Browsing Category

Breaking News

ନିର୍ଭୟା ମାମଲା, ଦୋଷୀଙ୍କୁ  ମାର୍ଚ୍ଚ ୨୦ରେ ଫାଶି

ନୂଆଦିଲ୍ଲୀ, ୫ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କୁ ଫାଶି ଦେବା ପାଇଁ ଆଜି ସାନି ଡ଼େଥ ୱାରେଣ୍ଟ ଜାରି ହୋଇଛି । ମାର୍ଚ୍ଚ ୨୦ରେ ୪ଦୋଷୀ ଅକ୍ଷୟ, ପବନ, ବିନୟ ଓ ମୁକେଶକୁ ଫାଶି…

କମିଲା ଇପିଏଫ୍ ସୁଧହାର

ନୂଆଦିଲ୍ଲୀ,୫ ।୩:ହୋଲି ପୂର୍ବରୁ କର୍ମଚାରୀମାନଙ୍କୁ ଝଟକା ଦେଇଛନ୍ତି ମୋଦି ସରକାର । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ବା ଇପିଏଫ୍ ସୁଧହାର କମିଛି । ସୁଧହାର ୮.୬୫%ରୁ ୮.୫%କୁ କମାଇବା…

କରୋନ ଭୟ: ଚୀନରେ ୪ ଫୁଟ ଦୂରରୁ କଟାଯାଉଛି କେଶ, ଭିଡିଓ ଭାଇରାଲ

କରୋନା ଭାଇରସରେ ଏପର୍ଯ୍ୟନ୍ତ ଚୀନରେ ୮୦,୪୦୯ ଲୋକ ସଂକ୍ରମିତ ହୋଇଥିବା ବେଳେ ୩୦୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଚୀନରେ କରୋନା ଭାଇରସର ଭୟ ଏତେ ଅଧିକ ରହିଛି ଯେ, ସେଲୁନରେ ତିନି ଚାରି ଫୁଟ ଦୂରରୁ କେଶ କଟାଯାଉଛି…

ଏସସିବିକୁ ବିଶ୍ୱସ୍ତରୀୟ କରାଯିବ: ମୁଖ୍ୟମନ୍ତ୍ରୀ

କଟକ, ୫ା୩(ଓଡ଼ିଶା ଭାସ୍କର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀରେ କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମାବେଶରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି । ସେ…

ରାଜ୍ୟସଭାରେ କରୋନା ପ୍ରସଙ୍ଗ

ନୂଆଦିଲ୍ଲୀ,୫ ।୩: ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି କରୋନା ଭାଇରସ୍ । ରାଜ୍ୟସଭାରେ ଆଜି ଉଠିଛି ଏହି ପ୍ରସଙ୍ଗ । କରୋନା ଭୂତାଣୁ ପ୍ରସଙ୍ଗରେ ବିବୃତି ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.…

ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ ଫାଇନାଲରେ ଭାରତ

ସିଡନୀ,୫ ।୩: ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ବର୍ଷା ଯୋଗୁଁ ଭାରତ-ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ବାତିଲ ହୋଇଯାଇଛି । ଏହି ଆଧାରରେ ପ୍ରଥମ ଥର ପାଇଁ ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲରେ…