fbpx
BJD
BJD SKY
BJD SKY
Browsing Category

ବାଣିଜ୍ୟ

ଏଣିକି ଅମ୍ବାନୀ କରିବେ ଆପଣଙ୍କ ରକ୍ତ ପରୀକ୍ଷା! ଡାଇଗ୍ନୋଷ୍ଟିକ ପାଇଁ ଚାଲିଛି ଏହି ଅନୁସନ୍ଧାନ

ନୂଆଦିଲ୍ଲୀ: ଦେଶରେ ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଖୁବ ଶିଘ୍ର ଡାଇଗ୍ନୋଷ୍ଟିକ ସେଗମେଣ୍ଟରେ ବଡ଼ ଧମାକା କରିବାକୁ ଯାଉଛନ୍ତି । ତାଙ୍କ ରିଲାଏନ୍ସ ଗ୍ରୁପର କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଏଥିପାଇଁ ଯୋଜନା…

୧ ସେକେଣ୍ଡରେ ୫ଟି HD ସିନେମା ଡାଉନଲୋଡ୍ ! ଜାପାନ ଆଣିଲା ବିଶ୍ୱର ପ୍ରଥମ ୬G ଡିଭାଇସ୍

ନୂଆଦିଲ୍ଲୀ: ଟେକ୍ନୋଲୋଜି କ୍ଷେତ୍ରରେ ଜାପାନ ସର୍ବଦା ଆଗରେ ରହିଥାଏ । ଦୁନିଆର ଅନେକ ଅଂଶ ଏପରି ରହିଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି, ଏପରି ପରିସ୍ଥିତିରେ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ୍ ୬ଜି…

(Video) ଗର୍ଭବତୀ ମହିଳାଙ୍କୁ ମିଳିବ ୫,୦୦୦ ଟଙ୍କା… ସରକାରଙ୍କ ଯୋଜନାର ଏମିତି ଉଠାନ୍ତୁ ଫାଇଦା

ଓଡ଼ିଶା ଭାସ୍କର: ଦେଶର ନାଗରିକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର ନୂଆ ନୂଆ ଯୋଜନା ଚଳାଉଛନ୍ତି । ବିଶେଷ କରି ମହିଳାମାନଙ୍କ ବିକାଶ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର । ମହିଳା…

ମେ ୧୩ରେ ଓଡ଼ିଶାର ୪ଟି ସହରରେ ବ୍ୟାଙ୍କ ବନ୍ଦ! ମତଦାନ ପାଇଁ ୧୦ଟି ରାଜ୍ୟର ୯୬ଟି ସହରରେ ବ୍ୟାଙ୍କ ଛୁଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଲୋକସଭା ନିର୍ବାଚନର ମତଦାନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହା ମଧ୍ୟରେ ୩ଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆସନ୍ତାକାଲି ଅର୍ଥାତ ମେ ୧୩ରେ ଚତୁର୍ଥ ପର୍ଯ୍ୟାୟ…

RBI ତରଫରୁ ନିର୍ଦ୍ଦେଶ! କ’ଣ ନେଇ ଆସିଥିଲ, କ’ଣ ନେଇ ଯିବ… ବ୍ୟାଙ୍କ ପାସବୁକରେ ଲେଖାଯିବ ଗୀତା ଜ୍ଞାନ!

ନୂଆଦିଲ୍ଲୀ: ବ୍ୟାଙ୍କ ପାସବୁକକୁ ନେଇ ଏକ ବଡ଼ ଅପଡେଟ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏଣିକି ବ୍ୟାଙ୍କ ପାସବୁକରେ ହିନ୍ଦୁ ଧର୍ମର ମହାନ ଗ୍ରନ୍ଥ ଭାଗବତ-ଗୀତାକୁ ସାମିଲ କରାଯିବ । ପାସବୁକର ଶେଷ ପେଜରେ ଗୀତା ସାର…

