Browsing Category

City News

ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କହିଲେ କଥା ଦେଇଥିଲି…

ଭୁବନେଶ୍ବର: ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ‘ଉତ୍କର୍ଷ ନିମାପଡ଼ା ସମ୍ମିଳନୀ’ରେ ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ । “ନିର୍ବାଚନ ବେଳେ କଥା ଦେଇଥିଲି, ଅଫିସର…

ଭୁବନେଶ୍ବରରେ ଉଦଘାଟିତ ହେଲା ମାଗଣା ନ୍ୟୁରୋ ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର: ଆଜି ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ରାମକୃଷ୍ଣ ବିବେକାନନ୍ଦ ପ୍ରତିଷ୍ଠାନ ପରିସରରେ ଏକ ନିଶୁଳ୍କ ବା ମାଗଣା ନ୍ୟୁରୋ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଉକ୍ତ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ସ୍ନାୟୁ ବିଶେଷଜ୍ଞ…

ଚାଲିଛି କୋଟିଆ କମିଟିର ପ୍ରଥମ ବୈଠକ, କୋଟିଆ ବିବାଦରେ ଆଜି ପଡ଼ିବ କି ଯବନିକା ?

ଭୁବନନେଶ୍ବର:  ବିକଶିତ କୋଟିଆ ପାଇଁ ମାଷ୍ଟରପ୍ଲାନ କରିବାକୁ ଆଜି ବସିଛି ବୈଠକ । ଗଠିତ 16 ଜଣିଆ କମିଟିର ଏହା ପ୍ରଥମ ବୈଠକ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଲୋକସେବା ଭବନରେ…

ଚାକିରି ସ୍ଥାୟୀ ଦାବିରେ ଗର୍ଜିଲେ କନିଷ୍ଠ ଶିକ୍ଷକ

ଭୁବନେଶ୍ବର: ପୁଣି ଚାକିରି ନିୟମିତ ଦାବିରେ ଗର୍ଜିଲେ କନିଷ୍ଠ ଶିକ୍ଷକ । ଚାକିକି ନିୟମିତ କରାନଯିବାରୁ ଭୁବନେଶ୍ବର ରାଜରାସ୍ତାରେ କନିଷ୍ଠ ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ । 2 ଦଫା ଦାବି ନେଇ ଧାରଣା ଦେଇଛନ୍ତି କନିଷ୍ଠ…

କାଲି ରାଜ୍ୟ କ୍ୟାବିନେଟ ବୈଠକ, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭୁବନେଶ୍ୱରର ଲୋକସେବା ଭବନରେ ପୂର୍ବାହ୍ନ 10ଟାରୁ ଏହି ବୈଠକ ଆରମ୍ଭ ହେବ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ…

ମୋହନ ସରକାରଙ୍କ ବର୍ଷପୂର୍ତ୍ତିରେ 500 ସ୍କୁଲର ପଡ଼ିବ ଭିତ୍ତିପ୍ରସ୍ତର

ଭୁବନେଶ୍ବର: ସରକାରଙ୍କ ବର୍ଷପୂର୍ତ୍ତିରେ 500 ସ୍କୁଲର ପଡ଼ିବ ଭିତ୍ତିପ୍ରସ୍ତର । ଏନେଇ ସୂଚନା ଦେଲେ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାରେ ଏହା ହେବ । 314 ବ୍ଲକରେ…

ଚଳିତ ବର୍ଷ ଲାଗିବ 7.5 କୋଟି ଗଛ, ବିଶ୍ବ ପରିବେଶ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ଦିନକୁ ଦିନ ଗମ୍ଭୀର ହେଉଛି ଜଳବାୟୁ ସଙ୍କଟ । କେହି ବି ଏଥିରୁ ନିସ୍ତାର ପାଉନାହାନ୍ତି । ଲଘୁଚାପ ନହେଲେ ମୌସୁମୀ ସକ୍ରିୟ ହେଉନି । ପାଣି, ପବନ, ମାଟି ସବୁଥିରେ ବିଷ ଖୁନ୍ଦି ହୋଇଗଲାଣି । ଏହାର ମୂଳ କାରଣ…

ଏବେ ପିନକୋଡ଼କୁ ବାଏ ବାଏ; India Post ଲଞ୍ଚ କଲା DIGIPIN, ଜାଣନ୍ତୁ କିପରି କରିବେ ବ୍ୟବହାର

ନୂଆଦିଲ୍ଲୀ: ଯେତେବେଳେ ଆପଣ ଆପଣଙ୍କର ଠିକଣା କାହାକୁ କୁହନ୍ତି, ସେତେବେଳେ ପିନ୍ କୋଡ୍ ବ୍ୟବହାର କରନ୍ତି । ପିନ୍ କୋଡ୍ ହେଉଛି ଏକ 6-ଅଙ୍କ ବିଶିଷ୍ଟ ସଂଖ୍ୟା । ଯାହା ଡାକ ବିଭାଗ ଦ୍ୱାରା ଭାରତର ଏକ ଅଞ୍ଚଳ କିମ୍ବା…

ଜୁନ 30 ସୁଦ୍ଧା କରେଇ ଦିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ମାଗଣା ରାସନ୍

ଭୁବନେଶ୍ବର: ଚଳିତ ଜୁନରେ ସରିବ ରାସନ୍ କାର୍ଡ ପାଇଁ ଇ-KYC ଯାଞ୍ଚ । ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବାଦ୍ ପଡ଼ିପାରନ୍ତି 20 ଲକ୍ଷ ହିତାଧିକାରୀ । କାରଣ ଏବେ ସୁଦ୍ଧା 20 ଲକ୍ଷ ହିତାଧିକାରୀ…

ସକାଳେ ଖରା, ଅପରାହ୍ଣରେ କାଳବୈଶାଖୀ; ଉପକୂଳ ଓଡ଼ିଶାର 11 ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ବର: ସକାଳେ ଖରା, ଅପରାହ୍ଣରେ ବର୍ଷା । ଏନେଇ ପାଣିବିଭାଗ ପକ୍ଷରୁ ସତର୍କବାଣୀ । ଆଜି 11ଟି ଉପକୂଳ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ସେପଟେ ଆଗକୁ ଗ୍ରୀଷ୍ମ ପ୍ରବାହ…