fbpx
Browsing Category

ବାଣିଜ୍ୟ

ମନ୍ଥର ବେଗରେ ଖୋଲିଲା ସେୟାର ମାକେର୍ଟ; ସେନସେକ୍ସ ୨୫୮ ପଏଣ୍ଟ ତଳକୁ ଖସି ୪୭,୮୨୨ ରେ ଖୋଲିଲା ସେୟାର ବଜାର

ନୂଆ ଦିଲ୍ଲୀ, ୨୩/୦୪: ସପ୍ତାହର ଶେଷ କାର୍ଯ୍ୟ ଦିବସରେ ସେୟାର ମାର୍କେଟ ନିମ୍ନଗାମୀ ରହିଛି । ସୂଚକାଙ୍କ ନାଲି ସଂଙ୍କେତ ତଳେ ରହିଛି । ବିଏସଇର ସେନସେକ୍ସ ୨୫୮ ପଏଣ୍ଟ ତଳକୁ ଖସି ୪୭,୮୨୨ରେ ଖୋଲିଛି । ସେହିଭଳି ନିଫ୍ଟି…

ଏଣିକି ଦୈନିକ ୪ ଘଣ୍ଟା ପାଇଁ ଖୋଲା ରହିବ ବ୍ୟାଙ୍କ, ଅଧା କର୍ମଚାରୀରେ ଚାଲିବ ଅଫିସ କାର୍ଯ୍ୟ

ନୂଆଦିଲ୍ଲୀ, ୨୩ା୪: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ବ୍ୟାଙ୍କଗୁଡ଼ିକର ସମୟସୀମା ହ୍ରାସ କରିବାକୁ ପଦକ୍ଷେପ ନେଇଛି ।…

ଫେସବୁକ, ହ୍ୱାଟ୍ସଆପର ଯାଚିକା ଦିଲ୍ଲୀ ହାଇକୋର୍ଟରେ ଖାରଜ

ନୂଆ ଦିଲ୍ଲୀ,୨୨/୦୪: ସିସିଆଇର ଫଇସଲାକୁ ଆହ୍ୱାନ କରି ହ୍ୱାଟ୍ସଆପ ଏବଂ ଫେସବୁକ କରିଥିବା ଯାଚିକାକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ  । କୋର୍ଟ ନିଜ ଆଦେଶରେ କହିଛନ୍ତି ଏହି ଯାଚିକାର କୌଣସି ମେରିଟ ନାହିଁ । ଏପ୍ରିଲ…

ଭାରତରେ ଇଲେକ୍ଟ୍ରିକ ଗାଡି ନିର୍ମାଣ ପାଇଁ ତାଇୱାନର ଗୋଗୋରୋ କଂପାନୀ ସହ ହାତ ମିଳାଇଲା ହିରୋ

ଭାରତରେ ଇଲେକ୍ଟ୍ରିକ ବାହନ ନିର୍ମାଣ ପାଇଁ ତାଇୱାନ ଗୋଗୋରୋ କଂପାନୀ ସହ ଚୁକ୍ତି ସ୍ୱାକ୍ଷର କରିଛି ହିରୋ । ଚୁକ୍ତି ଅନୁଯାୟୀ ଏହି ଦୁଇ କଂପାନୀ ମିଳିତ ଭାବରେ ଭାରତରେ ଗୋଗୋରୋର ବ୍ୟାଟେରୀ ସ୍ୱାପିଙ୍ଗ ବା ଚାର୍ଜିଂ…

ଭାରତରେ ଲଞ୍ଚ ହେଲା Bajaj Pulsar NS 125

ନୂଆ ଦିଲ୍ଲୀ,୨୧/୪ (ଓଡିଶା ଭାସ୍କର): ଦେଶର ପ୍ରସିଦ୍ଧ ଟୁ ହ୍ୱିଲର ନିର୍ମାତା କଂପାନୀ ବଜାଜ ଭାରତରେ ଏହାର ନୂତନ Bajaj Pulsar NS 125କୁ ଲଞ୍ଚ କରିଛି । କଂପାନୀ  NS ରେଞ୍ଜ କୁ ଯୁବ ବର୍ଗଙ୍କୁ ଧ୍ୟାନରେ ରଖି ତିଆରି…

