Browsing Category
City News
ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ, ଯୁବକଙ୍କ ମୁଣ୍ଡକୁ ଛତୁ କରିଦେଲା କଲେଜ ବସ୍
ଭୁବନେଶ୍ୱର: ପୁଣି ରାଜଧାନୀରେ ଆଉ ଏକ ମୁଣ୍ଡ ଗଲା। ବାଇକକୁ ପଛପଟୁ ପିଟିଲା ଘରୋଇ କଲେଜ ବସ୍। ଫଳରେ ବସ୍ ଚକା ତଳେ ପଡି ଜୀବନ ଚାଲିଗଲା ଯୁବକଙ୍କର। ଏହି ଦୁର୍ଘଟଣା ଘଟିଛି ଭଫୁବନେଶ୍ୱର ଘାଟିକିଆ ନୂଆଗାଁ ରାସ୍ତାରେ।…
ପକେଟକୁ ବାଧୁଛି ତେଲ ଦର, ଭୁବନେଶ୍ୱରରେ ଆଜି କେତେ ରହିଛି ପେଟ୍ରୋଲ-ଡିଜେଲ ରେଟ୍
ଭୁବନେଶ୍ୱର: ପକେଟକୁ ଭତ୍ରାରି ବାଧୁଛି ପେଟ୍ରେଲ-ଡିଜେଲ ଦର। ଆଉ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଭଳି ଆଜି କାଲି ତ ଗାଡି ମୋଟର ନହେଲେ ନଚଳେ। ସେଥିପାଇଁ ଗାଡିରେ ତେଲ ପକାଇବାକୁ ପଡିବ। ଆଉ ସେପଟେ ତେଲର ଦର ବୃଦ୍ଧି…
Breaking: ରାଜଧାନୀରେ ହୋଲିରେ ଡବଲ ମର୍ଡର, ଗଡ଼ିଲା ୨ ମୁଣ୍ଡ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବିଭତ୍ସ ହତ୍ୟାକାଣ୍ଡ । ହୋଲିରେ ଗଡିଲା ମୁଣ୍ଡ । ତେବେ ଭୁବନେଶ୍ବରରେ 2ଜଣଙ୍କ ମୁଣ୍ଡ ଗଡିଥିବା କଥା କୁହାଯାଉଛି ।
ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଛୁରି ଭୁସି ହତ୍ୟା କରିଥିବା…
Breaking: ରାଜଧାନୀରେ ଝୁଲୁଛି ୨ ମୃତଦେହ, ସମ୍ପର୍କରେ ଦୁହେଁ ସ୍ୱାମୀ-ସ୍ତ୍ରୀ
ଭୁବନେଶ୍ୱର:ରାଜଧାନୀରେ ଝୁଲୁଛି ୨ ମୃତଦେହ। ଝୁଲନ୍ତା ଆବସ୍ଥାରେ ଘର ଭିତରୁ ୨ ମୃତଦେହ ଉଦ୍ଧାର। ଜଣେ ପୁରୁଷ ଓ ଜଣେ ମହିଳା। ସୂଚନାନୁସାରେ, ଦୁହେଁ ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ। ମୃତକ ୩୦ ବର୍ଷୀୟ କୁମାର ଜିତେନ।…
Breaking: ପୁଣି ସାରଥୀଙ୍କ ନାଁରେ ଥାନାରେ ଏତଲା, ହୋଇପାରନ୍ତି ଗିରଫ !
ଭୁବନେଶ୍ୱର: ପୁଣି ବାବା ସାରଥୀଙ୍କ ନାଁରେ ଥାନାରେ ଏତଲା। ଗୋଟେ ମାମଲାରୁ ନ ବାହାରୁଣୁ ଆଉ ଏକ ମାମଲାରେ ଛନ୍ଦି ହେଲେଣି ସାରଥୀ ଏରଫ ସନ୍ତୋଷ ରାଉଳ। ଭୁବନେଶ୍ୱରର ଚନ୍ଦ୍ରଶେଖର ପୁର ଥାନାରେ ସାରଥୀଙ୍କ ନାଁରେ ଏକ ନୂଆ…
Holi 2025: ଗାଇଡଲାଇନ୍ ଜାରି କଲା କମିଶନରେଟ୍ ପୋଲିସ, ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ
ଭୁବନେଶ୍ବର: ଆଉ ମାତ୍ର 2 ଦିନ ପରେ ରଙ୍ଗର ପର୍ବ ହୋଲି । ଏନେଇ ବଜାର ପୁରା ରଙ୍ଗିନ । ବିଭିନ୍ନ ରଙ୍ଗ ବେରଙ୍ଗର ଅବିର ବିକ୍ରି କରୁଛନ୍ତି ଦୋକାନୀ । ଏହାରି ଭିତରେ କମିଶନରେଟ୍ ପୋଲିସ ହୋଲି ନେଇ ଗାଇଡଲାଇନ ଜାରି କରିଛି…
Breaking: ସୁରୁଖୁରୁରେ ଚାଲିପାରୁନି ଅଧିବେଶନ, ଗୃହ ଆରମ୍ଭରୁ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିଗଲେ ତାରା
ଭୁବନେଶ୍ୱର: ସୁରୁଖୁରୁରେ ଚାଲିପାରୁନି ବିଧାନସଭାର ଦ୍ୱିତୀୟ ବଜେଟ୍ ଅଧିବେଶନ। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ନାରାବାଜି। ଗୃହ ଆରମ୍ଭରୁ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିଗଲେ ବିରୋଧୀ। ପୂର୍ବରୁ ମଧ୍ୟ…
ଦୁଇ ଦିନ ପରେ ଆଜିଠୁ ପୁଣି ଚାଲିବ ବିଧାନସଭା, ଆରମ୍ଭ ପୂର୍ବରୁ କଂଗ୍ରେସର ଧାରଣା
ଭୁବନେଶ୍ୱର: ଆଜି ପୁଣି ଚାଲିବ ବିଧାନସଭା। ଦୁଇ ଦିନ ପରେ ଆଜିଠୁ ପୁଣି ଚାଲିବ ବିଧାନସଭାରେ ବଜେଟ୍ ଅଧିବେଶନ। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ଦ୍ୱିତୀୟ ଦିନ। ହେଲେ ମନରେ ଦ୍ୱନ୍ଦ୍ୱ। ଆଜି ଚାଲିପାରିବ ତ…
Breaking: ବିଧାନସଭାରେ ଅନନ୍ତ ଦାସଙ୍କ ମରଶରୀର, ଲାଗିଛି ପ୍ରବଳ ଗହଳି
ଭୁବନେଶ୍ୱର: ବିଧାନସଭାରେ ଅନନ୍ତ ଦାସଙ୍କ ମରଶରୀର। ପୂର୍ବତନ ମନ୍ତ୍ରୀ ତଥା ୪ଥରର ବିଧାୟକ ଅନନ୍ତ ଦାସଙ୍କ ମରଶରୀରକୁ ଏବେ ବିଧାନସଭା ନିଆଯାଇଛି। ବରିଷ୍ଠ ବିଜେଡି ନେତା ଅନନ୍ତ ଦାସଙ୍କ ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ…
Breaking: ରାଜଧାନୀ ଛାତି ଉପରେ ଫୁଟିଲା ଗୁଳି, ପୋଲିସ ଏନକାଉଣ୍ଟରରେ ଲୁଟେରା ଘାଇଲା
ଭୁବନେଶ୍ୱର: ପୁଣିଥରେ ରାଜଧାନୀ ଛାତି ଉପରେ ଏନକାଉଣ୍ଟର। ରାତି ଅଧରେ ଭୁବନେଶ୍ୱରରେ ଫୁଟିଲା ଗୁଳି। ପୋଲିସ-ଲୁଟେରା ମଧ୍ୟରେ ଗୁଳି ବିନିମୟ। ଶେଷରେ ପୋଲିସ ଗୁଳିରେ ଗୁରୁତର ହେଲା ଲୁଟେରା ଦୀପକ।
ବଡ଼ଗଡ଼ ଅଞ୍ଚଳରେ…