Browsing Category
ଅପରାଧ
‘ଫୋନ ପେ’ ରେ ଲାଞ୍ଚ ନେଉଥିଲେ ମଧ୍ୟ ଖସି ପାରିବନି: ଭିଜିଲାନ୍ସ
ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିକୁ ରୋକିବା ପାଇଁ ଭିଜିଲାନ୍ସ ନୂତନ ପନ୍ଥା ଅବଲମ୍ବନ କରୁଛି । ଏବେ କୌଣସି ବାଟରେ ମଧ୍ୟ ଠକାମୀକୁ ରୋକାଯିବ ବୋଲି ଭିଜିଲାନ୍ସ କିହିଛି । ଲାଞ୍ଚ ନେଉଥିବା ଓ ସହଯୋଗ କରୁଥିବା…
ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ପୁଣି ଟାର୍ଗେଟ କିଲିଂ, ଯୁବକଙ୍କୁ ଗୁଳିକରି କଲେ ହତ୍ୟା
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପୁଣି ଥରେ ଟାର୍ଗେଟରେ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଆତଙ୍କବାଦୀମାନେ ପୁଣି ଥରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି। ଏଥର ଆତଙ୍କବାଦୀମାନେ ଅନନ୍ତନାଗରେ ଜଣେ ଯୁବକଙ୍କୁ ହତ୍ୟା…
ଆମେରିକାରେ ୨୧ ବର୍ଷୀୟ ଭାରତୀୟ ମୂଳ ଛାତ୍ରଙ୍କୁ ଗୁଳିକରି ହତ୍ୟା: ରିପୋର୍ଟ
ୱାଶିଂଟନ: ଆମେରିକାର ଫିଲାଡେଲଫିଆରେ ଜଣେ ୨୧ ବର୍ଷୀୟ ଭାରତୀୟ ମୂଳ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୋମବାର ଖାଲିଜ ଟାଇମ୍ସ ରିପୋର୍ଟ କରିଛି ଯେ, ମୃତ ଛାତ୍ର ଜୁଡେ ଚାକୋ ବୋଲି ଜଣାପଡିଛି। ରବିବାର ଦିନ…
୨୪ ଘଣ୍ଟାରେ ୧୦ ଜଣଙ୍କ ହତ୍ୟା, ୨୨ ଜଣଙ୍କୁ ଗିରଫ କଲେ ସେନା, ଗ୍ରାଉଣ୍ଡ ଜିରୋରେ ଗୃହ ମନ୍ତ୍ରୀ ଅମିତ ଶାହ
ନୂଆଦିଲ୍ଲୀ: ମଣିପୁର ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୦ରେ ପହଁଚିଛି । ସେନା ଏହି ଜିଲ୍ଲା ମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକାଡି କରିଛନ୍ତି । କିନ୍ତୁ ଉଗ୍ରବାଦୀମାନେ ସେମାନଙ୍କ ଉପସ୍ଥିତିରେ ମଧ୍ୟ…
କାନାଡାରେ ପଞ୍ଜାବୀ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା, ଡିଜେ ବନ୍ଦ କରି ସର୍ବସମ୍ମୁଖରେ ଗୁଳିମାଡ
ନୂଆଦିଲ୍ଲୀ : ଡିଜେ ବନ୍ଦ କରି ପଞ୍ଜାବର ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯାଇଛି । ପଞ୍ଜାବର ମୂଳ ଗ୍ୟାଙ୍ଗଷ୍ଟର ଅମରପ୍ରୀତଙ୍କୁ କାନାଡାର ଭାନକୋଭରରେ ସର୍ବସାଧାରଣରେ ହତ୍ୟା କରାଯାଇଥିଲା। ଏକ ବିବାହ…