FY25ରେ ୮୦୦୦୦କୋଟି ଟଙ୍କା ନିବେଶ କରିବ Adani Enterprises, ଏହି ସେକ୍ଟର୍ସ ଉପରେ ରହିବ ଫୋକସ

ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଫ୍ଲାଗସିପ କମ୍ପାନୀ ଅଦାନୀ ଏଣ୍ଟରପ୍ରାଇଜେଜ ଚଳିତ ଆର୍ଥିକ ବର୍ଷରେ ୮୦୦୦୦ କୋଟି ଟଙ୍କାର ନିବେଶ କରିବାର ପ୍ରସ୍ତୁତି ଚଳାଇଛି । ଗୌତମ ଅଦାନୀଙ୍କ ଅଦାନୀ ଏଣ୍ଟରପ୍ରାଇଜେଜ କମ୍ପାନୀ ୨୦୨୫…

ସରକାରଙ୍କ ଏହି ଯୋଜନାରେ ଏକ ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର , ଜାଣନ୍ତୁ କ’ଣ କ’ଣ ରହିଛି ଫାଇଦା

ନୂଆଦିଲ୍ଲୀ : ୧୦ ନିୟୁତ ଘରକୁ ସୌର ପ୍ୟାନେଲ ଯୋଗାଇବାରେ ସାହାଯ୍ୟ କରିବା ପାଇଁ ସରକାର ସୌର ପ୍ୟାନେଲ ସ୍ଥାପନ ଏବଂ ପରିଚାଳନାରେ ପାରଦର୍ଶୀ ଥିବା ୧୦୦,୦୦୦-ଶକ୍ତିଶାଳୀ କର୍ମଜୀବୀ ପ୍ରସ୍ତୁତ କରିବାକୁ ସରକାର କାର୍ଯ୍ୟ…

ATM କାର୍ଡରେ ମାଗଣାରେ ମିଳୁଛି ଲକ୍ଷ ଲକ୍ଷ ମୂଲ୍ୟର ବୀମା, ଦାବି ପାଇଁ ଏହି ନିୟମ ଜାଣିବା ଜରୁରୀ

ନୂଆଦିଲ୍ଲୀ :ବର୍ତ୍ତମାନ ସମୟରେ କେବଳ ଅଳ୍ପ ଲୋକ ଥିବେ,ଯେଉଁମାନେ ଏଟିଏମ୍ କାର୍ଡ ବ୍ୟବହାର କରନ୍ତି ନାହିଁ । ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଦ୍ୱାରା ଏଟିଏମ୍ ବର୍ତ୍ତମାନ ସମସ୍ତଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ…

Apple iTunes ଏବଂ Chrome ୟୁଜର୍ସଙ୍କୁ ବିପଦ! ଭୁଲରେ ବି କରନ୍ତୁନି ଏହି କାମ, ସରକାରଙ୍କ ପକ୍ଷରୁ ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଆପଲ ଆଇଟ୍ୟୁନ୍ସ ଏବଂ ଗୁଗୁଲ ୟୁଜର୍ସଙ୍କ ପାଇଁ ଏକ କଡ଼ା ଚେତାବନୀ ଜାରି କରାଯାଇଛି । ଇଣ୍ଡିଆନ କମ୍ୟୁଟର ଏମରଜେନ୍ସି ରେସ୍ପନ୍ସ ଟିମ ଏହାର ତ୍ରୁଟିକୁ ନେଇ କହିଛି ଯେ, ହ୍ୟାକର୍ସ…

ଅକ୍ଷୟ ତୃତୀୟା ପରେ ପୁଣି ବଢ଼ିଲା ସୁନା ଦର, ଏବେ ଏତିକି ହୋଇଗଲା ରେଟ୍

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ବୃଦ୍ଧି ହେତୁ ଅକ୍ଷୟ ତୃତୀୟା ପରେ ଦେଶରେ ସୁନା ପୁଣି ମହଙ୍ଗା ହେବାକୁ ଲାଗିଛି । ଦେଶର କେତେକ ସ୍ଥାନରେ ସୁନା ମୂଲ୍ୟରେ ୧୨୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ଅକ୍ଷୟ ତୃତୀୟାରୁ…