Browsing Category

ଅପରାଧ

ପୁଲେଲା ଗୋପିଚାନ୍ଦଙ୍କ ବ୍ୟାଡମିଣ୍ଟନ କୋଚିଂ କ୍ଳାସରେ ଚାଲିଲା ପର୍ଣ୍ଣ ଫିଲ୍ମ !

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ଭାରତୀୟ ବ୍ୟାଡମିଣ୍ଟନ ଜଗତରେ ପୁଲେଲା ଗୋପିଚାନ୍ଦଙ୍କ ନା ସମ୍ମାନର ସହ ନିଆଯାଏ । ନିଜେ ଜଣେ ସଫଳ ବ୍ୟାଡମିଣ୍ଟନ ଖେଳାଳୀ ହେବା ସହ ପି ଭି ସାନ୍ଧୁ ,ସାଇନା ନେହୱାଲଙ୍କ ଭଳି ଅନେକ…

ହୋମ କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଥିବାରୁ ୬ ମାସର ଶିଶୁ ବିରୋଧରେ ମାମଲା

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର): କରୋନା ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ଲକ ଡାଉନ ,ସଟ ଡାଉନ,କ୍ୱାରେଣ୍ଟାଇନ,କଣ୍ଟେନମେଣ୍ଟ ଆଦି ନିୟମକୁ କଡା କଡି ପାଳନ କରାଯାଉଛି । ଉଲଂଘନକାରଙ୍କ ବିରୋଧରେ କଡା…

ଅନଲାଇନରେ ବିକୁଥିଲେ ସିଗାରେଟ ,ଜବତ ହେଲା ଲାଭ ସହ ମୂଳ

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର): ସାରା ଦେଶରେ ଲକ ଡାଉନ । ଅତ୍ୟବଶ୍ୟକୀୟ ଦ୍ରବ୍ୟ ଛାଡି ଅନ୍ୟ ଦ୍ରବ୍ୟ ବିକ୍ରୟ ଉପରେ ଲାଗିଛି କଟକଣା । ଏଭଳି ଅବସ୍ଥାରେ ସିଗାରେଟ ଅଭ୍ୟାସରେ ଥିବା ଲୋକଙ୍କୁ ମିଳୁନି ସିଗାରେଟ ।…

ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ଆକ୍ରମଣ

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର):ବରିଷ୍ଠ ସାମ୍ବାଦିକ,ଆଙ୍କର ତଥା ରିପବ୍ଳିକ ଟିଭିର ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରେ ଆକ୍ରମଣ କରାଯାଇଛି । ଆଜି ଭୋରରୁ ଅର୍ଣ୍ଣବ ତାଙ୍କ ପତ୍ନୀଙ୍କ ସହ କାରରେ ଯାଉଥିବା ବେଳେ…

ଡେଲିଭରି ବୟ ଆଳରେ ଅନଲାଇନରେ ବିକୁଥିଲେ ଦିମୁଣ୍ଡିଆ ସାପ

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର):ସାପ ନାଁ ଶୁଣିଲେ ସଭିଙ୍କ ମନରେ ଡର ପଶିଯାଏ । ସେ ବିଷାକ୍ତ ହେଉ ବା ବିଷହୀନ । କିନ୍ତୁ ସାପ ସେ ପୁଣି ଦୁଇ ମୁଣ୍ଡିଆ । ଏଭଳି ସାପ ଭାରି ବିରଳ ।ପ୍ରତି ଏକ ଲକ୍ଷ ସାପରେ ଏଭଳି…

ମହିଳାଙ୍କ ଅନ୍ତଃବସ୍ତ୍ରଚୋରିକରିବାରେ ମିଳୁଥିଲା ଆନନ୍ଦ,ଧରା ପଡି ଖାଇଲା ଛେଚା

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର): ମହିଳାଙ୍କ ଅନ୍ତଃବସ୍ତ୍ରଚୋରି କରୁଥିଲା । ତାକୁ ନେଇ ଘରେ ସାଇତି ରଖୁଥିଲା । ଏପରି କରିବାରେ ମିଳୁଥିଲା ଆନନ୍ଦ । କିନ୍ତୁ ସବୁଦିନ ଭାଗ୍ୟ ସାଥ ଦେଇ ନଥାଏ ।ଅନ୍ତଃବସ୍ତ୍ର ଚୋରି…

୧୦୪ ନମ୍ବର କୁ କଲ କରି କହୁଛନ୍ତି I LOVE U

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର): କରୋନା ମହାମାରୀ ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟଗତ ସୂଚନା ଦେବାକୁ ସରକାର ଜାରୀ କରିଛନ୍ତି ହେଲ୍ପ ଲାଇନ ନମ୍ବର । ତାଛଡା ବାହାରୁ ରାଜ୍ୟକୁ ଆସିଥିବା ଲୋକେ ବି ୧୦୪ ନମ୍ବରକୁ କଲ୍…

ତାନ୍ତ୍ରିକ କଥାରେ ଅଢ଼େଇବର୍ଷ ଝିଅର ବଳି ଦେଲା ବାପା

ଭୁବନେଶ୍ୱର:୨୧ ।୪ :(ଓଡିଶା ଭାସ୍କର): ଘରେ ଲାଗି ରହୁଥିଲା ଆର୍ଥିକ ଅନଟନ । ବାପା କଥା ଶୁଣୁନଥିଲା ଅଢ଼େଇବର୍ଷର ଝିଅ । ଖାସ ଏଥିପାଇଁ ଝିଅର ବଳି ଚଢ଼େଇଲା ଜନ୍ମକଲାବାପା ।ଘଟଣା ଘଟିଛି ମୁଜଫରନଗରରେ । ଜଣେ…

ପର୍ଣ୍ଣ ସାଇଟ ଦେଖୁଛନ୍ତି କି ? ସାବଧାନ ,ଅପଣଙ୍କ ଭିଡିଓ ବି ହୋଇପାରେ ଭାଇରାଲ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର):ଲକ ଡାଉନରେ ପର୍ଣ୍ଣ ସାଇଟ ଗୁଡିଗକର ଡିମାଣ୍ଡ ବଢ଼ିଯାଇଛି । ହଠାତ ଏହାର ବ୍ରାଉଜରଙ୍କ ସଂଖ୍ୟା ବଢ଼ିଯାଇଛି । ଯାହାର ଫାଇଦା ଉଠାଉଛନ୍ତି ହ୍ୟାକର । ଆପଣ ପର୍ଣ୍ଣ ସାଇଟ ବ୍ରାଉଜ କଲେ…

ନିୟମ ଭାଙ୍ଗି ଶ୍ରୀମନ୍ଦିରରେ ପ୍ରବେଶ ଉଦ୍ୟମ ହେଲା କାଳ , ଥାନା ବାବୁ ସସପେଣ୍ଡ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ବଡଚଣା ଥାନା ଅଧିକାରୀ ଦୀପକ ଜେନା ସସପେଣ୍ଡ । ନିଲମ୍ବନ କରିଛନ୍ତି ପୋଲିସ ଡିଜି ଅଭୟ । ତଛଡା ତାଙ୍କ ବିରୋଧରେ ପୂରୀ ସିଂହଦ୍ୱାର ଥାନାରେ ୪୦/୨୦୨୦ ରେ ମାମଲା ରୁଜ୍ଜୁ କରାଯାଇଛି…