Browsing Category
ଶିକ୍ଷା
‘ନାଇଟ୍ ସିଫ୍ଟରେ କାମ କରିବାକୁ ମହିଳାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ’…ମୋହନ ସରକାର ଜାରି କଲେ କଡ଼ା ନିୟମ
ଭୁବନେଶ୍ବର: ମହିଳା ସୁରକ୍ଷାକୁ ନେଇ ଗତ କିଛି ମାସ ଧରି ବିରୋଧୀଙ୍କ ଟାର୍ଗେଟରେ ଥିବା ମୋହନ ସରକାର ଏକ କଡ଼ା ନିୟମ ଜାରି କରିଛନ୍ତି । ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ କାମ କରୁଥିବା ମହିଳାମାନଙ୍କ ପାଇଁ ଏକ…
OTET ପ୍ରଶ୍ନପତ୍ର ଲିକ୍ ମାମଲା, ବୋର୍ଡ ଉପସଭାପତି ଗିରଫ
ଭୁବନେଶ୍ୱର: OTET ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ। ଧରା ପଡିଲା ଅସଲ ଦୋଷୀ। ଶେଷରେ ପ୍ରଶ୍ନ ପତ୍ର ଲିକ୍ କରିଥିବା ଲୋକ କ୍ରାଇମବ୍ରାଞ୍ଚ ହାତରେ ପଡିଲା ଧରା। ସେ ଆଉ କେହି ନୁହେଁ ବରଂ ବୋର୍ଡ ଉପସଭାପତି…
ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି, ପଢ଼ାଇବେ 6387 ଅତିଥି ଶିକ୍ଷକ
ଭୁବନେଶ୍ବର: ଅବସରପ୍ରାପ୍ତ 6387 ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଡ ହାଇସ୍କୁଲ ସହ ସଂସ୍କୃତ ଟୋଲ ସ୍କୁଲରେ ମିଳିବ ନିଯୁକ୍ତି । ବିଦ୍ଯାଳୟ ଓ ଗଣଶିକ୍ଷା ବିଭାଗ…
ମୁଣ୍ଡରେ ହେଲମେଟ୍, କାନ୍ଧରେ ସ୍କୁଲ ବ୍ୟାଗ୍…ଏହି କଲେଜରେ ପିଲାଙ୍କ ନୂଆ ରୂପ, ହେଲମେଟ୍ ପିନ୍ଧି ପଢନ୍ତି ପାଠ
ଜୟପୁର: ରାଜସ୍ଥାନର ଝାଲାୱାଡ଼ରେ ସ୍କୁଲ ଦୁର୍ଘଟଣା ପରେ ମଧ୍ୟ ଚେତୁ ନାହାଁନ୍ତି ସରକାର । ସେମିତି ଜରାଜୀର୍ଣ୍ଣ ହୋଇ ପଡ଼ି ରହିଛି ସ୍କୁଲ । ସେହିପରି ରାଜ୍ୟର କୋଟା ଜିଲ୍ଲାରେ ଅବସ୍ଥିତ ଏକ ସରକାରୀ କଲେଜର କୋଠା…
BREAKING: ୩୧ ଅଗଷ୍ଟରେ OTET ପରୀକ୍ଷା, ଦୁଇଟି ସିଟିଂରେ ହେବ ଏକଜାମ୍
ଭୁବନେଶ୍ୱର: ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ ଓଟିଇଟି ପରୀକ୍ଷା। ସ୍ପେଶାଲ୍ ଓଟିଇଟି ନେଇ ବୋର୍ଡ ପକ୍ଷରୁ ସୂଚନା। ଦୁଇଟି ସିଟିଂରେ ହେବ ସ୍ପେଶାଲ୍ ଓଟିଇଟି ପରୀକ୍ଷା।
ସକାଳ ୯ଟାରୁ ୧୧.୩୦ ଯାଏଁ ପେର୍ପ-୧ ଓଟିଇଟି…
Chat GPT ଆରମ୍ଭ କଲା ‘ଷ୍ଟଡି ମୋଡ୍’, 11 ଟି ଭାଷାରେ କରିପାରିବେ ଅଧ୍ୟୟନ, ଭାରତରେ ମାଗଣା…
