Browsing Category
ଅପରାଧ
Sexotortionରୁ କେମିତି ମିଳିବ ରକ୍ଷା? ଭିଡିଓ କଲ ପରେ ବ୍ଲାକମେଲ କରୁଛି ସୋସିଆଲ ମିଡିଆ ଗାର୍ଲଫ୍ରେଣ୍ଡ
ଆଜିକାଲି ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ରହିଛି । ଅଧିକାଂଶ ଲୋକ ଏହାଦ୍ୱାରା ଅନଲାଇନ ଡେଟିଂ ମଧ୍ୟ କରୁଥିବାର ଦେଖାଯାଇଛି । ତେବେ ଏହି ଅନଲାଇନ ଡେଟିଂ ପ୍ଲାଟଫର୍ମରେ କିଛି ଲୋକ ନାନା ସମସ୍ୟାର ସମ୍ମୁଖୀନ…
ରାତି ଅଧରେ ପୁଷ୍ପା ଷ୍ଟାଇଲରେ ହେଉଥିଲା କାଠ ଚୋରା ଚାଲାଣ ! ମାଡ଼ି ବସିଲା ବନ ବିଭାଗ
ସାରା ଦେଶରେ ପୁଷ୍ପା ଫିଲ୍ମ ରିଲିଜ ହେବା ପରେ ଅନେକ ଲୋକଙ୍କୁ ଏହାର ନିଶା ଘାରିଛି । ଏମିତିକି ଚୋରମାନେ ମଧ୍ୟ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ କପି କରିବା ଆରମ୍ଭ କରିଛନ୍ତି । ପୁଷ୍ପା ଷ୍ଟାଇଲରେ ଚାଲିଥିଲା ବେଆଇନ କାଠ…
ବେଆଇନ ଟଙ୍କା କାରବାରର ପର୍ଦ୍ଧାଫାସ୍ କରିବ ଇଡି, FIR କପି ହସ୍ତାନ୍ତର କଲା କମିଶନରେଟ ପୋଲିସ
ଭୁବନେଶ୍ୱର: ବ୍ଲାକମେଲିଂ ଓ ହତ୍ୟା ଧମକ ମାମଲାରେ ଗତକାଲି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ। ତେବେ ଆଜି ତାଙ୍କ ପାଇଁ ସମସ୍ୟା ଆହୁରି ବଢିଯାଇଛି। ଅର୍ଚ୍ଚନା ନାଗ ବେଆଇନ ଟଙ୍କା କାରବାରର ହେବ…
ବେଡରୁମରେ ପ୍ରେମିକ ସହ ରାସଲୀଳା କରୁଥିଲେ ବୋହୂ: ଶବ୍ଦ ଶୁଣି କବାଟ ଖୋଲିଦେଲେ ଶ୍ୱଶୁର, ଆଉ ତା’ପରେ…
ମହାରାଜଗଞ୍ଜ: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ଏକ ଗାଁରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ବେଡରୁମରେ ନିଜ ପ୍ରେମିକ ସହ ରାସଲୀଳା କରୁଥିବା ବୋହୂକୁ ଧରିପକାଇଲେ ଶ୍ୱଶୁର । ଏହି ମାମଲାକୁ ନେଇ ସ୍ଥାନୀୟ ଅଞ୍ଚଳରେ…
ଆଃ କି ଦୁଃଖ ! ଦୀପାବଳି ପାଇଁ ଅନଲାଇନରେ ହଜାର ଟଙ୍କାରେ କିଣିଲେ ମିଠା ବଦଳରେ ହରେଇଲେ ୨.୪ ଲକ୍ଷ ଟଙ୍କା
ମୁମ୍ବାଇ :ଦୀପାବଳି ଅବସରରେ ଅନ ଲାଇନରେ ମିଠା କିଣିବା ଜଣେ ମହିଳାଙ୍କ ପାଇଁ ଏତେ ଭାରୀ ପଡି ଗଲା ଯେ ସେ ପ୍ରାୟ ୨.୫ ଲକ୍ଷ ଟଙ୍କା ହରାଇଲେ। ମୁମ୍ବାଇର ଜଣେ ୪୯ ବର୍ଷୀୟା ମହିଳା ଦିୱାଲୀ ପାଇଁ ମିଠା କିଣିବାବେଳେ…