oyo ରୁମରେ ଅଦ୍ଭୁତକାଣ୍ଡ,ଏମିତି ଅବସ୍ଥାରେ ଉଦ୍ଧାର ହେଲେ ପ୍ରେମୀଯୁଗଳ
ଉତ୍ତରପ୍ରଦେଶ: ଦୈନିକ ଜୀବନରେ କିଛି ନା କିଛି ଅଘଟଣ ହୋଇଥାଏ । ଧିରେ ଧିରେ ଆମ ଦେଶରେ ମୃତ୍ୟୁର ସଂଖ୍ୟା ବଢିବାରେ ଲାଗିଛି । କାହାକୁ ଆଘାତ ହେବା ଏବଂ କାହାକୁ ହତ୍ୟା କରିବା ଏପରି ଖବର ପ୍ରତ୍ୟକ ଦିନ ଶୁଣିବାକୁ…
ଅନର କିଲିଂର ଭୟଙ୍କର ମାମଲା, ବାପା ଓ ଭାଇ ମିଶି ଯୁବତୀଙ୍କୁ ରଶିରେ ବାନ୍ଧି ଫିଙ୍ଗିଦେଲେ ନିଆଁକୁ
ଲାହୋର: ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଏକ ଭୟଙ୍କର ଅନର କିଲିଂ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବତୀଙ୍କୁ ଜୀବିତ ଅବସ୍ଥାରେ ନିଆଁରେ ଜଳାଇ ଦିଆଯାଇଛି । ଏହା ଏକ ଅନର କିଲିଂ ବୋଲି ପୋଲିସ ଗତକାଲି ସୂଚନା…
ବିବାହ ଭୋଜିରୁ ଫେରିବା ବେଳେ JEଙ୍କୁ ସଂଘବଦ୍ଧ ଆକ୍ରମଣ: ବିଦ୍ୟୁତକାଟକୁ ନେଇ ପିଟିଲେ ଲୋକେ
ନୀଳଗିରି: ବିଦ୍ୟୁତକାଟ ଘଟଣାକୁ ନେଇ ଜେଇଙ୍କ ଉପରେ ହୋଇଛି ଆକ୍ରମଣ । ଏକ ବିବାହ ଭୋଜିରୁ ଫେରିବା ବେଳେ ବିଦ୍ୟୁତକାଟ ସମସ୍ୟାକୁ କେନ୍ଦ୍ର କରି କିଛି ଲୋକ ତାଙ୍କୁ ଅଟକାଇବା ସହ ଆକ୍ରମଣ କରିଥିବା ସୂଚନା ମିଳିଛି ।…
ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ବଡ କାର୍ଯ୍ୟାନୁଷ୍ଠାନ; ଆଠ ଘଣ୍ଟା ମଧ୍ୟରେ ୪୦ ଉଗ୍ରବାଦୀ ସଫା
ନୂଆଦିଲ୍ଲୀ : ମଣିପୁରରେ ଚାଲିଥିବା ହିଂସାରେ ରବିବାର ସ୍ଥାନୀୟ ପୋଲିସ ଓ ସେନାବାହିନୀକୁ ବଡ ସଫଳତା ମିଳିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ସେନା ଏବଂ ପୋଲିସ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Bank Robbery: ୬୯ ବର୍ଷର ବୃଦ୍ଧ ବ୍ୟାଙ୍କ ଡକାୟତିରୁ ବଞ୍ଚାଇ ଦେଲେ, ସରେଣ୍ଡର କରିବାକୁ ବାଧ୍ୟ ହେଲା ଚୋର
ନୂଆଦିଲ୍ଲୀ : ଅନେକ ଥର ବନ୍ଧୁକ ମୁନରେ ବ୍ୟାଙ୍କ ଡକାୟତି ହୋଇଥିବା ଘଟଣା ବିଷୟରେ ଶୁଣିଥିବେ ବା ଖବରକାଗଜରୁ ପଢିଥିବେ ନିଶ୍ଚୟ । ଗତ କିଛି ଦିନ ମଧ୍ୟରେ ବ୍ୟାଙ୍କ ଡକାୟତି ଘଟଣା ପ୍ରବଳ ମାତ୍ରାରେ ବଢିଯାଇଛି । ଖାଲି…