Browsing Category
Breaking News
ଖାଦ୍ୟରେ ନିଶା ଦ୍ରବ୍ୟ ମିଶାଇ ଶାଳୀଙ୍କୁ ଦୁଷ୍କର୍ମ: ଅଶ୍ଲୀଳ ଭିଡିଓ ଭାଇରାଲ୍ କରି ଗିରଫ ହେଲେ ଭିଣୋଇ
ଜୟପୁର, ୨୦ା୪: ରାଜସ୍ଥାନରେ ଜଣେ ଯୁବକଙ୍କର କଳାକାରନାମା ସାମନାକୁ ଆସିଛି । ଜଣେ ଯୁବକ ନିଜ ଶାଳୀଙ୍କୁ ଦୁଷ୍କର୍ମ କରି ଅଶ୍ଲୀଳ ଭିଡିଓ ଭାଇରାଲ କରିଛନ୍ତି । ଖାଦ୍ୟରେ ନିଶା ଦ୍ରବ୍ୟ ମିଶାଇ ଯୁବତୀଙ୍କୁ ବାରମ୍ବାର…
ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା , ଏସସିବିରେ ଖୋଲିବ ଆଉ ଦୁଇଟି ଟିକାକରଣ କେନ୍ଦ୍ର
କଟକ ,୨୦ ।୪ (ଓଡିଶା ଭାସ୍କର): କଟକରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଟିକାକରଣ କୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ କଟକ…
ଇନ୍ଦୋର ଚିଡିଆଖାନାକୁ ଯିବେ ନନ୍ଦନକାନନର ୧୩ ଜୀବଜନ୍ତୁ
ଭୁବନେଶ୍ୱର ୨୦ ।୪ (ଓଡିଶା ଭାସ୍କର) : ମଧ୍ୟପ୍ରଦେଶ ଚିଡିଆଖାନାକୁ ଯିବେ ନନ୍ଦନକାନନରୁ କିଛି ଜୀବଜନ୍ତୁ । ଆଜି ନନ୍ଦନକାନରରୁ ୧୩ ପଶୁପକ୍ଷୀ ମଧ୍ୟପ୍ରଦେଶର ଇନ୍ଦୋର ଚିଡିଆଖାନାକୁ ପଠାଯିବ । ଏମାନଙ୍କ ମଧ୍ୟରୁ ଧଳା…
ଚିନ୍ତା ବଢାଇଲେ କୁମ୍ଭ ମେଳା ଫେରନ୍ତା, ଆଜି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ
କଟକ, ୨୦ ।୪ : କରୋନା ମହାମାରୀ ସଂକ୍ରମଣକୁୁ ଦୃଷ୍ଟିରେ ରଖି ନିକଟରେ ବିଶ୍ୱ ପ୍ରସିଦ୍ଧ କୁମ୍ଭ ମେଳାକୁ ସମାପନ କରାଯାଇଛି । ହେଲେ ଏବେ ସେଠାରୁ ଫେରିଥିବା ଶ୍ରଦ୍ଧାଳୁ ରାଜ୍ୟର ଚିନ୍ତା ବଢ଼ାଇଛନ୍ତି । ଆଜି କଟକକୁ…
ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରନ୍ତୁ ମୁଖ୍ୟମନ୍ତ୍ରୀ, ନବୀନ ନିବାସ ସାମ୍ନାରେ ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କ ଧାରଣା
ଭୁବନେଶ୍ୱର, ୨୦ ।୪ : ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ନାଇଟ୍ କର୍ଫ୍ୟୁ ପରେ ରାଜ୍ୟର ସମସ୍ତ ସହାରଞ୍ଚଳରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଘୋଷଣା ହୋଇ ସାରିଛି । ଏହି ସବୁ ମଧ୍ୟରେ ଦଶମ ଶ୍ରେଣୀ…
ICSE ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ ,୨୦ ।୪: କରୋନା ମହାମାରୀ ପୁଣି ଥରେ ହୁ ହୁ ହୋଇ ମାଡିବାରେ ଲାଗିଛି । କରୋନା ପାଇଁ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । ସିବିଏସଇ ପରେ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ରଦ୍ଦ ହୋଇଛି ।…
ଆଜି କୋଭିଡ୍ ଟିକା ନିର୍ମାଣକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୨୦ା୪: ଦେଶରେ କୋଭିଡ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନିର୍ମାଣକାରୀଙ୍କ ସହ କଥା ହେବେ । ସନ୍ଧ୍ୟା ୬ଟା ସମୟରେ ଭିଡିଓ…
ଦେଶରେ ଆଜି ୧୭୬୧ ଜଣଙ୍କ ମୃତ୍ୟୁ, ୨.୫୯ ଲକ୍ଷ ଆକ୍ରାନ୍ତ
ନୂଆଦିଲ୍ଲୀ, ୨୦ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୭୬୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦କୁ…
କୁମ୍ଭମେଳାରୁ ଫେରିଥିବା କଟକର ୧୩ଜଣଙ୍କୁ କରୋନା
ଭୁବନେଶ୍ୱର,୨୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜିଟିଭ ହୋଇଛନ୍ତି । ପରୀକ୍ଷା ହୋଇଥିବା ୩୦ଟି ନମୁନାରୁ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା…
ବଢ଼ିଲା ରାଜ୍ୟରେ ମୃତ୍ୟୁ ସଂଖ୍ୟା: ଆଜି କରୋନା ନେଲା ୫ ଜଣଙ୍କ ଜୀବନ: ଚିହ୍ନଟ ହେଲେ ୪୭୬୧ ପଜିଟିଭ୍
ଭୁବନେଶ୍ୱର, ୨୦ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…