୨୯୨ ଜଣ ଖେଳାଳି ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଦୁଇଜଣ ଖେଳାଳି ସ୍ଥାନ ପାଇଛନ୍ତି ।…
ରିମାଣ୍ଡରେ ଗଲେ ପାଠକ ବାପ-ପୁଅ
ଭୁବନେଶ୍ୱର,୧୨ ।୨(ଓଡିଶା ଭାସ୍କର): ଦିନିକିଆ ରିମାଣ୍ଡରେ ଗଲେ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ । ବ୍ରହ୍ମପୁର ଜେଲରୁ ଉଭୟଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ଉଭୟଙ୍କୁ ରିମାଣ୍ଡରେ ନେଇଛି ଗୋଳନ୍ଥରା ଥାନା ପୋଲିସ ।…