Browsing Category
Breaking News
ଯେମିତି ଟ୍ରେନିଂ ସେମିତି କାମ, ଲକ୍ଷେ ମନା କରିବା ପରେ ବି ରକ୍ତପାତ କରୁଛନ୍ତି ତାଲିବାନୀ
କାବୁଲ: ତାଲିବାନୀ ମାନେ ଆଫଗାନିସ୍ତାନରେ ସରକାରର ମାନ୍ୟତା ପାଇବା ପାଇଁ ଓ ନିଜର ଛବି ପରିବର୍ତ୍ତନ କରିବା ପାଇଁ ପ୍ରୟାସ ଜାରି ରଖିଛି । ହେଲେ ସବୁ ଚେଷ୍ଟା ଓ ଉଦ୍ୟମରେ ଫେଲ୍ ମାରିଯାଉଛି । ତେବେ ଏଥିରେ ଆଉ କାହାର…
ବିଧାୟିକା କହିଲେ, ‘ଅଟାରେ ଲୁଣ ପରି ଲାଞ୍ଚ ତ ଚାଲିବ’
ନୂଆଦିଲ୍ଲୀ: ଦେଶରେ ଲାଞ୍ଚ ଏକ ସାଧାରଣ ସମସ୍ୟା । ଏଠାରେ ଛୋଟରୁ ଆରମ୍ଭ କରି ବଡ଼ କାମ ପଯ୍ୟନ୍ତ, ସବୁଥିରେ ଲାଞ୍ଚ ଦିଆଯାଏ । ଏହି ସମୟରେ ମଧ୍ୟପ୍ରଦେଶର ବିଏସପି ବିଧାୟିକା ରାମ ବାଇ ସିଂହ ଲାଞ୍ଚର ପରିମାଣ କ’ଣ ହେବା…
ମେସରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭଦ୍ରକ(ଓଡ଼ିଶା ଭାସ୍କର): ଏକ ମହିଳା ମେସରୁ କଲେଜ ଛାତ୍ରୀଙ୍କ ମୃତଦେହକୁ ଆଜି ଉଦ୍ଧାର ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ସ୍ଥିତ ଏକ ଘରୋଇ ମେସରେ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ…
ବିନା ପ୍ରିମିୟମରେ ଆପଣଙ୍କ ପିଲାଙ୍କୁ ମିଳିବ ସ୍କଲାରପିପ୍ ଆଉ ୭୫ ହଜାର: ଆପ୍ଲାଏ କରି ଦିଅନ୍ତୁ ଏହି ସୁପରହିଟ୍ ଯୋଜନା
ନୂଆଦିଲ୍ଲୀ: ଗ୍ରାମୀଣ ଭୂମିହୀନ ପରିବାରଙ୍କ ପାଇଁ ସରକାର କ୍ରମାଗତ ଭାବେ ବିଭିନ୍ନ ଯୋଜନା ପ୍ରଣୟନ କରିଆସୁଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାର ଆମ ଆଦମୀ ବୀମା ଯୋଜନା (ଏଏବିଜେ)ର ଶୁଭାରମ୍ଭ କରିଛନ୍ତି । ଏହା ଏକ…
ଚୀନର ଉତ୍ତର-ପୂର୍ବ ଭାଗରେ ବିଦ୍ୟୁତ୍ ସଙ୍କଟ, ଫ୍ୟାକ୍ଟ୍ରି-ମଲ୍ ବନ୍ଦ
ନୂଆଦିଲ୍ଲୀ: ଚୀନର ଉତ୍ତର ପୂର୍ବ ଅଞ୍ଚଳରେ ବିଦ୍ୟୁତ୍ ସଙ୍କଟ ଏବେ ବଢ଼ିବାରେ ଲାଗିଛି । ଅବସ୍ଥା ଏପରି ହୋଇଛି ଯେ, ଅନେକ କାରଖାନା, ମଲ୍, ଦୋକାନ ବନ୍ଦ କରିବାକୁ ପଡୁଛି ଓ ସାଧାରଣ ଲୋକଙ୍କ ଘରେ ସମସ୍ୟା ସୃଷ୍ଟି ହେଉଛି ।…
ସୂତାଖିଅରେ ଝୁଲୁଛି ଯୁକ୍ତଦୁଇ ଡ୍ରପଆଉଟ୍ ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ: ଆଜି ଓଏଚଆରସିରେ ହେବ ଶୁଣାଣି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁକ୍ତଦୁଇ ରେଗୁଲାର ଛାତ୍ରଛାତ୍ରୀମାନେ ବିକଳ୍ପ ମୂଲ୍ୟାୟନ ଆଧାରରେ ପାସ୍ ହୋଇଗଲେ । ମାତ୍ର ଡ୍ରପଆଉଟ୍ ଓ ଏକ୍ସରେଗୁଲାର ପିଲାଙ୍କ ଭବିଷ୍ୟତ ଏବେ ବି ଝୁଲି ରହିଛି । କୌଣସି ରେକର୍ଡ ନଥାଇ…
‘ଭଗବାନ ଶିବ ଟିକା ନେବାକୁ ମନା କରିଛନ୍ତି’, ଟିକାକରଣ ପାଇଁ ଯାଇଥିବା ଟିମକୁ ଏପରି କହିଲେ ମହିଳା
ଦେଶରେ କରୋନା ସହ ଲଢ଼ିବାକୁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ପୂର୍ବ ଅପେକ୍ଷା ଏବେ ଟିକାକରଣ ଅଧିକ ତୀବ୍ର ହୋଇଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ପାଇଁ ଉଦମ୍ୟ କରାଯାଉଥିବା ବେଳେ କିଛି ସ୍ଥାନରେ ଟିକା ନେବାକୁ…
ସରପଞ୍ଚ, ନାଏବ ସରପଞ୍ଚ ଏବଂ ୱାର୍ଡ ସଭ୍ୟଙ୍କୁ ପଦରୁ ହଟାଇ ପାରିବେ ଜିଲ୍ଲାପାଳ: ହାଇକୋର୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଦି ଜଣେ ଜିଲ୍ଲାପାଳ ଚାହିଁବେ, ତେବେ ଜଣେ ସରପଞ୍ଚଙ୍କୁ ପଦରୁ ବହିଷ୍କାର କରିଦେଇ ପାରିବେ । ଏନେଇ ଆଇନଗତ କ୍ଷମତା ଜିଲ୍ଲାପାଳଙ୍କର ରହିଛି ବୋଲି ହାଇକୋର୍ଟ ଏକ ରାୟରେ କହିଛନ୍ତି । ନୂଆପଡ଼ା…
ଆଜି ରାଜ୍ୟରୁ କରୋନାରେ ୭ ଜଣଙ୍କ ମୁଣ୍ଡ ଗଡ଼ିଲା
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…
ଆଜି ରାଜ୍ୟରୁ ୫୪୫ କରୋନା ପଜିଟିଭ୍ ଚିହ୍ନଟ: ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…