Browsing Category

ବାଣିଜ୍ୟ

ଗଧ ଦେଶ ପାକିସ୍ତାନ, ଅର୍ଥନୀତିରେ ଗ୍ରହଣ କରିଛି ପ୍ରମୁଖ ଭୂମିକା

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷରେ ଜାରି କରାଯାଇଥିବା ପାକିସ୍ତାନର ଆର୍ଥିକ ସର୍ଭେରେ ଦର୍ଶାଯାଇଛି କି ପାକିସ୍ତାନରେ ଗଧଙ୍କ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ହୋଇଛି । ପାକିସ୍ତାନ ଅର୍ଥନୀତିରେ ଗଧ ପ୍ରମୁଖ ଭୂମିକା…

ଏବେ ଆକାଉଣ୍ଟରୁ ଟଙ୍କା କଟିଲେ ଆଉ ଆସିବନି ମେସେଜ, ଜାଣନ୍ତୁ କାହିଁକି…

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତରେ ବହୁଳ ମାତ୍ରାରେ ଲୋକେ ଫୋନ୍ ପେ, ଗୁଗୁଲ ପେ ଏବଂ ପେଟିଏମ୍ ଭଳି ଅନଲାଇନ୍ ପେମେଣ୍ଟ ଆପ୍ ବ୍ୟବହାର କରନ୍ତି। ଆପଣ ଏହା ଲକ୍ଷ୍ୟ କରିଥିବେ ଯେ, କୌଣସି ବି କାରବାର କରିବା ପରେ…

୫୦୦ ଟଙ୍କାରୁ କମରେ Jioର ଦମଦାର ପ୍ଲାନ: ମିିଳିବ ୮୪ ଜିବି ଡାଟା ସହ ଅଧିକ ଅଫର

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ଜିଓ ଏହାର ୟୁଜର୍ସଙ୍କୁ ସବୁବେଳେ ଶସ୍ତା ଏବଂ ଆକର୍ଷଣୀୟ ପ୍ଲାନ ଦେଇଥାଏ । ଆଜି ଆମେ ଜିଓର ଏହିଭଳି ଏକ ପ୍ରିପେଡ ପ୍ଲାନ ବିଷୟରେ କହୁଛୁ ଯାହା ୫୦୦ ଟଙ୍କାରୁ କମରେ ବଢ଼ିଆ ବେନିଫିଟ୍ ଦେଉଛି…

ବଡ଼ ଖବର: ପେନସନକୁ ନେଇ ଆସିଲା ସରକାରଙ୍କ ନୂଆ ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଜରୁରୀ ଖବର । ସରକାର ଫ୍ୟାମିଲି ପେନସନକୁ ନେଇ ନୂଆ ନିୟମ ଜାରି କରିଛନ୍ତି । ଜାରି କରାଯାଇଥିବା ନୂଆ ନିୟମ ଅନୂଯାୟୀ, ମୃତ୍ୟୁ ହୋଇଥିବା ସରକାରୀ କର୍ମଚାରୀଙ୍କ ପିଲା…

ମୁକେଶ ଅମ୍ବାନୀଙ୍କ ବଡ଼ ଡିଲ୍: ଏହି କମ୍ପାନୀକୁ ନିଜ ନାଁରେ କରିପାରେ ରିଲାଏନ୍ସ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ ଅନେକ ସମୟରୁ ବ୍ରିଟେନରେ ଏକ ବଡ଼ ଡିଲ୍ କରିବାକୁ ପ୍ରୟାସ କରୁଥିଲେ । ଏବେ ସେ ଏହି ଏହି ଡିଲ୍ ର ଅଧିକ ନିକଟତର ହୋଇଛନ୍ତି । ଯାହା ବିଦେଶରେ ରିଲାଏନ୍ସର ଏପର୍ଯ୍ୟନ୍ତର…

ଜୁଲାଇ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଶ୍ରମ ନିୟମ: ବଦଳିଯିବ ଆପଣଙ୍କର କାର୍ଯ୍ୟ ସମୟ, ପିଏଫ, ବେତନ ଓ ଗ୍ରାଚ୍ୟୁଇଟି ସବୁକିଛି, ଜାଣନ୍ତୁ…

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ପହିଲାରୁ କେନ୍ଦ୍ର ସରକାର ନୂଆ ଶ୍ରମ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଯଦି ଏହି ନିୟମ କାର୍ଯ୍ୟକାରୀ ହୁଏ, ତେବେ ଦେଶର ଶିଳ୍ପକ୍ଷେତ୍ରରେ ଅନେକ ବିରାଟ ଧରଣର ପରିବର୍ତ୍ତନ ଦେଖାଯିବ ।…

ଟ୍ରାକ୍ଟର କିଣିବା ଉପରେ 50% ସବସିଡି ଦେବେ ସରକାର, ଜାଣନ୍ତୁ କିପରି ଉଠାଇବେ ଏହି ଯୋଜନାର ଫାଇଦା

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଚାଷୀଙ୍କ ଆୟ ବୃଦ୍ଧି ତଥା ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବା ପାଇଁ ମୋଦୀ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ପିଏମ କିସାନ ଯୋଜନା ଅଧୀନରେ ବାର୍ଷିକ ୬୦୦୦ ଟଙ୍କା…

ଅଧା ହୋଇଗଲା ଲୁହା ରଡର ମୂଲ୍ୟ: ସିମେଣ୍ଟ-ବାଲି ବି ଶସ୍ତା, ଜାଣନ୍ତୁ ରେଟ୍

ନୂଆଦିଲ୍ଲୀ: ସାମଗ୍ରୀର ଦରଦାମ୍ ବୃଦ୍ଧି ଓ ଲୋନ୍ ଉପରେ ସୁଧ ଦ୍ୱିଗୁଣିତ ହେବାରୁ ଲୋକମାନେ ଚିନ୍ତାରେ ଅଛନ୍ତି । କିନ୍ତୁ ଏହାରି ମଧ୍ୟରେ ଲୋକମାନଙ୍କ ପାଇଁ ରହିଛି ଏକ ଆରାମଦାୟକ ଖବର, ଯାହାଦ୍ୱାରା ଘର ତିଆରି କରିବାର…

ଥାଇଲ୍ୟାଣ୍ଡରେ ଗଞ୍ଜେଇ ଚାଷକୁ ମିଳିଲା ଆଇନଗତ ମାନ୍ୟତା, ଚାଷୀଙ୍କୁ ୧୦ ଲକ୍ଷ ମଞ୍ଜି ବାଣ୍ଟିଲେ ସରକାର

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ଗଞ୍ଜେଇ ଚାଷ କରିବା ଆଉ ବେଆଇନ୍‌ ନୁହେଁ । ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା । ଏଣିକି ଗଞ୍ଜେଇ ଉତ୍ପାଦନ କରିବା ,ଏହାକୁ ରଖିବା ଓ…

ତିନି ଗୁଣା ବୃଦ୍ଧି ହେବ EPFO ଗ୍ରାହକଙ୍କ ପେନସନ ରାଶି! ଖୁବଶୀଘ୍ର ମିଳିବ ଏକ ଶାନଦାର ଉପହାର

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ତା’ର ଗ୍ରାହକଙ୍କ ପାଇଁ ଏକ ସୁଖବର ଆସିଛି । ଇପିଏଫଓ ପକ୍ଷରୁ ଗ୍ରାହକଙ୍କୁ ଖୁବଶୀଘ୍ର ମିଳିପାରେ ଏକ ଶାନଦାର ଉପହାର । ଗ୍ରାହକଙ୍କ ସର୍ବନିମ୍ନ ପେନସନ…