Browsing Category

ବାଣିଜ୍ୟ

ବଦଳିଯିବ ସିମ୍ କିଣିବା ଏବଂ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ନିୟମ, ଜାଣନ୍ତୁ ସରକାର କାହିଁକି କଠୋର ପଦକ୍ଷେପ ନେଉଛନ୍ତି ?

ନୁଆଦିଲ୍ଲୀ: ଦେଶରେ ବଢିଚାଲିଥିବା ଅନଲାଇନ୍ ଠକାମୀ ମାମଲାକୁ ରୋକିବା ପାଇଁ ସରକାର କିଛି କଠୋର ନିୟମ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ନୁଆ ସିମ୍ କାର୍ଡ ଜାରୀ କରିବା ଏବଂ ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲିବା ନିୟମକୁ…

ୟୁଜର୍ସ ଙ୍କୁ ଝଟକା ! ଟ୍ୱିଟରରେ Blue Tick ପାଇବା ପାଇଁ ଦେବାକୁ ପଡିବ ଅଧିକ ଟଙ୍କା ,ଜାଣନ୍ତୁ ସମ୍ପୂର୍ଣ ପ୍ଲାନ

ନୂଆଦିଲ୍ଲୀ : ଏଲନ୍ ମସ୍କ ଟ୍ୱିଟର କିଣିବା ପାଇଁ ବହୁ ମୂଲ୍ୟ ଦେଇଛନ୍ତି ଏବଂ ବର୍ତ୍ତମାନ ସୋସିଆଲ ମିଡିଆ ସାଇଟ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ମଧ୍ୟ ଏହି ଡିଲ୍ ପାଇଁ ମୂଲ୍ୟ ଦେବାକୁ ପଡିବ। ମିଡିଆ ରିପୋର୍ଟ…

Cadbury Chocolate ରେ ମିଶୁଛି ଗୋମାଂସ! ବିଜ୍ଞାପନ ଜରିଆରେ ମୋଦିଙ୍କୁ ବଦନାମ କରିବା ନେଇ ଚର୍ଚ୍ଚା

ବିିବାଦ ଘେରରେ ପଡିଲା ପୁଣି ଏକ ଚକଲେଟ୍ କମ୍ପାନୀ । ବହୁ ଲୋକପ୍ରିୟ କ୍ୟାଡବରୀ କମ୍ପାନୀ ଉପରେ ଆସିଲା ସଂଘାତିକ ଅଭିଯୋଗ । ସୋସିଆଲ ମିଡିଆରେ କ୍ୟାଡବରୀ କମ୍ପାନୀ ବିରୁଦ୍ଧରେ ଏବେ ଆରମ୍ଭ ହୋଇଯାଇଛି ବିବାଦ ପ୍ରତିବାଦ ।…

ବଡ ପ୍ଲାନ କରୁଛନ୍ତି ଗୌତମ ଅଦାନୀ: ନୂଆ Businessରେ ଇନଭେଷ୍ଟ କରିବେ ୧୫୦ ଆରବ ଡଲାର

ନୂଆଦିଲ୍ଲୀ: ଏସିଆର ସର୍ବଶ୍ରେଷ୍ଠ ଧନୀ ଗୌତମ ଅଦାନୀଙ୍କୁ ନେଇ ଏବେ ଆଉ ଏକ ବଡ ଖବର ସାମନାକୁ ଆସିଛି । ୫ଜି ରେ ଇନଭେଷ୍ଟ ପରେ ଏବେ ଆଉ ଏକ ବଡ ବ୍ୟବସାୟରେ ପୁଞ୍ଜି ନିବେଶ କରିବାକୁ ଯାଉଛନ୍ତି ଅଦାନୀ । ତେବେ ଏହା ଏକ ବଡ…

ଶସ୍ତା ତେଲ ଦେଇ ଘାଟା ସହିଲା ଇଣ୍ଡିଆନ୍ ଅଏଲ୍‌: ସେପ୍ଟମ୍ବରରେ ତ୍ରୈୟମାସିକରେ ୨୭୨ କୋଟି କ୍ଷତି

ନୁଆଦିଲ୍ଲୀ: ସରକାରୀ ତେଲ ବିତରଣ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍‌ପୋରେସନ୍‌(ଆଇଓସି) ପାଇଁ ସେପ୍ଟମ୍ବରରେ ଶେଷ ହୋଇଥିବା ତ୍ରୈୟମାସିକ କ୍ଷତି ସହିତ ଶେଷ ହୋଇଛି। ଚାଲୁଥିବା ଆର୍ଥିକ ବର୍ଷର ଜୁଲାଇ-ସେପ୍ଟମ୍ବର ତ୍ରୈୟମାସରେ…

