CHARIDHAM
Browsing Category

City News

ହବିଷ୍ୟାଳୀଙ୍କ ପାଇଁ ଧାର୍ଯ୍ୟ ହେଲା ପଞ୍ଜୀକରଣ ତାରିଖ; 19ରୁ ଆରମ୍ଭ ଅନଲାଇନ ପଞ୍ଜୀକରଣ, ଏମିତି କରନ୍ତୁ…

ପୁରୀ: ଆସନ୍ତା 19ରୁ ଆରମ୍ଭ ହେବ ହବିଷିଆଳି ପଞ୍ଜୀକରଣ ପକ୍ରିୟା । ଅନଲାଇନ ମାଧ୍ୟମରେ ନାମ ପଞ୍ଜୀକରଣ କରିପାରିବେ ଶ୍ରଦ୍ଧାଳୁ । https/edistrict.odisha.gov.in କୁ ଯାଇ ଶ୍ରଦ୍ଧାଳୁମାନେ ନାମ ପଞ୍ଜୀକରଣ କରିପାରିବେ…

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ

କାଶିପୁର: ଉତ୍କଳ ଆଲୁମିନା,  ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗ୍ରୁପର ଏକ ସହଯୋଗୀ କମ୍ପାନୀ ପକ୍ଷରୁ ଏହାର ସିଏସଆର୍ ଅନ୍ତର୍ଗତ କାଶୀପୁର ବ୍ଲକ ହାଡ଼ିଗୁଡା ପଞ୍ଚାୟତର ଲଛୁଗୁଡ଼ା ଗ୍ରାମରେ ଏକ ଗୋଷ୍ଠୀ…

ବାକ୍ସ ଭିତରେ ୩ୟ ଶ୍ରେଣୀ ଛାତ୍ର, ଅଚେତ ଅବସ୍ଥାରେ ଉଦ୍ଧାର କଲେ ଶିକ୍ଷକ

ବଣାଇ: ବାକ୍ସ ଭିତରୁ ଛାତ୍ର ଉଦ୍ଧାର । ସ୍କୁଲ ହଷ୍ଟେଲରେ ବାକ୍ସ ଭିତରୁ ଅଚେତ ଅବସ୍ଥାରେ ଜଣେ ଛାତ୍ରକୁ ଉଦ୍ଧାର କରାଯାଇଛି । ଗୁରୁଣ୍ଡିଆ ବ୍ଲକର ଜର୍ଦ୍ଦା ହାଇସ୍କୁଲ ହଷ୍ଟେଲରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା।…

ଶ୍ରୀମନ୍ଦିରରେ ରକ୍ତର ଛିଟା; ଉତ୍ତର ଦ୍ଵାର ନିକଟରେ ଛୁରାମାଡ଼, ଦାଦା-ପୁତୁରା ଆହତ

ପୁରୀ: ଆଧ୍ୟାତ୍ମିକ ସହର ପୁରୀ ଶ୍ରୀକ୍ଷେତ୍ରରେ ପୁଣି ହିଂସା । ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଛୁରାମାଡ଼ ହୋଇଛି, ତାହା ପୁଣି ସ୍ପଷ୍ଚ ଦିବାଲୋକରେ । ଏହି ଛୁରାମାଡ଼ରେ ଦାଦା ଓ ପୁତୁରା ଆହତ ହୋଇଛନ୍ତି। ଆହତ…

ବର୍ଷାରେ ଲାଗିବନି ବ୍ରେକ୍; ବଙ୍ଗୋପସାଗରରେ ପୁଣି ସଷ୍ଟି ହେଲା ଲଘୁଚାପ, ଓଡ଼ିଶାରେ ପ୍ରବଳ କାଚିବ, ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ବଙ୍ଗୋପସାଗରେ ସଷ୍ଟି ହେଲା ପୁଣି ଆଉ ଏକ ଲଘୁଚାପ । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହୋଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଯାହା ଫଳରେ ଓଡ଼ିଶାର ବିଭିନ୍ନ…

