CHARIDHAM
Browsing Category

Breaking News

ମଞ୍ଚେଶ୍ୱର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍

ଭୁବନେଶ୍ୱର, ୨୪ା୬(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କରାଯାଇଛି । କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସିଲ କରିଛି ବିଏମସି । ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ…

ସନ୍ଦେହ ଘେରରେ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରେମିକା, ଆତ୍ମହତ୍ୟା ମାମଲାରେ ହୋଇପାରନ୍ତି ଗିରଫ !

ବଲିଉଡ଼ର  ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ବଲିଉଡ଼ ଜଗତରେ ଓ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଆଜି ତାଙ୍କ ମୃତ୍ୟୁକୁ ୧୦ଦିନ ପୁରିଯାଇଥିଲେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି । ଏହା ସତରେ…

ଜୁନ ଅପେକ୍ଷା ଜୁଲାଇରେ ବଢ଼ିବ କରୋନା ସଂକ୍ରମଣ

ଭୁବନେଶ୍ୱର, ୨୪ା୬(ଓଡ଼ିଶା ଭାସ୍କର): କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସର ଏପର୍ଯ୍ୟନ୍ତ ପ୍ରତିଶେଧକ ମଧ୍ୟ ମିଳିପାରି ନାହିଁ । କରୋନା ଆକ୍ରାନ୍ତ ସଂଖ୍ୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି…

ଫରେଷ୍ଟ ରେଞ୍ଜ ଅଫିସରେ ବିସ୍ଫୋରଣ, ଜଣେ ଗୁରୁତର

ଢ଼େଙ୍କାନାଳ, ୨୪ା୬(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ସ୍ଥିତ ପୁରୁଣା ଫରେଷ୍ଟ ରେଞ୍ଜ ଅଫିସରେ ବିସ୍ଫୋରଣ ଘଟିଛି । ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ହୋଇଯିବାରୁ ତାଙ୍କୁ ପ୍ରଥମେ ଢ଼େଙ୍କାନାଳ ମେଡ଼ିକାଲରେ…

ପୃଥିବୀ ନିକଟ ଦେଇ ଗତି କରିବ ବଡ଼ ବିପଦ, ଆଉ ବାକି ରହିଲା କିଛି ସମୟ..

ମହାକାଶରୁ ପୃଥିବୀ ଆଡ଼କୁ ଏକ ବିରାଟ ଉଲକାପିଣ୍ଡ ମାଡ଼ି ଆସୁଛି । ଏହି ଉଲକାପିଣ୍ଡର ଗତିର ବେଗ ଏତେ ଅଧିକ ଯେ ଯଦି ପୃଥିବୀ ଉପରେ ପଡ଼ିବ ତେବେ ଏହା ପାଖଆଖ କେତେ କିଲୋମିଟର ଯାଏଁ ବିନାଶ ଘଟାଇପାରିବ । ଯଦି ଏହା ସମୁଦ୍ରରେ…

ହଜାରେ ଟପିଲା ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଗଞ୍ଜାମ, ୨୪ା୬(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ଆଜି ଆଉ ୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୭୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ କରୋନା ଯୋଦ୍ଧା ଥିବା ସୂଚନା ମିଳିଛି । ଏବେ ଗଞ୍ଜାମରେ…

ଦେଶରେ ୨୪ଘଣ୍ଟାରେ ୪୬୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୪ା୬: ଦେଶରେ ଯେମିତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୫୬ହଜାର ୧୮୩ ଥିବା…

ରାଜ୍ୟରେ ୧୭ଜିଲ୍ଲାରୁ ଆଉ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୪ା୬(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ୧୭ଜିଲ୍ଲାରୁ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ…

ଦାରିଙ୍ଗବାଡିକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସିଲ

ବାଲିଗୁଡା,୨୪/୬(ଓଡିଶା ଭାସ୍କର): ସାରା ରାଜ୍ୟରେ ଦ୍ରୁତ ଗତିରେ ମାଡିଚାଲିଛି କରୋନା ମହାମାରୀ। ଏହାରି ମଧ୍ୟରେ ଦାରିଙ୍ଗବାଡିକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି । ଜଣେ ଶିକ୍ଷକ କରୋନା…

ବ୍ୟବସାୟରେ କ୍ଷତି ହେଉଛି କି ? ତେବେ ଆପଣାନ୍ତୁ ଏହି ଉପାୟ

ବେଳେବେଳେ ଅଧିକ ପରିଶ୍ରମ କଲେ ବି ବ୍ୟବସାୟରେ ବାରମ୍ବାର କ୍ଷତି ସହିବାକୁ ପଡ଼େ। କିନ୍ତୁ ଏପରି ଏକ ବିଶେଷ ଉପାୟ ଅଛି, ଯାହାକୁ ଆପଣାଇଲେ ବ୍ୟବସାୟରେ ଆପଣଙ୍କୁ କୌଣସି କ୍ଷତି ସହିବାକୁ ପଡ଼ିବ ନାହିଁ, ବରଂ ଲାଭ ଉପରେ ଲାଭ…