fbpx
Browsing Category

ଅପରାଧ

ବେଆଇନ ଲିଙ୍ଗ ନିରୂପଣ: ଜଣେ ଡାକ୍ତରଙ୍କ ସମେତ ୫ ଜଣ ଗିରଫ

କଟକ: ଲିଙ୍ଗ ନିରୂପଣ କରିବା ବେଆଇନ କାର୍ଯ୍ୟ ବୋଲି ଘୋଷଣା କରାଯାଇଥିବା ବେଳେ ଲୋକେ ଲୁଚି-ଛପି ଏହି ବେଆଇନା କାର୍ଯ୍ୟ କରୁଛନ୍ତି । ଏଥିରେ ଡାକ୍ତର ତଥା ହସ୍ପିଟାଲ କର୍ମଚାରୀମାନେ ମଧ୍ୟ ସାମିଲ ରହୁଛନ୍ତି । ତେବେ…

ଆପଣଙ୍କ ନାମରେ କେହି ଆପଣଙ୍କର ମୋବାଇଲ୍ ନମ୍ବର ବ୍ୟବହାର କରୁଛନ୍ତି କି? ଏହି ଟ୍ରିକ୍ ମାଧ୍ୟମରେ ତୁରନ୍ତ ଜାଣିପାରିବେ

ଟେକ୍ନୋଲୋଜିର ଏହି ଯୁଗରେ ସାଇବର ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ସାଇବର ଅପରାଧୀମାନେ ଅନେକ ଉପାୟରେ ଲୋକଙ୍କୁ ଠକନ୍ତି  । ଏଥିରେ ସିମ୍ କାର୍ଡ ଏବଂ ଆଧାର କାର୍ଡ ସହିତ ଜଡିତ ଠକେଇ ମଧ୍ୟ ସାମିଲ  ।…

ଶ୍ରୀମନ୍ଦିର ହୁଣ୍ଡିରୁ ଚୋରି ହେଲା ଟଙ୍କା; ସାକ୍ଷୀ ରହିଲା ବଡ଼ ଦେଉଳ

ପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି ହୋଇଛି । ଗଣତି ବେଳେ ହୋଇଛି ଚୋରି । ଡୋନେସନ୍ ସେଲରେ ହୋଇଛି ଚୋରି । ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ହୁଣ୍ଡିରୁ ଚୋରି କରିଥିବା ପିଅନ ଧରା ହୋଇଛନ୍ତି ।…

BIG BREAKING…ମୁମ୍ବାଇରେ ଫେସବୁକ ଲାଇଭ୍ ବେଳେ ଶିବସେନାର ପୂର୍ବତନ କାଉନସିଲରଙ୍କୁ ଗୁଳିମାଡ଼; ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ: ଶିବସେନା (ୟୁବିଟି)ର ପୂର୍ବତନ କାଉନସିଲର ଅଭିଷେକ ଘୋସାଲକରଙ୍କୁ ଜଣେ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ବୋରିଭାଲିର କରୁଣା ହସ୍ପିଟାଲରେ ଭର୍ତ୍ତି…

BIG BREAKING…ବେଆଇନ ମଦ୍ରାସା ଉଚ୍ଛେଦକୁ ନେଇ ଉତ୍ତରାଖଣ୍ଡ ହଲଦ୍ୱାନୀରେ ହିଂସା; ଲାଗୁହେଲା କର୍ଫ୍ୟୁ

ହଲଦ୍ୱାନୀ: ଉତ୍ତରାଖଣ୍ଡର ହଲଦ୍ୱାନୀରେ ଗୁରୁବାର ଏକ ବେଆଇନ ମଦ୍ରାସାକୁ ପ୍ରଶାସନ ଉଚ୍ଛେଦ କରିଥିବା ଅଭିଯୋଗ ହୋଇଛି। ପରିସ୍ଥିତିକୁ ସ୍ୱାଭାବିକ ରଖିବା ପାଇଁ ଦଙ୍ଗାକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।…

ଛାଡ଼ପତ୍ର ପାଇଁ ମହିଳାଙ୍କ ହୀନ ଚକ୍ରାନ୍ତ; ଝିଅର ଗର୍ଭଧାରଣ ପାଇଁ ସ୍ୱାମୀକୁ ଦାୟୀ କଲା ସ୍ତ୍ରୀ

ଚେନ୍ନାଇ: ଡାକ୍ତରୀ ରେକର୍ଡ ଜାଲ୍ କରିବା ଏବଂ ସ୍ୱାମୀଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣିବାକୁ ନେଇ ୫ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ହେଲେ ଜଣେ ମହିଳା। ୬ ବର୍ଷ ତଳେ ଚେନ୍ନାଇ ସହରର ଜଣେ ମହିଳା ଡାକ୍ତରୀ ରେକର୍ଡ ଜାଲ୍…

ନିର୍ବାଚନ ସମୟରେ ଆତଙ୍କବାଦୀ ଆକ୍ରମଣ, ବିସ୍ଫୋରଣରେ ଉଡ଼ିଗଲା ପୋଲିସ ଭ୍ୟାନ, ୫ ସହିଦ

ଇସଲାମାବାଦ: ପାକିସ୍ତାନରେ ନୂଆ ସରକାର ପାଇଁ ଆଜି ସକାଳେ ମତଦାନ ଆରମ୍ଭ ହୋଇଥିଲା । ଏହି ସାଧାରଣ ନିର୍ବାଚନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ଘଟିଛି । ଆତଙ୍କବାଦୀମାନେ କୁଲାଚି ନାମକ ଅଞ୍ଚଳରେ ଏକ ପୋଲିସ ଭ୍ୟାନକୁ ଟାର୍ଗେଟ…

Porn Video ଦେଖି ନିଜ ଭଉଣୀକୁ ଦୁଷ୍କର୍ମ କରି ହତ୍ୟା କଲା ଭାଇ

ଲକ୍ଷ୍ନୌ: ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କରେ କଳଙ୍କ। ଯିଏ ଶୁଣୁଛି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଘଟିଛି। Porn Video ଦେଖି ୧୭ ବର୍ଷୀୟା ଭଉଣୀକୁ ଦୁଷ୍କର୍ମ…

ହକି ଖେଳାଳି ବରୁଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ; ବିବାହ ପ୍ରତିଶ୍ରୁତି ଦେଇ ହୋଟେଲରେ କରୁଥିଲେ ଦୁଷ୍କର୍ମ!

ନୂଆଦିଲ୍ଲୀ: ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ। ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାର ବୟସ ୪ ବର୍ଷ ହୋଇଥିବା ବେଳେ ପୀଡ଼ିତା ନାବାଳିକା ଜଣକ…

ବିକ୍ରମ ଭଟ୍ଟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ସାଉଥ ଅଭିନେତ୍ରୀ ମାଲବୀ ମାଲହୋତ୍ରା

ମୁମ୍ୱାଇ: ତେଲୁଗୁ, ତାମିଲ ଓ ମାଲାୟାଲମ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ମାଲବୀ ମାଲହୋତ୍ରା ବିକ୍ରମ ଭଟ୍ଟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ହିମାଚଳ ପ୍ରଦେଶରେ ଜନ୍ମିତ ମାଲଭି ୨୦୧୭ରେ ହିନ୍ଦୀ ଟିଭି…