ନିଜ ଲୋକଙ୍କ ଉପରେ ମିଆଁମାର ସେନାର ଏୟାରଷ୍ଟ୍ରାଇକ, ୮୦ ମୃତ, ଶତାଧିକ ଆହତ
ନୂଆଦିଲ୍ଲୀ: ନିଜ ଲୋକଙ୍କ ଉପରେ ମିଆଁମାର ସେନାର ଏୟାର ଷ୍ଟ୍ରାଇକ୍। ଆକ୍ରମଣରେ ଗାୟକ ଏବଂ ସଙ୍ଗୀତଜ୍ଞଙ୍କ ସହିତ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। କାଚିନ ଜାତୀୟ ସଂଖ୍ୟାଲଘୁ…
Google ରେ ଏହା ସବୁ ସର୍ଚ୍ଚ କରିଲେ ଆପଣଙ୍କୁ ହେଇ ଯିବ ଜେଲ ,ସାବଧାନ ରୁହନ୍ତୁ …
ନୂଆଦିଲ୍ଲୀ : ଗୁଗୁଲ୍ ସର୍ଚ୍ଚ ହେଉଛି ଏକ ପ୍ଲାଟଫର୍ମ, ଯେଉଁଥିପାଇଁ ଆପଣ କିଛି ଜାଣିପାରିବେ ଏବଂ ଆବଶ୍ୟକତା ଅନୁଯାୟୀ ଫଳାଫଳ ପାଇପାରିବେ, କିନ୍ତୁ ଆପଣ ଜାଣନ୍ତି କି ଗୁଗୁଲ୍ ସର୍ଚ୍ଚରେ କରାଯାଇଥିବା ଆପଣଙ୍କର ଗୋଟିଏ…
ବିନା OTPରେ ଟଙ୍କା ଗାୟବ;ମୁଖ୍ୟ ଶାସନ ସଚିବଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାନ୍ସଫର ହେଲା ୪୦ ହଜାର
ବିହାର :ସାଇବର ଅପରାଧୀମାନେ ବିହାରରେ ହଇଚଇ ସୃଷ୍ଟି କରିବାରେ ଲାଗିଛନ୍ତି। ରାଜ୍ୟରେ ସାଇବର ଅପରାଧୀମାନେ ସାଧାରଣ କିମ୍ବା ସ୍ୱତନ୍ତ୍ର ସମସ୍ତଙ୍କୁ ଟାର୍ଗେଟ କରିବାରେ ନିୟୋଜିତ ଅଛନ୍ତି।ଏବେ ବିନା ଦ୍ୱିଧାରେ ବ୍ୟାଙ୍କ…
ଦୀପାବଳିରେ ଅଭାବନୀୟ, ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ପିପିଲିରେ ଯୁବକଙ୍କୁ ଗୁଳିମାଡ଼
ପୁରୀ: ଫୁଟିଲା ବୋମା ହେଲା ଗୁଳିମାଡ଼। ଦୀପାବଳୀ ଭଳି ଦିନରେ ପିପିଲିରେ ଘଟିଯାଇଛି ଏଭଳି ଅଘଟଣ। ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଏନସି ଅଞ୍ଚଳ ହନୁମାନ ମନ୍ଦିର ନିକଟରେ ଯୁବକଙ୍କୁ ଏହି ଗୁଳିମାଡ଼ ହୋଇଛି। ଏହି…
ଖାଇବା ଖରାପ ଥିଲା ବୋଲି ହୋଟେଲ ମାଲିକକୁ କଲେ ଅଭିଯୋଗ ;ରାଗରେ ହୋଟେଲ ମାଲିକ ଫିଙ୍ଗିଲା ଗରମ ତେଲ
କଟକ :ଅଭିଯୋଗ କରିବା ପଡିଲା ମହଙ୍ଗା। ହୋଟେଲରେ ରାତ୍ରୀ ଭୋଜନ କରୁଥିବା ଜଣେ ବ୍ୟକ୍ତିଙ୍କୁ ହୋଟେଲର ଖାଦ୍ୟର ସ୍ୱାଦ ପସନ୍ଦ ଆସିଲାନାହିଁ । ଏହାପରେ ସେ ହୋଟେଲ ମାଲିକଙ୍କ ନିକଟରେ ଅଭିଯୋଗ କରିଥିଲେ। ଖାଇବାର ଖରାପ ହେବା…