Browsing Category

ବାଣିଜ୍ୟ

ଚୋରି ହୋଇଛି କି ଆପଣଙ୍କ ପାନ୍ କାର୍ଡ: ଆପଣାନ୍ତୁ ଏହି ସବୁ ପ୍ରସେସ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାନ୍ କାର୍ଡ, ଆଧାର କାର୍ଡ ଇତ୍ୟାଦି ଜରୁରୀ ଦସ୍ତାବିଜ୍ ପାଲଟିଯାଇଛି । ତେଣୁ ଏସବୁକୁ ସୁରକ୍ଷିତ ରଖିବା ନିହାତି ଆବଶ୍ୟକ । ପାନ୍ କାର୍ଡ ନଥିଲେ ଆର୍ଥିକ ନେଣ ଦେଣରେ ବି ଅନେକ ସମସ୍ୟା…

ଆପଣ Education Loan ନେବାକୁ ଚାହୁଁଛନ୍ତି କି, ଦେଖନ୍ତୁ କେଉଁ ବ୍ୟାଙ୍କର ସୁଧ ହାର ଓ EMI କେତେ ରହିଛି

ନୂଆଦିଲ୍ଲୀ: ଅନେକ ସମୟରେ ମେଧାବୀ ଛାତ୍ରଛାତ୍ରୀମାନେ ଉପଯୁକ୍ତ ସମ୍ବଳ ଅଭାବରୁ ସେମାନଙ୍କର ସ୍ୱପ୍ନ ପୂରଣ କରିପାରିନଥାନ୍ତି । ବିଦେଶରେ ଉଚ୍ଚଶିକ୍ଷା ହେଉ ବା ଦେଶର ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ଆଡମିଶନ କରିବା ହେଉ,…

କୋଇଲା ସଙ୍କଟ ଭୟଙ୍କର: ତାତିରେ ହ୍ରାସ ପାଉଛି ବିଦ୍ୟୁତ ଉତ୍ପାଦନ, ୧୨ ରାଜ୍ୟରେ ବ୍ଲାକ୍‌ଆଉଟ୍‌ ସମ୍ଭାବନା

ନୂଆଦିଲ୍ଲୀ : ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଜୁଳି ଚାହିଦା ବଢ଼ିବାରେ ଲାଗିଛି । ବିଜୁଳି ଚାହିଦା ବଢୁଥିବାବେଳେ ଶକ୍ତି ଉତ୍ପାଦନ ପାଇଁ କୋଇଲାର ଘୋର ସଙ୍କଟ ଦେଖିବାକୁ ମିଳିଛି । ଗତ କିଛିଦିନ ହେବ…

କରୋନାର ଚତୁର୍ଥ ଲହର ଭାରତର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ ନାହିଁ: ନୋମୁରା

ନୂଆଦିଲ୍ଲୀ: ଭାରତର କେତେକ ରାଜ୍ୟରେ କରୋନା ମାମଲା ସାମାନ୍ୟ ବୃଦ୍ଧି ପାଇଛି । ଏହା ଦେଶରେ ଚତୁର୍ଥ ଲହରର ଆଶଙ୍କାକୁ ବଳ ଦେଇଛି । ଏଭଳି ସମୟରେ ଜାପାନର ବ୍ରୋକରେଜ କମ୍ପାନୀ ନୋମୁରା ଶୁକ୍ରବାର କହିଛି ଯେ ଏହା ଭାରତର…

ସେୟାର ମାର୍କେଟରେ ପ୍ରବେଶ କରିବ Jio, LICଠାରୁ ବଡ଼ IPO ଲଞ୍ଚ କରିବେ ମୁକେଶ ଅମ୍ବାନୀ

ମୁମ୍ବାଇ: ସେୟାର ମାର୍କେଟରେ ନିବେଶ କରି ଟଙ୍କା ଆୟ କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍(ଆରଆଇଏଲ) ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ ଜିଓ ଆଇପିଓ ଲଞ୍ଚ କରିବାକୁ ଯାଉଛି।…

ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ୨୦୨୬ ସୁଦ୍ଧା ୮୦ ବିଲିୟନ ଡଲାର ଅତିକ୍ରମ କରିବ: ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକଣ୍ଡକ୍ଟର କ୍ଷେତ୍ରରେ ନିବେଶ କରିବା ଲାଗୁି କମ୍ପାନୀ ମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଏଥି ପାଇଁ ଭାରତ ସରକାର ମଧ୍ୟ ସମର୍ଥନ ପ୍ରଦାନ କରିବେ ବୋଲି ସେ କହିଛନ୍ତି ।…

ନିଆଁରେ ଜଳିଗଲାଣି ଦୁଇ ଡଜନ ଇଲେକ୍ଟ୍ରିକ୍ ଯାନ, ନୂଆ ଦୁଇଚକିଆ ଯାନ ଲଞ୍ଚ ନେଇ ରୋକ୍ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ ବଜାରକୁ ଆସିବା ପରେ ଲୋକଙ୍କ ମନରେ ନୂଆ ଉନ୍ମାଦନା ସୃଷ୍ଟି ହୋଇଥିଲା । ପେଟ୍ରୋଲ ଦର ବୃଦ୍ଧିରୁ ଏହି ଯାନ ନିସ୍ତାର ଦେବ ବୋଲି ସରକାର ବିଚାର କରୁଥିଲେ । ତେବେ କିଛିଦିନ ଧରି ଏକାଧିକ…

ପୁଣି ମହଙ୍ଗା ହେଲା ସିଏନଜି: ଏହି ସହରରେ ୨୪ ଦିନରେ ୪ଥର ବଢ଼ିଲା ରେଟ୍, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଗତ କିଛିଦିନ ହେବ ସ୍ଥିର ଥିବା ବେଳେ ସିଏନଜି ରେଟ୍ ଲଗାତାର ବଢ଼ିବାରେ ଲାଗିଛି । ଫଳରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ବୋଝ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ରର ପୁଣେ ସହରରେ ସିଏନଜି…

ଏକ୍ସପ୍ରେସ୍‌ କାର୍‌ ଲୋନ୍‌: ମାତ୍ର ୩୦ ମିନିଟ୍‌ରେ ଏଚ୍‌ଡିଏଫ୍‌ସି ଯେଗାଇବ କାର୍‌

ମୁମ୍ବାଇ : ପ୍ରାଇଭେଟ୍‌ ସେକ୍ଟରର ସବୁଠୁ ବଡ଼ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଗ୍ରାହକଙ୍କୁ କାର୍‌ ଲୋନ୍‌ ଦେବା ପାଇଁ ଏକ ନୂଆ ସର୍ଭିସ୍‌ ଲଞ୍ଚ କରିଛି । ଏହି ସର୍ଭିସ୍‌ ଅନୁଯାୟୀ ଗ୍ରାହକଙ୍କୁ ଏବେ କାର୍‌ ନେବା ଅତି ସହଜ…

ସଫଳ ହେଉଛି ସରକାରଙ୍କ ମେଡ ଇନ୍ ଇଣ୍ଡିଆ ଯୋଜନା, ଚଳିତ ବର୍ଷ ଭାରତରେ ଉତ୍ପାଦନ ହେବ ୭୦ ଲକ୍ଷ ଆଇଫୋନ୍

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଆପଲ୍ ର ଚୁକ୍ତିଭିତ୍ତିକ ଉତ୍ପାଦନକାରୀମାନେ ଭାରତରେ ୪୭,୦୦୦ କୋଟି ମୂଲ୍ୟର ଆଇଫୋନ୍ ତିଆରି କରିବେ ବୋଲି ଆଶା ଫକ୍ସକନ୍ ଏବଂ ୱିଷ୍ଟ୍ରନ୍ ଦ୍ୱାରା ଆର୍ଥିକ ବର୍ଷ୨୦୨୧-୨୨ ରେ ଦେଶରେ…