ନୂଆଦିଲ୍ଲୀ: ଏଥର Chat GPT ରେ ଅଧ୍ୟୟନ କରିପାରିବେ ଛାତ୍ର । Open AI ଆନୁଷ୍ଠାନିକ ଭାବରେ Chat GPT ପାଇଁ ‘ଷ୍ଟଡି ମୋଡ୍’ ଆରମ୍ଭ କରିଛି । ଏବେ ଭାରତୀୟ ବ୍ୟବହାରକାରୀମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ।…
RVNL Recruitment 2025: ରେଳ ବିକାଶ ନିଗମ ଲିମିଟେଡ୍ରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି, ମାସିକ ଦରମା ୨ ଲକ୍ଷରୁ ଅଧିକ
ନୂଆଦିଲ୍ଲୀ: ରେଳ ବିକାଶ ନିଗମ ଲିମିଟେଡ୍ (RVNL), ଭାରତୀୟ ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ନବରତ୍ନ ପିଏସ୍ୟୁ, 2025 ପାଇଁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ମାଧ୍ୟମରେ…
୧୬ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଛି ଇନୋଭେଟିଭ୍ କ୍ଲାସେସ୍
ଭୁବନେଶ୍ୱର: ଏକ ସୁସ୍ଥ ସମାଜର ମେରୁଦଣ୍ଡ ହେଉଛି ଶିକ୍ଷା। କିନ୍ତୁ ସ୍ୱାର୍ଥ ଲୋଭୀ ସମାଜରେ ଶିକ୍ଷା ପ୍ରଦାନକାରୀ ବ୍ୟକ୍ତି ବିଶେଷକୁ ଠିକ୍ ଭାବେ ଚିହ୍ନିବା ଏକ ପ୍ରତିଯୋଗିତାମୂଳକ ଆହ୍ୱାନ।
ଏହି ଆହ୍ୱାନକୁ ସ୍ୱୀକାର…
୧୫ ବର୍ଷ ପୂର୍ବେ ଦେଖିଥିଲେ ଡାକ୍ତରାଣୀ ହେବାର ସ୍ୱପ୍ନ, ଝିଅ ସହ NEET କ୍ଳିଅର କରି ମା’ ରଚିଦେଲେ ଇତିହାସ
ତାମିଲନାଡୁ: ସ୍ୱପ୍ନ ଦେଖିବାର କୌଣସି ବୟସ ନଥାଏ ଏବଂ ମନରେ ଦୃଢ଼ ସଂକଳ୍ପ ଥିଲେ ସମସ୍ତ ସମ୍ଭବ—ଏହା ପ୍ରମାଣ କରି ଦେଖାଇଛନ୍ତି ତାମିଲନାଡୁର ତେନକାସୀ ଜିଲ୍ଲାର ୪୯ ବର୍ଷୀୟ ମାଆ ଅମୁଥାବଲ୍ଲୀ ମଣିବନ୍ନନ ଏବଂ ତାଙ୍କ ଝିଅ…
ଏହି ୪୦ଟି ଚାକିରିକୁ AIରୁ ସବୁଠାରୁ ଅଧିକ ବିପଦ: ମାଇକ୍ରୋସଫ୍ଟର ଅଧ୍ୟୟନରେ ଆଶ୍ଚର୍ଯ୍ୟଜନକ ଖୁଲାସା
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ଏକ ଅଧ୍ୟୟନରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଏହି ଅଧ୍ୟୟନ ଅନୁସାରେ, ଇଣ୍ଟରପ୍ରେଟର ଏବଂ ଟ୍ରାନ୍ସଲେଟର (ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରୁଥିବା ବ୍ୟକ୍ତି), ଇତିହାସକାର,…