ଦୈନିକ ୧୩୧ ଟଙ୍କା ଜମା କରି ଆପଣ ହୋଇପାରିବେ ଲକ୍ଷପତି, ଜାଣନ୍ତୁ କିପରି

ଯଦି ଆପଣ ନିଜ କନ୍ୟାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନିବେଶ କରିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ଯୋଜନାରେ ଆପଣ ଦିନକୁ ମାତ୍ର ୧୩୧ ଟଙ୍କା ଜମାରଖି ଲକ୍ଷପତି ହୋଇପାରିବେ ।…

ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ, ସାବଧାନ ରହିବାକୁ ଗ୍ରାହକଙ୍କୁ ଚେତାବନୀ ଦେଲା ଏସବିଆଇ

ନୂଆଦିଲ୍ଲୀ, ୨୧ା୪: ଯଦି ଆପଣଙ୍କର ଆକାଉଣ୍ଟ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅଛି, ତେବେ ସାବଧାନ ହୋଇଯାଆନ୍ତୁ । ଆଜିକାଲି ଅନଲାଇନରେ ଠକାମି ବଢ଼ୁଥିବାରୁ ବ୍ୟାଙ୍କ ତରଫରୁ ଗ୍ରାହକମାନଙ୍କୁ ଏନେଇ ସତର୍କ କରାଇ…

ସେୟାର ବଜାରରେ ଆଶ୍ୱସ୍ତି, ୫୨୪ ପଏଣ୍ଟ ସହିତ ଖୋଲିଲା ସେୟାର ମାର୍କେଟ

ନୂଆ ଦିଲ୍ଲୀ, ୨୦/୪: ଦେଶରେ କରୋନା ସଂକ୍ରମଣର ରେକର୍ଡ ସଂଖ୍ୟକ ମାମଲା ସାମ୍ନାକୁ ଆସୁଥିବାବେଳେ, ଏହାର ପ୍ରଭାବ ସେୟାର ବଜାର ଉପରେ ଦେଖିବାକୁ ମିଳୁଛି । ସୋମବାର ସେୟାର ବଜାରରେ ବଡ ଧରଣର କ୍ଷତି ଦେଖିବାକୁ ମିଳିଥିଲା …

ମାତ୍ର ୯ ଟଙ୍କାରେ କରନ୍ତୁ ଗ୍ୟାସ୍ ସିଲିଣ୍ଡର ବୁକ୍ ! ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ରହିଛି ଅଫର୍‌, ଜାଣନ୍ତୁ କିପରି କରିବେ ବୁକିଂ?

ନୂଆଦିଲ୍ଲୀ,୨୦ ।୪: ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଲଗାତାର ବଢିବାରେ ଲାଗିଛି । କରୋନା କାଳରେ ଏଲପିଜି ଗ୍ୟାସ ଦାମ୍ ବଢୁଥିବାରୁ ଚିନ୍ତାରେ ରହିଛନ୍ତି ସାଧାରଣ ଲୋକେ । ଏଭଳି ପରିସ୍ଥିତିରେ ଆପଣଙ୍କୁ ମାତ୍ର ୯…

ହ୍ୱାଟ୍ସଆପରେ ଏହି ମେସେଜ୍ ଆସୁଥିଲେ ସାବଧାନ୍‌! କ୍ଲିକ୍ କରିବା ମାତ୍ରେ ମୋବାଇଲ୍ ହ୍ୟାକ୍‌

ନୂଆଦିଲ୍ଲୀ,୧୯ ।୪: ଆଜିକାଲି ଏକ ହ୍ୱାଟ୍ସଆପ୍ ମେସେଜ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହ୍ୱାଟ୍ସଆପକୁ ପିଙ୍କ୍ ବା ଗୋଲାପୀ ରଙ୍ଗରେ ପରିବର୍ତ୍ତନ କରିବାକୁ ଦାବି ହେଉଛି । ଏହି ମେସେଜରେ ଏକ ଲିଙ୍କ୍ ମଧ୍ୟ…