Browsing Category
Breaking News
ଶିବରାତ୍ରୀରେ ବଡ ଧରଣର ଆକ୍ରମଣ କରିପାରେ ଜୈଶ, ସମସ୍ତ ପୋଲିସ ଅଧିକାରୀଙ୍କ ଛୁଟି ବାତିଲ
ଶ୍ରୀନଗର,୧୭ ।୨: ଜମ୍ମୁ-କାଶ୍ମୀରରେ ଆତଙ୍କି ସଙ୍ଗଠନ ଜୈଶ-ଏ-ମୋହମ୍ମଦ ଶିବରାତ୍ରୀ ଅବସରରେ ବଡ ଧରଣର ଆକ୍ରମଣ କରିବା ଯୋଜନାରେ ରଖିଛି । ସୁରକ୍ଷାବଳ କ୍ୟାମ୍ପ ଓ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆକ୍ରମଣ ହୋଇପାରେ ବୋଲି…
କମିଲା ରାଜ୍ୟର ଅଭିବୃଦ୍ଧି ହାର
ଭୁବନେଶ୍ୱର,୧୭ ।୨(ଓଡିଶା ଭାସ୍କର): ବଜେଟ୍ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର କମିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଚଳିତ ବର୍ଷ…
ମୁଣ୍ଡପିଛା ଋଣଭାର ୧୮ହଜାର: ଅର୍ଥମନ୍ତ୍ରୀ
ଭୁବନେଶ୍ୱର, ୧୭ା୨(ଓଡ଼ିଶା ଭାସ୍କର): ରାଜ୍ୟରେ ମୁଣ୍ଡପିଛା ଋଣ ଭାର ୧୮ ହଜାର ୪୯୭ ଟଙ୍କା ୫୮ ପଇସା ରହିଥିବା ସୂଚନା ରହିଛି । ୨୦୧୯ ଡିସେମ୍ବର ସୁଦ୍ଧା ରାଜ୍ୟର ଋଣ ଭାର ୮୪.୬୭୬.୩୫ କୋଟି ଟଙ୍କା ରହିଛି । ମାର୍ଚ୍ଚ…
ମାଟ୍ରିକ ପରୀକ୍ଷା ପାଇଁ କଡ଼ା ସୁରକ୍ଷା, ପରୀକ୍ଷା କେନ୍ଦ୍ରକୁ ମୋବାଇଲ ମନା
ଭୁବନେଶ୍ୱର, ୧୭ା୨(ଓଡ଼ିଶା ଭାସ୍କର): ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଚଳିତବର୍ଷ ୫ଲକ୍ଷ ୬୦ହଜାର ୯୦୫ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ମନା…
ଦାୟିତ୍ୱ ନେଲେ କେଜ୍ରିୱାଲ
ନୂଆଦିଲ୍ଲୀ, ୧୭ା୨: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ସେଠାରେ ସଚିବାଳୟରେ କେଜ୍ରିୱାଲଙ୍କୁ ସ୍ୱାଗତ କରିଛନ୍ତି ଅଧିକାରୀ ଓ କର୍ମଚାରୀ । ଗତକାଲି ସେ…
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ
ନୂଆଦିଲ୍ଲୀ, ୧୭ା୨: ସୁପ୍ରିମକୋର୍ଟ ଆଜି ସେନାରେ ମହିଳା ଅଧିକାରୀଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ ହେବ । ସ୍ଥାୟୀ କମିଶନ ନେଇ ସୁପ୍ରିମକୋର୍ଟ ମଞ୍ଜୁରି କରିଛନ୍ତି ।…
୫ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
ଭୁବନେଶ୍ୱର, ୧୭ା୨(ଓଡ଼ିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱ ପୂର୍ଣ୍ଣ ବୈଠକ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ହୋଇଥିଲା । ସେହି ବୈଠକରେ ୫ଟି…
ଓୟୁଏଟିରେ ୫ଟି ସଚିବ
ଭୁବନେଶ୍ୱର, ୧୭ା୨(ଓଡ଼ିଶା ଭାସ୍କର): ଓୟୁଏଟିରେ ୫ଟି ସଚିବ ଭି.କେ.ପାଣ୍ଡିଆନ । ଅଚାନକ ଗସ୍ତ କରି ଓୟୁଏଟି ବୁଲିଛନ୍ତି ପାଣ୍ଡିଆନ । ଓୟୁଏଟି ଅଧିକାରଙ୍କ ତାଙ୍କର ସହ ଭିତ୍ତିଭୂମି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି ।…
ଜେଡିୟୁ ନେତାଙ୍କୁ କୁକୁର ସହ ତୁଳନା କଲେ ଲାଲୁଙ୍କ ପାର୍ଟି ସଦସ୍ୟ
ବିହାର,୧୬ ।୨: ବିହାରରେ ବିଧାନସଭା ନିର୍ବାଚନକୁ ଆଉ ୬-୮ ମାସ ରହିଛି । କିନ୍ତୁ ଦିଲ୍ଲୀ ନିର୍ବାଚନ ଫଳାଫଳ ପରେ ସେଠାରେ ରାଜନୀତି ବଦଳିବାରେ ଲାଗିଛି । ଏପରି କି, ବିହାର ରାଜନୀତିରେ ଗାଳି ଓ ପରସ୍ପରକୁ ଅପଶବ୍ଦ କହିବା…
କାଲି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ
ଭୁବନେଶ୍ୱର,୧୬ ।୨(ଓଡିଶା ଭାସ୍କର): ଆସନ୍ତାକାଲି ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସକାଳ ୯ଟା ୪୫ରେ ବସିବ ବୈଠକ । ତେବେ ଆସନ୍ତାକାଲିର ବୈଠକରେ କିଛି…