fbpx
Browsing Category

Breaking News

ବ୍ୟୋମକେଶ ହେଲେ ବିଜୁ ଯୁବ ଜନତା ଦଳର ସଭାପତି

ଭୁବନେଶ୍ୱର,୨୭ ।୯(ଓଡିଶା ଭାସ୍କର): ବିଜୁ ଯୁବ ଜନତା ଦଳର ନୂଆ ସଭାପତି ହୋଇଛନ୍ତି ବ୍ୟୋମକେଶ ରାୟ । ବ୍ୟୋମକେଶ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲିର ବିଧାୟକ । ଅନ୍ୟପଟେ କଟକ ଜିଲ୍ଲା ବାଙ୍କୀର ବିଧାୟକ ଦେବୀରଞ୍ଜନ…

୩ କୃଷି ବିଲକୁ ମିଳିଲା ରାଷ୍ଟ୍ର୍ରପତିଙ୍କ ସ୍ୱୀକୃତି

ନୂଆଦିଲ୍ଲୀ,୨୭ ।୯: ୩ କୃଷି ବିଲ ଉପରେ ସ୍ୱାକ୍ଷର କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂସଦର ଉଭୟ ଗୃହରେ ପାରିତ ପରେ ଆଜି ଏହାକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି । ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି କୃଷି…

ବିଧାନସଭାର ବଡ ଖବର: ୭୫୭ରୁ ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ୍, ଜାଣନ୍ତୁ କେଉଁ ବିଧାୟକ ସଂକ୍ରମିତ?

ଭୁବନେଶ୍ୱର,୨୭ ।୯(ଓଡିଶା ଭାସ୍କର): ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଆସିଛି କରୋନା ଟେଷ୍ଟ ରିପୋର୍ଟ ଆସିଛି । ୭୫୭ କୋଭିଡ ଟେଷ୍ଟରୁ ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ୨ ବିଧାୟକ, ସାମ୍ବାଦିକ ଓ ବିଧାନସଭା…

ଭୁବନେଶ୍ୱରରୁ ନୂଆ ୩୧୭ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୭ ।୯(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି…

ରାଜ୍ୟରେ ଖାଲିଥିବା ବେଡ ନେଇ କ’ଣ ତଥ୍ୟ ରଖିଲା ସ୍ୱାସ୍ଥ୍ୟ ବିଭାଗ?

ଭୁବନେଶ୍ୱର, ୨୭ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଖାଲିଥିବା ବେଡ୍ ଓ ଆଇସିୟୁକୁ ନେଇ ତଥ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗ ମୁତାବକ, ରାଜ୍ୟରେ ରହିଛି ୮୨୪୫ଟି ସାଧାରଣ ବେଡ୍ ରହିଛି । ୮୨୪୫ ସାଧାରଣ ବେଡ୍ରୁ…