Browsing Category
Breaking News
୨୫ ସାମ୍ବାଦିକଙ୍କୁ କରୋନା, ବନ୍ଦ ହେଲା ଲାଇଭ୍ ସୋ
ଚେନ୍ନାଇ,୨୧ ।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଏହା ବିରୋଧରେ ଲଢେଇ କରୁଥିବା ଯୋଦ୍ଧାମାନଙ୍କୁ ଏବେ କରୋନା ଗ୍ରାସିବାରେ ଲାଗିଛି । ମୁମ୍ବାଇ ପରେ ଏବେ ଚେନ୍ନାଇର ଏକ ନ୍ୟୁଜ୍ ଚ୍ୟାନେଲର…
ରାଜ୍ୟରେ ଆଉ ୫କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୫ଜଣ କରୋନା ରେ ଆକ୍ରାନ୍ତ ଥିବା ରୋଗୀ ସୁସ୍ଥ ହୋଇଛନ୍ତି । ପୂର୍ବରୁ ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଏହାସହ ରାଜ୍ୟରେ ବତ୍ତର୍ମାନ ୨୯ଜଣ ସୁସ୍ଥ ହୋଇଛନ୍ତିି…
ଆସନ୍ତାକାଲିଠାରୁ କାର୍ଯ୍ୟକ୍ଷମ ହେବ ପ୍ରବାସୀ ଓଡ଼ିଆଙ୍କ ପାଇଁ ଅଭିଯୋଗ ପ୍ରକୋଷ୍ଠ
ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): କରୋନା ପାଇଁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଲକ୍ ଡାଉନ ପାଇଁ ବହୁ ଓଡ଼ିଆ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ତେଣୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଧାନସଭାରେ ଅଭିଯୋଗ ପ୍ରକୋଷ୍ଠ…
ଲକ୍-ଡାଉନରେ ବିରକ୍ତ ହୋଇ ଡେଲିଭରୀ ବୟ ବନିଲେ କୋଟିପତି ବ୍ୟବସାୟୀ
ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଅନେକ ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ଲକ୍-ଡାଉନରେ କିଏ ନିଜ ବାଲକୋନୀରେ ବସି ୱାଇନ୍ ପିଇଛୁ ତ ଆଉ କିଏ ସଙ୍ଗୀତ ଗାନ…
କୁମ୍ଭୀର ସହ ଲଢି ନିଜ ପିଲାକୁ ବଞ୍ଚାଇଲା ମା’, ଜାଣନ୍ତୁ କିପରି?
ଜଣେ ମା’ ନିଜ ପିଲାର ଜୀବନ ବଞ୍ଚାଇବା ପାଇଁ କୁମ୍ଭୀର ସହ ଲଢେଇ ପରିବାକୁ ମଧ୍ୟ ପଛାଇନାହାନ୍ତି । ଏହି ସାହସିକତା ଘଟଣା ଜିମ୍ବାୱେରେ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ, ୩୦ ବର୍ଷୀୟା ମୌରିନା ନିଜର ୨ ପିଲାଙ୍କୁ…
ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା , କରୋନା ଚିକିତ୍ସା ସମୟରେ ମୃତ୍ୟୁ ହେଲେ ମିଳିବ ରାଷ୍ଟ୍ରୀୟ ମର୍ଯ୍ୟାଦା
ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା । ସେ ସ୍ୱାସ୍ଥ୍ୟକର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । କରୋନା ମୁକାବିଲାରେ ନିୟୋଜିତ ହୋଇଥିବା…
କରୋନା ପ୍ରଭାବ: ଆମେରିକାରେ ପାଣିଠାରୁ ପେଟ୍ରୋଲ ଶସ୍ତା
ୱାଶିଂଟନ, ୨୧ା୪: ଆମେରିକାରେ ଅଶୋଧିତ ତେଲ ଦରରେ ଅହେତୁକ ହ୍ରାସ ପାଇଛି । ବ୍ୟାରେଲ ପିଛା ଦର ଗୋଟିଏ ଡଲାରରୁ କମ ମୂଲ୍ୟକୁ ଖସିଛି । କରୋନା ଯୋଗୁଁ ଚାହିଦା ଅତ୍ୟଧିକ କମିବାରୁ ପ୍ରଭାବ ପଡ଼ୁଛି । ତେଲ ବିକ୍ରି…
କ୍ୱାରେଣ୍ଟାଇନରେ ଡାକ୍ତର ଓ ନର୍ସ
ଯାଜପୁର, ୨୧ା୪(ଓଡ଼ିଶା ଭାସ୍କର): ଯାଜପୁରରେ ୩ଡାକ୍ତରଙ୍କ ସହ ୧୯ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା କିଛି ଆକ୍ରାନ୍ତ ଯାଜପୁର ଜିଲ୍ଳା ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସିତ…
ଦେଶରେ ସଫଳ ହେଲା ପ୍ଲାଜମା ଥେରାପି, ସୁସ୍ଥ ହେଲେ କରୋନା ରୋଗୀ
ଭାରତ ସମେତ ବିଶ୍ୱର ଅନେକ ଦେଶରେ ମାଡିଚାଲିଥିବା କରୋନା ଭାଇରସର ବର୍ତ୍ତମାନ ସୁଦ୍ଧା କୌଣସି ଚିକିତ୍ସା ବା ଟୀକା ପ୍ରସ୍ତୁତ ହୋଇନାହିଁ । ଏହାରି ମଧ୍ୟରେ କରୋନାକୁ ହରାଇବାରେ ପ୍ଲାଜମା ଥେରାପି ସଫଳ ହୋଇଛି । ଦେଶରେ…
ଲାଇଭ ଟିଭି ଶୋରେ ଏଡ଼ିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆରୁ ଇସ୍ତଫା ଦେଲେ ଅର୍ଣ୍ଣବ ଗୋସ୍ୱାମୀ
ନୂଆଦିଲ୍ଲୀ, ୨୧ା୪: ରିପବ୍ଲିକ ଟିଭିର ସମ୍ପାଦକ ତଥା ବିଶିଷ୍ଟ ଆଙ୍କର ଅର୍ଣ୍ଣବ ଗୋସ୍ୱାମୀ ଲାଇଭ ଟିଭି ଶୋରେ ଏଡ଼ିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆରୁ ଇସ୍ତଫା ଘୋଷଣା କରିଛନ୍ତି । ଇସ୍ତଫା ଘୋଷଣା କରିଥିବା ଲାଇଭ ଟିଭିର ଭିଡ଼ିଓ…