Browsing Category

Breaking News

ଆସିଲା ବିଶ୍ୱର ପ୍ରଥମ କରୋନା ଟୀକା, ଋଷ ରାଷ୍ଟ୍ରପତିଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ନୂଆଦିଲ୍ଲୀ,୧୧ ।୮: ଆସିଲା ବିଶ୍ୱର ପ୍ରଥମ କରୋନା ଟୀକା । ବିଶ୍ୱର ପ୍ରଥମ କରୋନା ଟୀକା ଆଣିଲା ଋଷ । ଏନେଇ ଆଜି ଋଷର ରାଷ୍ଟ୍ରପତି ପୁତିନ୍ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି…

ପୁଅ ବାହା ହେବା ଯାଏଁ ବାପା-ମାଆଙ୍କର, କିନ୍ତୁ ଝିଅ ସବୁବେଳେ ଝିଅ, ସମ୍ପତ୍ତିରେ ସମାନ ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ ।୮: ଝିଅମାନଙ୍କ ଉପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ସଂଶୋଧିତ ଉତ୍ତରାଧିକାର ଆଇନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ପୈତୃକ ସମ୍ପତ୍ତିରେ ପୁଅଙ୍କ ପରି…

ବିଧାୟକ ସୌମ୍ୟ ରଞ୍ଜନଙ୍କୁ କରୋନା

ଭୁବନେଶ୍ୱର, ୧୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେଥିରୁ ଫିଲ୍ମ ଷ୍ଟାର ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ କେହି ବି ବାଦ ପଡ଼ୁ ନାହାନ୍ତି । ଏହାରି ମଧ୍ୟରେ ଖଣ୍ଡପଡ଼ା…

ପାଇଖାନା ଟାଙ୍କିରୁ ଦୁଇ ମୃତଦେହ ଉଦ୍ଧାର

ସମ୍ବଲପୁର, ୧୧ା୮(ଓଡ଼ିଶା ଭାସ୍କର): ସମ୍ବଲପୁର ଗୋବିନ୍ଦପୁର ଥାନା ତାଳଡ଼ିହି କିସାନପଡ଼ାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ସାନଭାଇ ତାର ବାପା, ବଡ଼ଭାଇ ଓ ଭାଉଜଙ୍କୁ ଟାଙ୍ଗିଆରେ ହାଣିଥିବା ସୂଚନା ମିଳିଛି । ପରେ…

କୃଷ୍ଣ ଜନ୍ମାଷ୍ଟମୀରେ କଦାପି କରନ୍ତୁ ନାହିଁ ଏହି ଭୁଲ୍, ନଚେତ୍..

ଆଜି ସାରା ଦେଶରେ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଉଛି । ଏହି ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ରୂପେ ପାଳନ କରାଯାଏ । ଚଳିତ ବର୍ଷ ଏହା ଅଗଷ୍ଟ ୧୧ରେ ପାଳନ ହେଉଥିବା ବେଳେ ୧୨ ତାରିଖ ଦିନ ଏକ ନିଦ୍ଦିଷ୍ଟ ସମୟ…

ସେପ୍ଟେମ୍ବର ୯ରୁ ୧୫ ଯାଏ ଚାଲିବ ଓଜେଇଇ

ଭୁବନେଶ୍ୱର, ୧୧ା୮(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୯ରୁ ୧୫ ଯାଏ ହେବ ଓଜେଇଇ ପରୀକ୍ଷା । ଚଳିତବର୍ଷ ପ୍ରଥମଥର ପାଇଁ କମ୍ପ୍ୟୁଟର ଆଧାରରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା । ଓଜେଇଇ ପାଇଁ ବୈଷୟିକ ଶିକ୍ଷା ଓ ତାଲିମ…

ଯାଜପୁରରେ ଡିଜିପି

ଯାଜପୁର,୧୧ ।୮(ଓଡିଶା ଭାସ୍କର): ଯାଜପୁର ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ପହଞ୍ଚିଲେ ଡିଜିପି ଅଭୟ । ସେଠାରେ ପହଞ୍ଚି ଡିଜିପି ଆଇନ ଶୃଙ୍ଖଳାର ସମୀକ୍ଷା କରିଛନ୍ତି । ପୋଲିସ ମୁଖ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ…

ଚିଲିକା ବ୍ଲକ ଓ ଏନଏସି ସଟଡାଉନ୍

ଖୋର୍ଦ୍ଧା,୧୧ ।୮(ଓଡିଶା ଭାସ୍କର): ଖୋର୍ଦ୍ଧା ଚିଲିକା ବ୍ଲକ ଓ ଏନଏସି ୧୪ ତାରିଖ ଯାଏ ସଟଡାଉନ୍ ହୋଇଛି । ଆଜି ସନ୍ଧ୍ୟା ୭ରୁ ଅଗଷ୍ଟ ୧୪ ସନ୍ଧ୍ୟା ୭ଟା ଯାଏ ସଟଡାଉନ୍ କରାଯାଇଛି । କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ…