Browsing Category

ବାଣିଜ୍ୟ

ଭାରତରେ ପୁଞ୍ଜିନିବେଶ କରିବ ଟେସ୍‌ଲା, ଯାହାକି କମ୍ପାନୀର ସର୍ବଶ୍ରେଷ୍ଠ ପୁଞ୍ଜୀ ନିବେଶ ହେବ

ନୂଆଦିଲ୍ଲୀ: ସେରମ ଇନଷ୍ଟିଟ୍ୟୁଟ ଅଫ ଇଣ୍ଡିଆ ସିଇଓ ଓଦାର ପୁନାୱାଲା ଟୁଇଟ କରି କହିଛନ୍ତି,ଏଲନ ମସ୍କଙ୍କ ଟେସ୍‌ଲା ଇଲେକ୍‌ଟ୍ରିକ କମ୍ପାନୀ ନିର୍ମଣ ଲାଗି ଭାରତରେ ପୁଞ୍ଜୀ ନିବେଶ କରିବ । ଓଦାର ପୁନାୱାଲା କୁହନ୍ତି ,…

ନିବେଶକଙ୍କ ପାଇଁ ଖୁସି ଖବର: Mutual Fund ନିବେଶରେ ଏଣିକି ମିଳିବ ‘Nominee’ ଅପସନ୍, SEBI ଜାରିକଲା ସର୍କୁଲାର

ନୂଆଦିଲ୍ଲୀ: ନିବେଶକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏଣିକି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ସମୟରେ ଆପଣଙ୍କୁ ନୋମିନି ଆଡ୍ କରିବା ବା ବାହାର କରିବାର ବିକଳ୍ପ ଅପସନ୍ ମିଳିବ । ଭାରତୀୟ ପ୍ରତିଭୂତି ଏବଂ ବିନିମୟ…

5G ସ୍ପେକ୍ଟ୍ରମର ନିଲାମ ପାଇଁ ପ୍ରସ୍ତାବ ଉପରେ ମୋହର ମାରିଲେ ମୋଦୀ କ୍ୟାବିନେଟ୍

ନୂଆଦିଲ୍ଲୀ: ଦୀର୍ଘ ସମୟରୁ ଟେଲିକମ କମ୍ପାନୀ ୫ଜି ସ୍ପେକ୍ଟ୍ରମର ନିଲାମକୁ ଅପେକ୍ଷା କରି ରହିଛନ୍ତି। ଏବେ କେନ୍ଦ୍ରର ମୋଦୀ ସରକାର ୫ଜି ସ୍ପେକ୍ଟ୍ରମର ନିଲାମ ଉପରେ ମୋହର ମାରିଛନ୍ତି। କ୍ୟାବିନେଟ୍ ବୈଠକରେ…

ସିଲିଣ୍ଡର ପରେ ମହଙ୍ଗା ହେଲା ଗ୍ୟାସ୍ କନେକ୍ସନ, ଜାଣନ୍ତୁ କେତେ ଦେବାକୁ ପଡିବ ଦାମ୍

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକ ଜୀବନରୁ ଦମଦାମ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ଉପଭୋକ୍ତା । ତେବେ ଏହି ଧାଡିରେ ଏବେ ସାମିଲ ହୋଇଯାଇଛି ଗ୍ୟାସ୍…

ଆସନ୍ତା ଏକ ବର୍ଷ ମଧ୍ୟରେ ୧,୪୮,୪୬୩ ଲୋକଙ୍କୁ ନିଯୁକ୍ତି ଦେବ ରେଲୱେ: ଜାଣନ୍ତୁ କ’ଣ ରହିଛି ଯୋଜନା

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଖୁସିଖବର । କାରଣ ଆସନ୍ତା ଏକ ବର୍ଷ ଭିତରେ ୧,୪୮,୪୬୩ ଲୋକଙ୍କୁ ନିଯୁକ୍ତି ଦେବ ଭାରତୀୟ ରେଳବାଇ । ଗତ ୮ ବର୍ଷରେ ବାର୍ଷିକ ୪୩,୬୭୮ ଲୋକଙ୍କୁ ଭର୍ତ୍ତି କରାଯାଇଥିଲା…

