Browsing Category
ବାଣିଜ୍ୟ
ଜବରଦସ୍ତ ଫିଚର୍ସ ସହ ଲଞ୍ଚ ହେଲା ମୋଟାରୋଲାର ଏହି ନୂଆ ସ୍ମାର୍ଟଫୋନ, କମ ଦାମରେ ମିଳୁଛି ବଢ଼ିଆ ଫିଚର
ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ମୋଟୋରୋଲା ସୋମବାର ଏହାର ନୂଆ ସ୍ମାର୍ଟଫୋନ ମୋଟୋ ଜି ୩୧ ଲଞ୍ଚ କରିଛି । ଏହି ଫୋନ ଲଞ୍ଚ ହେବା ପରେ ଏହାର ଫିଚର୍ସ ଏବଂ ଦାମ୍ ଯୋଗୁଁ ଚର୍ଚ୍ଚାର ବିଷୟ ପାଲଟିଛି । ଏହି…
ଆସନ୍ତା ୧ ତାରିଖରୁ ବଦଳିଯିବ Aadhaar, UAN, Credit Card, Bank, LPG ନିୟମ: ଜାଣନ୍ତୁ କ’ଣ ରହିବ ଏହାର ପ୍ରଭାବ
ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଡିସେମ୍ବର ମାସ ଆରମ୍ଭ ହେବ । ତେବେ ଆସନ୍ତ ମାସ ପହିଲାରୁ ଅନେକ ଗୁଡ଼ିଏ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ସାଧାରଣ ଜନତାଙ୍କ ପାଇଁ ଏହି ବିଷୟରେ ଜାଣିବା ନିହାତି ଜରୁରୀ । କାରଣ ଏହା…
ଭାରତରେ ମହଙ୍ଗା ହେବ କାର୍: ଚତୁର୍ଥ ଥର ପାଇଁ ବଢିବ ମୂଲ୍ୟ
ନୂଆଦିଲ୍ଲୀ: କାର ତିଆରି କରିବାରେ ବ୍ୟବହୃତ ହେଉଥିବା କଞ୍ଚାମାଲ୍ ଦାମ୍ ନିୟମିତ ଭାବେ ବୃଦ୍ଧି ପାଉଥିବାରୁ ପୁଣି ଥରେ କାର୍ ମୂଲ୍ୟ ବଢ଼ାଇବା ଉପରେ କଂପାନିଗୁଡ଼ିକ ବିଚାର କରୁଛନ୍ତି । ଚଳିତ ବର୍ଷ ତିନି ଥର କାର୍ ଦାମ୍…
ବଢ଼ିଲା jio ରିଚାର୍ଜ ପ୍ଲାନ, ୧ ଡିସେମ୍ବରରୁ ହେବ ଲାଗୁ; ଦେଖନ୍ତୁ ନୂଆ ଲିଷ୍ଟ
ନୂଆଦିଲ୍ଲୀ: ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ସେମାନଙ୍କର ରିଚାର୍ଜ ପ୍ଲାନ ବଢ଼ାଇ ଗ୍ରାହକଙ୍କୁ ଝଟକା ଦେଇଥିବାବେଳେ ଏବେ ରିଲାଏନ୍ସ ଜିଓ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଛି । ରିଲାଏନ୍ସ ଜିଓ ଏହାର ପ୍ଲାନରେ ବୃଦ୍ଧି…
LICର ଏହି ପଲିସି ବହୁତ ଲାଭଦାୟକ, ବିନା ପ୍ରିମିୟମରେ ମିଳିବ ୧୦ ଲକ୍ଷ ପର୍ଯ୍ୟନ୍ତ କଭର ଏବଂ ପ୍ରତି ବର୍ଷ ବୋନସ
ନୂଆଦିଲ୍ଲୀ: ଜୀବନର କୌଣସି ଭରସା ନାହିଁ, ଆଜି ଜୀବନ ଅଛି ତ’ କାଲିକୁ ନାହିଁ । ଏମିତିରେ ପରିବାର ବିଷୟରେ ଭାବିବା ସମସ୍ତଙ୍କର ବଡ଼ ଦାୟିତ୍ୱ ପାଲଟିଯାଏ । ପରିବାରର ମୁଖିଆଙ୍କ ମୃତ୍ୟୁ ପରେ ପିଲାମାନେ କିପରି ଅସୁବିଧାର…
ଖୋଲିଲା ବୃଦ୍ଧଙ୍କ ଭାଗ୍ୟ; ଏଣିକି ପ୍ରତି ମାସରେ ୩ ହଜାର ଟଙ୍କା ଆକାଉଣ୍ଟକୁ ପଠାଇବେ ସରକାର, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ବୃଦ୍ଧ ବୃଦ୍ଧାଙ୍କ ପାଇଁ କେନ୍ଦ୍ର ସରକାର ଏପରି କିଛି ଯୋଜନା ଆଣୁଛନ୍ତି, ଯାହା ଫଳରେ ତାଙ୍କର ଖର୍ଚ୍ଚ ପାଇଁ କୌଣସି ଅସୁବିଧା ହେବ ନାହିଁ । ଯଦି ଆପଣଙ୍କ ନାଁ ପିଏମ କିଷାନ ସମ୍ନାନ ନିଧିରେ ରହିଛି, ତେବେ…
ନଭେମ୍ବର ୩୦ ସୁଦ୍ଧା ଶେଷ କରନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ଆପଣଙ୍କ PF ଆକାଉଣ୍ଟ୍!
