Browsing Category

City News

ସମିତି ସଭ୍ୟ ଦେବେନ୍ଦ୍ର ଧରୁଆଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କଳାହାଣ୍ଡି: କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ସମିତି ସଭ୍ୟଙ୍କ ଆତ୍ମହତ୍ୟା । ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ…

ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା, ଶେଷରେ ସିଂହବାହିନୀ ଯିବେ ପୀୟୂଷ ତ୍ରିପାଠୀ

ଭୁବନେଶ୍ବର:  ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା । ବର୍ଷେ ପରେ ସିଂହବାହିନୀ ମଞ୍ଚ ଚଢିବେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ । ଏନେଇ ଏକ ପ୍ରେସମିଟରେ ସେ ଏହି ଖୁଲାସା କରିଛନ୍ତି । ସୂର୍ଯ୍ୟ ମନ୍ଦିର…

ଓଡ଼ିଶା ଆସିବା ଉପରେ ଆମେରିକାର ମାର୍ଗଦର୍ଶିକା: ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ

ନୂଆଦିଲ୍ଲୀ: ଆମେରିକାର ମାର୍ଗଦର୍ଶିକା ନେଇ ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ । ଆମେରିକୀୟଙ୍କ ଓଡ଼ିଶା ଆସିବା ଉପରେ ମାର୍ଗଦର୍ଶିକା ନେଇ କ୍ଷୋଭ କରିଛନ୍ତି ଯୋଗାଣ ମନ୍ତ୍ରୀ । “ ଆମେରିକାରେ ମଧ୍ୟ ଦଙ୍ଗା ହେଉଛି, ଗୁଳିମାଡ଼…

ରଥଯାତ୍ରାରେ କଡ଼ା ହେବ ସୁରକ୍ଷା ବ୍ୟବସ୍ଥା, ପୁରୀ ଜଗିବ 275 AI କ୍ୟାମେରା

ପୁରୀ: ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁରୀ ଜଗିବ 275ଟି AI କ୍ୟାମେରା । ସମନ୍ବୟ ବୈଠକ ପରେ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ପ୍ରତିକ୍ରିୟା । “ରଥଯାତ୍ରା ପାଇଁ 5 ଥାକିଆ…

ମାଓବାଦୀଙ୍କ ବର୍ବରକାଣ୍ଡ, 2 ଗ୍ରାମବାସୀଙ୍କୁ ମାରିଦେଲେ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀ ହିଂସା ଘଟିଛି। ପୁଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ 2 ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।…

ରବିବାରରେ କମିଲା ପେଟ୍ରୋଲ-ଡିଜେଲ ଦର; କେତେ ଅଛି ରେଟ୍‌, ଜାଣନ୍ତୁ…

ଭୁବନେଶ୍ବର: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି । ପ୍ରତିଦିନ ତେଲର ନୂଆ ଦର…

24 ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ! ଏହି ଜିଲ୍ଲାରେ ପ୍ରବଳ ବର୍ଷିବ…

ଭୁବନେଶ୍ବର: ଝାଡ଼ଖଣ୍ଡ ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ସୁଦୃଶ୍ୟ ଲଘୁଚାପ ଏବେ ଦକ୍ଷିଣ ବିହାରରେ ସକ୍ରିୟ ରହିଛି। ଆସନ୍ତା 24ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଏହାର…

ଗୁରୁଙ୍କୁ ଅସମ୍ମାନ ଅଭିଯୋଗ ପ୍ରସଙ୍ଗ: ଯାତ୍ରା କମେଡିଆନ୍ ଦୟାଙ୍କ ଉପରୁ ଉଠିଲା ବ୍ୟାନ୍

ଭୁବନେଶ୍ବର: ଯାତ୍ରା କମେଡିଆନ୍ ଦୟାଙ୍କ ଉପରୁ ଉଠିଲା ନିଲମ୍ବନ । ଦୟାନିଧି ଉପାଧ୍ୟାୟଙ୍କ ଉପରୁ ନିଲମ୍ବନ ଉଠିଲା । ଭୁଲ ମାଗିବା ପରେ ନିଲମ୍ବନ ଉଠାଇଲା ମାଲିକ ସଂଘ । ଯାତ୍ରା ମାଲିକ ସଂଘ ସଭାପତିଙ୍କୁ ଭୁଲ ମାଗିଲେ…

ତୃତୀୟ ଦିନରେ ବି ଜାରି ରହିଛି ଆୟକର ଚଢାଉ, ନବ ଦାସ ସହଯୋଗୀଙ୍କ ଟ୍ରାନ୍ସପୋର୍ଟ ଅଫିସରେ ରେଡ୍

ସୁନ୍ଦରଗଡ଼: ତୃତୀୟ ଦିନରେ ଘାଣ୍ଟୁଛି ଆୟକର ବିଭାଗ । ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢାଉ ଜାରି । ସମ୍ବଲରପ, ସୁନ୍ଦରଗଡ଼, ଭୁବନେଶ୍ବର ଓ ଦିଲ୍ଲୀ ଟିମର ମିଳିତ ଚଢାଉ ଜାରି ରହିଛି । ନବ ଦାସଙ୍କ ବ୍ୟବସାୟୀ ସହଯୋଗୀଙ୍କ…

ସୁବର୍ଣ୍ଣରେଖାରେ ବନ୍ୟା; ଗାଁ ଭିତରକୁ ପଶିଲା ପାଣି, ପ୍ରଶାସନ ଉପରେ ବର୍ଷିଲେ ଲୋକେ

ବସ୍ତା: ସୁବର୍ଣ୍ଣରେଖା ନଦୀରେ ବନ୍ୟା । ଗାଁ ଭିତରକୁ ମାଡ଼ି ଆସିଲା ପାଣି । ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ ଆସିବା ନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ନ ଥିଲା । ଯାହାକୁ ନେଇ ଗାଁ ଲୋକଙ୍କ ଭିତରେ…