Browsing Category

Breaking News

ନାଟମଣ୍ଡପ ଓ ମେଘନାଦ ପାଚେରିର ଯାଞ୍ଚ ଆରମ୍ଭ

ପୁରୀ,୨୩ ।୧(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ଓ ମେଘନାଦ ପାଚେରିର ସ୍ଥିତ ଅନୁଧ୍ୟାନ ଚାଲିଛି । କୋର କମିଟି ଓ ଏଏସଆଇ ଟିମ ପକ୍ଷରୁ ଏହାର ଯାଞ୍ଚ ଚାଲିଛି । ଏଏସଆଇ ଜଏଣ୍ଟ ଜାନଭି ଶର୍ମାଙ୍କ ନେତୃତ୍ୱରେ ୬…

ବାଦାମବାଡିର ଇଲୋକଟ୍ରୋନିକ ଦୋକାନରେ ଅଗ୍ନିକାଣ୍ଡ

କଟକ,୨୩ ।୧(ଓଡିଶା ଭାସ୍କର): କଟକ ବାଦାମବାଡି ଅଞ୍ଚଳରେ ଥିବା ଏକ ଇଲୋକଟ୍ରୋନିକ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଜଳିପୋଡି ଛାରଖାର ହୋଇଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ସର୍ଟସର୍କିଟରୁ ଏଭଳି…

ନେତାଜୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୩ତମ ଜୟନ୍ତୀ । ସ୍ୱାଧୀନତା ସଂଗ୍ରାମରେ ସୁଭାଷଙ୍କ ବଳିଦାନକୁ ଆଜି ବି ମନେ ପକାଉଛି ସାରା ଦେଶ । ଓଡିଶାର ବୀର ସନ୍ତାନ ନେତାଜୀଙ୍କ…

ଏଣିକି ସବୁ ବ୍ଲକରେ ବସିବ କୃଷି ବୈଠକ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ଏଣିକି ରାଜ୍ୟର ପ୍ରତି ପଞ୍ଚାୟତ ସମିତିରେ କୃଷି ବୈଠକ ବସିବ । ବୈଠକରେ ଚାଷୀଙ୍କ ବିକାଶ ନେଇ ଅଧିକାରୀମାନେ ରିପୋର୍ଟ ପ୍ରସ୍ତୁତ କରିବେ । ଏଥିରେ କୃଷି, ମତ୍ସ୍ୟ, ଶକ୍ତି ଓ ଜଳ…

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ‘ପ୍ରଗତି’ ବୈଠକ

ନୂଆଦିଲ୍ଲୀ,୨୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏବର୍ଷର ପ୍ରଥମ ‘ପ୍ରଗତି’ ବୈଠକ ବସିଲା । ସୁଶାସନ ଓ ସମୟାନୁବର୍ତ୍ତୀ କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି । ଓଡିଶା ସମେତ ୯ଟି ରାଜ୍ୟର…

ଭାରତ-ଘାନା ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ,୨୨ ।୧: ଭାରତ-ଘାନା ସମ୍ପର୍କ ବୃଦ୍ଧି ପାଇଁ ଦୁହିଁଙ୍କ ମଧ୍ୟରେ ବୁଝାମଣା କରିଛି ଇଣ୍ଡିଆନ ଅଏଲ । ଘାନାର ଜାତୀୟ ପେଟେଆଲିୟମ ପ୍ରାଧିକରଣ ସହ ଏନେଇ ଚୁକ୍ତି ସ୍ୱାକ୍ଷରିତ କରିଛି ଭାରତ । କେନ୍ଦ୍ର ପେଟ୍ରୋଲିୟମ…

ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁଠି କରିବେ ପାର୍କିଂ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ଆଗକୁସାଧାରଣତନ୍ତ୍ର ଦିବସ ଆସୁଥିବା ବେଳେ ସେନେଇ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ବ୍ୟବସ୍ଥା କଡାକଡି କରାଯାଇଛି । ଜାନୁଆରୀ ୨୬ ସକାଳ ୬.୩୦ ମିନିଟରୁ ସାଧାରଣନ୍ତ୍ର ଦିବସ ପାଇଁ…

ପୁଞ୍ଜିଲାଲଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ । ମା’ଙ୍କ ସୁଦ୍ଧିକ୍ରିୟା ପାଇଁ ହାଇକୋର୍ଟ ସର୍ତ୍ତମୂଳକ ଅନ୍ତରୀଣ…