ବଦଳିଲା ବାଲିଯାତ୍ରା ନାଁ: ଏଥର ବାଲିଯାତ୍ରା ନାଁ ହେବ “ଐତିହାସିକ ବାଲିଯାତ୍ରା କଟକ ୨୦୨୫”

କଟକ: ଏଥର ବାଲି ଯାତ୍ରା ନାଁ ହେବ “ଐତିହାସିକ ବାଲି ଯାତ୍ରା କଟକ 2025” । ଆଗରୁ କେବଳ ଐତିହାସିକ ବାଲି ଯାତ୍ରା ଲେଖାଯାଉଥିଲା । ଚଳିତ ବର୍ଷ ନଭେମ୍ବର 5ରୁ 12 ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ । କିନ୍ତୁ…

ବିଜେଡିର କଠୋର ପଦକ୍ଷେପ, ଦଳ ବିରୋଧୀ କାମ ପାଇଁ ନିଲମ୍ବିତ ହେଲେ ପ୍ରଫୁଲ ମଲ୍ଲିକ

ଭୁବନେଶ୍ବର: ବିଜେଡିରୁ ନିଲମ୍ବିତ ହେଲେ ପ୍ରଫୁଲ୍ଲ ମଲ୍ଲିକ । ଦଳ ବିରୋଧୀ ମନ୍ତବ୍ୟ ପଇଁ କରାଗଲା ନିଲମ୍ବିତ । ବିଜୁ ଜନତା ଦଳ ପକ୍ଷରୁ ଏନେଇ ପ୍ରେସ୍ ରିଲିଜ ଜାରି କାରଯାଇଛି । କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା…

16 ରେ ସର୍ବଦଳୀୟ ବୈଠକ, ଏହି ଦିନଠୁ ଆରମ୍ଭ ହେବ ମୌସୁମୀ ଅଧିବେଶନ…

ଓଡ଼ିଶା ଭାସ୍କର:  ଆସନ୍ତା ୧୬ ତାରିଖରେ ହେବ ସର୍ବଦଳୀୟ ବୈଠକ ।  ତାହାସହ ଆସନ୍ତା ୧୮ରୁ ୨୫ ଯାଏ ବିଧାନସଭା ମୌସୁମୀ ଅଧିବେଶନ ହେବ ବୋଲି ଜଣା ପଡ଼ିଛି  । ୧୬ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଡକାଯିବ।…

୧୬ରେ ସର୍ବଦଳୀୟ ବୈଠକ: ୧୮ରୁ ୨୫ ଯାଏଁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆସନ୍ତା ୧୬ ତାରଖରେ ବସିବ ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ । ଆସନ୍ତା 18ରୁ ଆରମ୍ଭ ହେଉଛ ଏହି ବିଧାନସଭା ଅଧିବେଶନ । ଏହି ଅଧିବେଶନରେ ରହିଛି 7ଟି କାର୍ଯ୍ୟ ଦିବସ ।…

ନେପାଳରେ ଫଶିଲେ 23 ଓଡ଼ିଆ; ପରିବାରରେ ହାହାକାର, ଉଦ୍ଧାର ପାଇଁ ଚେଷ୍ଟା ଜାରି

ଯାଜପୁର: ନେପାଳରେ ଫସିଛନ୍ତି 23 ଓଡ଼ିଆ ପର୍ଯ୍ୟଟକ । ବୁଲିବାକୁ ଯାଇଥିବା ବେଳେ ହିଂସା ଯୋଗୁଁ ଫସିଛନ୍ତି । ତେବେ ଫସିଥିବା 23 ଓଡ଼ିଆ ପର୍ଯ୍ୟଟକ ଯାଜପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ସେପଟେ ବୁଲାଇବାକୁ ନେଇଥିବା…