Browsing Category
Breaking News
ଦୁଇ ପରିବାରର ବିବାଦରେ ଅଧା ବଳିପଡିଲା କନିଫର୍ ଗଛ
ନୂଆଦିଲ୍ଲୀ: ଦୁଇ ପରିବାରର ବିବାଦରେ ଅଧା ବଳିପଡିଲା ଏକ କନିଫର୍ ଗଛ । ଉତ୍ତର ଇଂଲଣ୍ଡ ସିଫଲ୍ଡ୍ ଅଞ୍ଚଳରେ ପଡ଼ୋଶୀ ଭାବେ ରହୁଥିବା ଦୁଇଟି ଭାରତୀୟ ବଂଶୋଦ୍ଭବ ପରିବାର ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଆଉ ସେହି…
ବନ୍ଧ୍ୟାତ୍ୱକୁ ଡାକି ଆଣିବ କରୋନା ଭ୍ୟାକ୍ସିନ୍: ପୁଣି ସନ୍ଦେହଘେରରେ ଟିକାକରଣ, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି । ତେବେ ଦେଶରେ ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରକୁ ଆଖି ଆଗରେ ରଖି ଟିକାକରଣକୁ ବଢ଼ାଇ ଦିଆଯାଇଛି । ଦେଶରେ କୋଟି କୋଟି ଲୋକ ଏବେ…
ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ: ଆଜି ୧୧୮୩ ଆକ୍ରାନ୍ତଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
ସନ୍ନି ଦେଓଲଙ୍କୁ ଚୋଟ ମାରିଲା ବିଷାକ୍ତ ସର୍ପ, ତେଣୁ ରାଗରେ ଜିଅନ୍ତା ଚୋବାଇଦେଲେ, ତା’ପରେ…
ନୂଆଦିଲ୍ଲୀ: ଛତିଶଗଡ଼ର ବନାଞ୍ଚଳ କ୍ଷେତ୍ର ରାଇଗଡ଼ରୁ ଏକ ଅଜବ ମାମଲା ସାମନାକୁ ଆସିଛି । ରାୟଗଡ଼ ଜିଲ୍ଲାର ଧରମଜୟଗଡ଼ ବନାଞ୍ଚଳ ଅଞ୍ଚଳରେ ଜଣେ ଯୁବକ ଏକ ବିଷାକ୍ତ ସର୍ପକୁ ଚୋବାଇ ଦେଇଛନ୍ତି । ଫଳରେ କମ ସମୟ ମଧ୍ୟରେ ଯୁବକଙ୍କ…
ଓଡ଼ିଶାରେ କଡ଼ ଲେଉଟାଇବ କି କରୋନା, ଡେଲଟା ପ୍ଲସ ଓ ୯ଟି ଜିଲ୍ଲାର ସଂକ୍ରମଣ ରାଜ୍ୟ ପାଇଁ ସାଜିବ କାଳ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ କମି ଆସୁଥିବା ବେଳେ ମୃତ୍ୟୁସଂଖ୍ୟାରେ ରୋକ୍ ଲାଗି ପାରିନଥିଲା । ତେବେ ଏଭଳି ସ୍ଥିତିରେ ସରକାର ଲକଡାଉନ କଟକଣାରେ ସାମାନ୍ୟ କୋହଳ କରିଦେଇଥିଲେ ।…
ରାଜ୍ୟରେ ୪୭ ଜଣଙ୍କର କରୋନାରେ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…
ଦୋଛକିରେ ରାଜ୍ୟରେ କରୋନାର ସ୍ଥିତି: ଆଜି ୩୫୫୪ ପଜିଟିଭ୍
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ଦୋଛକିରେ ପହଞ୍ଚିଛି । ଗୋଟିଏ ଦିନ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । କିଛି ଜିଲ୍ଲାରେ ଏବେ ସଂକ୍ରମଣ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୨୪ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୨୪ ହଜାର ୯୭୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୧୧ ଲକ୍ଷ ୭୫…
ଇଂଲଣ୍ଡ ଓ ଶ୍ରୀଲଙ୍କା ଗସ୍ତରେ ଯିବେ ଭାରତୀୟ ଚୟନକର୍ତ୍ତା
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଇଂଲଣ୍ଡରେ କଡା କରୋନା କଟକଣା ଯୋଗୁ ଭାରତୀୟ କ୍ରିକେଟ ଦଳ ସହିତ ବିସିସିଆଇ ଖେଳାଳି ଚୟନ କମିଟିର କୌଣସି ସଦସ୍ୟ ଯାଇ ପାରି ନ ଥିଲେ । ମାତ୍ର ପରିସ୍ଥିତି ଦୃଷ୍ଟିରୁ ଜାତୀୟ ଚୟନକର୍ତ୍ତା…
ଟୋକିଓ ଅଲିମ୍ପିକ୍ସରେ ଚିନ୍ତା ବଢ଼ାଇଲା କରୋନାର ନୂଆ ଭ୍ୟାରିଏଣ୍ଟ, ଜାପାନରେ ଉଗାଣ୍ଡା ଆଥଲେଟ୍ ଡେଲ୍ଟା ଭାରିଏଣ୍ଟ ଭୂତାଣୁ ଦ୍ୱାରା…
ଟୋକିଓ (ଓଡ଼ିଶା ଭାସ୍କର) : ଆଗୁଆ ପ୍ରସ୍ତୁତି କରିବା ଲକ୍ଷ୍ୟ ନେଇ ଗତ ସପ୍ତାହରେ ଜାପାନ ଆସିଥିବା ଉଗାଣ୍ଡା ଆଥଲେଟ୍ ଡେଲ୍ଟା ଭାରିଏଣ୍ଟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣା ପଡିଛି । ତେଣୁ ଟୋକିଓ…