Flipkartରୁ Cash On Deliveryରେ ଅର୍ଡର କରୁଥିଲେ ସାବଧାନ୍ ! ଏତିକି ଦେବାକୁ ପଡ଼ିବ ଅତିରିକ୍ତ ଚାର୍ଜ

ନୂଆଦିଲ୍ଲୀ: ଅନଲାଇନ୍ ଜିନିଷ ଅର୍ଡର କରୁଥିବା ଲୋକମାନଙ୍କୁ ଅନେକ ସୁବିଧା ମିଳୁଛି । ଅନଲାଇନ୍ ଜିନିଷ ଅର୍ଡର କରିବା ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କି, ଏଥିରେ ଆପଣଙ୍କୁ ଗୋଟିଏ ଜିନିଷର ଅନେକ…

ପ୍ରାଇଭେଟ ସଂସ୍ଥାରେ ୫-୫ ବର୍ଷ ଚାକିରି କରିଥିଲେ ଲାଗୁହେବ ପେନସନ: ଜାଣନ୍ତୁ କ’ଣ ରହିଛି EPFOର ନିୟମ

ନୂଆଦିଲ୍ଲୀ: ଯଦି ଆପଣ ଘରୋଇ କ୍ଷେତ୍ରରେ ୧୦ ବର୍ଷ ଚାକିରି କରିଥିବେ, ତେବେ ଆପଣ ପେନସନ ପାଇଁ ଯୋଗ୍ୟ ହୋଇଯିବେ । କର୍ମଚାରୀଙ୍କ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ମୁତାବକ, ଯଦି ଜଣେ କର୍ମଚାରୀ ୧୦ ବର୍ଷର ଚାକିରି କରିଥିବେ…

LIC ନିବେଶକଙ୍କ ପାଇଁ ଖୁସି ଖବର:ନିବେଶକଙ୍କୁ ଖୁସି କରେଇବା ପାଇଁ କିଛି ବଡ଼ ଯୋଜନା କରୁଛି LIC

ନୂଆଦିଲ୍ଲୀ:ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଏହାର ଅଂଶୀଦାରମାନଙ୍କୁ ଡିଭିଡେଣ୍ଡ କିମ୍ବା ବୋନସ ସେୟାର ପ୍ରଦାନ କରିବାକୁ ଯୋଜନା କରୁଛି। ବିଭିନ୍ନ ଉତ୍ସଗୁଡିକରୁ ଏହି ବିଷୟରେ ସୂଚନା ମିଳିଛି। ସେ…

ବ୍ୟାଙ୍କ ଗ୍ରାହକଙ୍କ ପାଇଁ RBIର ବଡ଼ ପଦକ୍ଷେପ: ସୂଚନା ଦେଲେ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ଭଲ ଖବର ଆସିଛି । ବ୍ୟାଙ୍କ ଗ୍ରାହକଙ୍କର ଅନେକ ସମସ୍ୟା ରହିଛି । ଗ୍ରାହକଙ୍କର ଅଭିଯୋଗର ମୂଳ କାରଣକୁ ଚିହ୍ନଟ କରି ତାହାକୁ…

Drinik Virus ଆପଣଙ୍କର ସ୍କ୍ରିନ ରେକର୍ଡିଂ ଓ ଡାଟା ଚୋରି କରୁଛି: ଟାର୍ଗେଟରେ SBI ସମେତ ୧୮ଟି ବ୍ୟାଙ୍କ ଗ୍ରାହକ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର ଆସିଛି । ଡ୍ରିନିକ ଭାଇରସ ଦ୍ୱାରା ଗ୍ରାହକଙ୍କୁ ଟାର୍ଗେଟ କରାଯାଇ ସେମାନଙ୍କର ସ୍କ୍ରିନ ରେକର୍ଡିଂ କରାଯାଉଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ସମେତ ୧୮ଟି…