ନୂଆଦିଲ୍ଲୀ: ଇପିଏଫଓ ପକ୍ଷରୁ ୟୁଏଏନ୍ ଓ ଆଧାରକୁ ଲିଙ୍କ୍ କରିବା ବାଧ୍ୟତାମୁଳକ କରିଦିଆଯାଇଛି । ଏହାର ସମୟ ସୀମା ନଭେମ୍ବର ୩୦ ରେ ଶେଷ ହୋଇଯିବ । ଏହା ପୂର୍ବରୁ ଯେଉଁ ମାନେ ୟୁଏଏନ୍-ଆଧାର ଲିଙ୍କ୍ କରିପାରିନାହାନ୍ତି…
ପୋଷ୍ଟ ଅଫିସର ଏହି ଯୋଜନାରେ ମିଳୁଛି ସବୁଠାରୁ ଅଧିକ ସୁଧ, ଛୁଆର ଭବିଷ୍ୟତକୁ କରିପାରିବେ ସୁରକ୍ଷିତ
ନୂଆଦିଲ୍ଲୀ: ଯଦି ଆପଣ ଆଗାମୀ ଦିନରେ ନିବେଶ କରିବାକୁ ଚାହୁଁଛ, ତେବେ ଆପଣ ପୋଷ୍ଟ ଅଫିସର ଛୋଟ ସେଭିଂ ଯୋଜନାରେ ନିବେଶ କରିପାରିବେ । ଏହି ଯୋଜନାରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବ ସହିତ ନିବେଶର ଟଙ୍କା ମଧ୍ୟ ସୁରକ୍ଷିତ…
ଡିସେମ୍ବର ମାସରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା, ଜାଣନ୍ତୁ କେଉଁ କେଉଁ ଦିନ ଛୁଟି
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିସେମ୍ବର ମାସର ଛୁଟିଦିନର ତାଲିକା ପ୍ରକାଶ କରିଛନ୍ତି । ଏହି ତାଲିକା ଅନୁସାରେ ଡିସେମ୍ବର ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ ବିଭିନ୍ନ ବ୍ୟାଙ୍କର ଗ୍ରାହକ ମାନେ ଏହା…
ଆପଣ Debit Cardରେ ପାଇପାରିବେ ୧୦ ଲକ୍ଷର ବେନିଫିଟ୍, ଅନଲାଇନ୍ ଶପିଂ ପ୍ରଡକ୍ଟ ଚୋରି ହେଲେ ବି ରିଟର୍ଣ୍ଣ ପାଇବେ
ନୂଆଦିଲ୍ଲୀ: ଆପଣ ବ୍ୟବହାର କରୁଥିବା ଡେବିଟ୍ କାର୍ଡରେ ମାଗଣାର ଇନସ୍ୟୁରାନ୍ସ ମିଳିଥାଏ । ବିଭିନ୍ନ ପ୍ରକାର କାର୍ଡ ଉପରେ ୧୦ ଲକ୍ଷ ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ଇନସ୍ୟୁରାନ୍ସ ମିଳୁଥିବା କିଛି ଲୋକ ଜାଣି ନଥାନ୍ତି । ଏହି…