Browsing Category
ଅପରାଧ
ଆଶାରାମ ବାପୁଙ୍କୁ ବଡ ଝଟକା, ଯୌନ ଉତ୍ପୀଡ଼ନ ମାମଲାରେ ବାବାଙ୍କୁ ଦୋଷୀ ସାବ୍ୟସ୍ତ କଲା ଗୁଜୁରାଟ କୋର୍ଟ
ଗାନ୍ଧିନଗର:ଗାନ୍ଧିନଗର କୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଜଣେ ମହିଳା ଶିଷ୍ୟଙ୍କ ସହ ପୁରୁଣା ବଳାତ୍କାର ମାମଲାରେ ଆତ୍ମଘୋଷିତ ଗଡମ୍ୟାନ ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।…
ଜୁଇରେ ଜଳୁଛି ନବଙ୍କ ମରଶରୀର, ସେପଟେ ASIକୁ ଗିରଫ କଲା କ୍ରାଇମ ବ୍ରାଞ୍ଚ
ଭୁବନେଶ୍ୱର:ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗତ କାଲି ଦିନ ଦ୍ୱିପ୍ରହରରେ ଗୁଳିମାରି ହତ୍ୟା କରାଯାଇଛି । ତେବେ ହତ୍ୟା କାରୀ ଆଉ କେହି ନୁହେଁ ବରଂ ଜଣେ ପୋଲିସ ଏଆଇସି । ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମ…
ଗୋପାଳଙ୍କୁ କ୍ରାଇମବ୍ରଞ୍ଚର ଜେରା; ସାମ୍ନାକୁ ଆସିଲା ରୋଚକ ତଥ୍ୟ
ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣାରେ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ କ୍ରଇମବ୍ରଞ୍ଚ ଜେରା କରୁଛି । ଫଳରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ଗୋପାଳଙ୍କ ସର୍ଭିସ ବୁକ୍…
ବୟଫ୍ରେଣ୍ଡ ସହ ବୁଲିବାକୁ ଯାଇଥିଲେ ଯୁବତୀ, ନକଲି ପୋଲିସ ତାଙ୍କ ସହ ଏପରି କଲେ ଗଣଦୁଷ୍କର୍ମ
ଥାନେ: ମହାରାଷ୍ଟ୍ର ରାଜ୍ୟର ଥାନେ ଜିଲ୍ଲାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଥାନେର ଠାକୁରାଳୀ ରେଲୱେ ଷ୍ଟେସନ ପାଖରେ ପୋଲିସକର୍ମୀ ସାଜି ଏକ ୧୭ ବର୍ଷିୟ ଝିଅସହ ଗଣଦୁଷ୍କର୍ମ କାର୍ଯ୍ୟ କରିଛନ୍ତି । ଏହା…
ଗୁଳିମାଡରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅବସ୍ଥା ସଂକଟାପନ୍ନ; ଏୟାର ଲିଫ୍ଟ ଯୋଗେ ଘରୋଇଉ ହସ୍ପିଟାଲକୁ ସ୍ଥାନାନ୍ତର
ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ ହୋଇଛି । ଫଳରେ ତାଙ୍କ ଛାତିରେ ଗୁଳି ବାଜିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଫଳରେ ତାଙ୍କୁ ଝାରସୁଗୁଡାରୁ ଏୟାର ଲିଫ୍ଟ ଯୋଗେ ଭୁବବନେଶ୍ୱରର ଏକ…
(video)ମନ୍ତ୍ରୀଙ୍କୁ ଗୁଳିମାଡ କରିଲେ ପୋଲିସ କର୍ମୀ, କାରଣ ଅସ୍ପଷ୍ଟ
ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ହୋଇଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ତେବେ ଏହି ଘଟଣା ଆଉ କେହି ନୁହନ୍ତି ବରଂ ପୋଲିସ କର୍ମୀ କରିଥିବା ଏସଡିପିଓ ସୂଚନା ଦେଇଛନ୍ତି । ୫ ରାଉଣ୍ଡ ଗୁଳି ଚଳାଇବା…
ଭିକାରୀ ମହିଳାଙ୍କ ପାଖରୁ ବାହାରିଲା କୋଟିଏ ଟଙ୍କାର କ୍ୟାସ ଏବଂ ଦାମୀ କାର, ପୋଲିସ ନେଲା ଆକ୍ସନ
ନୂଆଦିଲ୍ଲୀ: ସଡ଼କ କଡ଼ରେ ବସୁଥିବା ଜଣେ ଭିକାରୀ ମହିଳାଙ୍କୁ ଗିରଫ କରିବା ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଛି । ମହିଳାଙ୍କ ପାଖରେ ଭାରି ରକମର କ୍ୟାସ ମିଳିଛି । ଖାଲି ଏତିକି ନୁହେଁ ତାଙ୍କ ନିକଟରୁ ଗୋଟେ ଦାମି କାର ମଧ୍ୟ…
କୁକୁରକୁ ଖାଇବା ଦେବା ପାଇଁ ଯାଇଥିଲେ, ହଠାତ କାର ଆସି ପହଁଚିଲା, ତା’ପରେ..
ଗାଜିଆବାଦ: ୟୁପିର ଗଜିଆବାଦରେ ଜଣେ ମହିଳା କୁକୁରକୁ ଖାଇବା ଦେବାକୁ ଯାଇ ଯୌନ ନିର୍ଯାତନାର ଶିକାର ହୋଇଥିବା କଥା ସାମ୍ନାକୁ ଆସିଛି । ମହିଳାଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।…
ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ଧରାପଡ଼ିଲେ ଏପରି
କେନ୍ଦୁଝର: ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର କୁମାର ସେଠୀ ଭିଜିଲାନ୍ସ ଜାଲରେ ଧରା ପଡିଥିବା କଥା ସାମ୍ନାକୁ ଆସିଛି, ସେ ଛୁଟି ଦରମା କରାଇଦେବା ପାଇଁ…
ଆୟୁର୍ବେଦ ଡାକ୍ତର କ୍ଲିନିକରେ ଚଲାଉଥିଲେ ଏହି ବେଆଇନ କାମ, ଯାହାପାଇଁ ତାଙ୍କୁ ଯିବାକୁ ପଡ଼ିଲା ଜେଲ
ନୂଆଦିଲ୍ଲୀ: ବୁଧବାରଦିନ ନୂଆଦିଲ୍ଲୀ ଗୁରୁଗ୍ରାମରେ ଏକ ଆୟୁର୍ବେଦ ଡ଼ାକ୍ତର ନିଜ କ୍ଲିନିକରେ ବେଆଇନ କାର୍ଯ୍ୟ କରି ଧରାପଡ଼ିଥିବା କଥା ସାମ୍ନାକୁ ଆସିଛି । ଏହି ବିଷୟରେ ପୋଲିସକୁ ଏକ ଗୁପ୍ତ ସୂଚନା ମିଳିବା ପରେ, ତଦନ୍ତ…