FD ଜମାରାଶିର ସୁଧହାର ବୃଦ୍ଧି କଲା SBI

ନୁଆଦିଲ୍ଲୀ: ଫିକ୍ସଡ୍ ଡିପୋଜିଟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୁଧହାର ବୃଦ୍ଧି କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ସପ୍ତାହରେ ରେପୋରେଟ୍ ବୃଦ୍ଧି କରିବାରୁ SBI ଏଭଳି ପଦକ୍ଷେପ ନେଇଛି । SBI ୱେବସାଇଟର…

ମୋଦୀ ସରକାରଙ୍କ ଏହି ଯୋଜନା ଆପଣଙ୍କୁ କରିଦେବ କୋଟିପତି: ମାତ୍ର ୧୨୫୦୦ ଟଙ୍କା ଜମା କରିବା ଉପରେ ମିଳିବ ୧ କୋଟି!

ନୂଆଦିଲ୍ଲୀ: ଯଦି ଆପଣ ନିବେଶ କରିବାକୁ କୌଣସି ସରକାରୀ ଯୋଜନା ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବରଟି ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି, ଯେଉଁଥିରେ ଆପଣ ୧ କୋଟି ଟଙ୍କାର ଫଣ୍ଡ ଜମା…

SBI ଗ୍ରାହକଙ୍କ ପାଇଁ ବଡ ଝଟକା, ଋଣ ହେବ ମହଙ୍ଗା, ବଢ଼ିଯିବ ଆପଣଙ୍କ EMI

ମୁମ୍ବାଇ(ଓଡ଼ିଶା ଭାସ୍କର): ଭାରତର ସବୁଠୁ ବଡ଼ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍(ଏସ୍‌ବିଆଇ) ତାର ଗ୍ରାହକମାନଙ୍କୁ ଦେଇଛି ବଡ଼ ଝଟକା। ଏସ୍‌ବିଆଇ ମାର୍ଜିନାଲ ମୂଲ୍ୟର ଫଣ୍ଡ ଆଧାରିତ ଋଣହାର(ଏମସିଏଲଆର) ସୁଧହାରରେ ୨୦…

e-Shram Card ଧାରକଙ୍କ ପାଇଁ ଖୁସି ଖବର, ଏହି ଦିନ କେନ୍ଦ୍ର ସରକାର ଜାରି କରିବେ ଦ୍ୱିତୀୟ କିସ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ଗରିବ ଓ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି । ଦେଶରେ ବର୍ତ୍ତମାନ ଶିକ୍ଷା, ସ୍ୱାସ୍ଥ୍ୟ, ରାଶନ, ଆବାସ ପରି ଅନେକ ଯୋଜନା ଜାରି ରହିଛି ।…

୧୮ରୁ ୪୦ ବର୍ଷର ଲୋକଙ୍କ ପାଇଁ ଶାନଦାର ପେନସନ୍ ସ୍କିମ: ୨୧୦ ଟଙ୍କା ନିବେଶ କଲେ ପ୍ରତ୍ୟେକ ମାସରେ ପାଇବେ ୫ ହଜାର

ନୂଆଦିଲ୍ଲୀ: ଜନସାଧାରଣଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ସମୟରେ ନୂଆ ନୂଆ ଯୋଜନା ମାନ ପ୍ରଣୟନ କରିଥାନ୍ତି । ଅଧିକାଂଶ ଲୋକ ସରକାରଙ୍କର ଅନେକ ଲୋଭନୀୟ ଯୋଜନା ବିଷୟରେ ଅଜ୍ଞାତ ଥାଆନ୍ତି । ଏଭଳି ଏକ ଯୋଜନାରେ ଆପଣ ୬୦…