Browsing Category

ଅପରାଧ

OYO ହୋଟେଲରେ ପୋଲିସଙ୍କୁ ଚପଲରେ ନିର୍ଧୁମ ପିଟିଲେ ମହିଳା

ହରିୟାଣା: OYO ହୋଟେଲରେ ହଙ୍ଗାମା। ପୋଲିସ କର୍ମୀଙ୍କୁ ଚପଲରେ ନିର୍ଧୁମ ଛେଚିଲେ ମହିଳା। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଚପଲ ମାଡ଼ର ଭିଡ଼ିଓ। ହେଲେ ଜଣେ ପୋଲିସ କର୍ମାଚାରୀଙ୍କୁ ଜଣେ ମହିଳା କାହିଁକି ଏପରି…

ପୁରୁଷ ବନ୍ଧୁ କିଏ ? କାହାକୁ ହୋଇଥିଲା ଶେଷ କଲ୍ ? ମୃତ ଛାତ୍ରୀଙ୍କ ମୋବାଇଲ ସିଜ୍ କଲା ପୋଲିସ୍

କେନ୍ଦ୍ରାପଡା: ଛାତ୍ରୀ ପୋଡ଼ିଯିବା ଘଟଣା । ମୃତ ଛାତ୍ରୀଙ୍କ ମୋବାଇଲ ସିଜ୍ କଲା ପୋଲିସ । ପୁରୁଷ ବନ୍ଧୁ କିଏ ? ମୋବାଇଲ ଖୋଲିବ ଗୁମର । ମୋବାଇଲ କଲ ଡିଟେଲ୍ସର ଚାଲିଛି ଯାଞ୍ଚ । କାହାକୁ ହୋଇଥିଲା ଶେଷ କଲ ? ବ୍ଲାକମେଲ…

ୟୁଟ୍ୟୁବରୁ ଶିଖିଲେ; କାନରେ ଢାଳିଲେ ଘାଷ ମରା ଔଷଧ, ପ୍ରେମିକ ସହ ମିଶି ଏମିତି କଲେ ସ୍ବାମୀର ହତ୍ୟା…

ହାଇଦ୍ରାବାଦ: ହତ୍ୟା ଷଡ଼ଯନ୍ତ୍ରର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ତେଲେଙ୍ଗାନାର କରିମନଗରରେ ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହାୟତାରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସବୁଠୁ ବଡ଼…

ଲଙ୍ଗଳା କରି ପିଟୁଥିଲା..ଏକ୍ସ ପ୍ରେମିକା ସହ ଯୌନ ସମ୍ପର୍କ ରଖୁଥିଲା ସ୍ବାମୀ, ଏସବୁ ସହିନପାରି ଜୀବନ ହାରିଦେଲା ସ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆପାର୍ଟମେଣ୍ଟରେ ମର୍ଚ୍ଚାଣ୍ଟ ନେଭି ଅଧିକାରୀ ଅନୁରାଗ ସିଂହଙ୍କ ପତ୍ନୀ ମଧୁ ସିଂହଙ୍କ ରହସ୍ୟମୟ ମୃତ୍ୟୁ ହୋଇଛି । ବର୍ତ୍ତମାନ…

ମଜୁରୀ କରି ସ୍ତ୍ରୀର କୋଚିଂ ଫି ଭରିଲା ସ୍ବାମୀ, ଶଶୂର ଜମି ବିକିଲେ…ସରକାରୀ ଶିକ୍ଷକ ହେବା ମାତ୍ରେ ସ୍ତ୍ରୀ କହିଲା- “ତମେ କିଏ” ?

ରାଜସ୍ଥାନ: ୟୁପିର ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ପରି ସମାନ ମାମଲା ପୁଣି ଦେଖିବାକୁ ମିଳିଛି ରାଜସ୍ଥାନର ଭରତପୁର ଜିଲ୍ଲାରେ । ଏଠାରେ ଜଣେ ବ୍ୟକ୍ତି ବିବାହ ପରେ କଠିନ ପରିଶ୍ରମ କରି ତାଙ୍କ ସ୍ତ୍ରୀଙ୍କୁ ପଢାଇ ଲେଖାଇ…

ବିବାହର ମାତ୍ର 45 ଦିନ, 16 ବର୍ଷୀୟା କନିଆଁର ପସନ୍ଦ ନ ଥିଲା ବର; ଜଙ୍ଗଲକୁ ଡାକିଲା…ପ୍ରେମିକ ସହ ମିଶି କଲା ଏଭଳି କାଣ୍ଡ…

ଝାଡ଼ଖଣ୍ଡ: ବେୱାଫା ସୋନମ ରଘୁବଂଶୀଙ୍କ କାଣ୍ଡ କାରନାମା ପୂରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ଆଉ ଜଣେ ବେୱାଫା ପତ୍ନୀର କାହାଣୀ ଏବେ ସମସ୍ତଙ୍କୁ ଥରାଇ ଦେଇଛି । ଜଣେ ଯୁବକ ବହୁ ଆଡ଼ମ୍ବରର ସହିତ ଜଣେ 16 ବର୍ଷୀୟା…

ପୁଣି ଜଳିଗଲେ ଆଉ ଜଣେ ଯୁବତୀ; ବାପା ଆଣିଲେ ସାଂଘାତିକ ଅଭିଯୋଗ, ପୁରୁଷ ବନ୍ଧୁ କରୁଥିଲା ବ୍ଲାକମେଲିଂ

କେନ୍ଦ୍ରାପଡ଼ା: ପୁଣି ଜଳିଗଲେ ଆଉ ଜଣେ ଯୁବତୀ । କିରୋସିନି ଢାଳି ହୋଇ ଘର ଭିତରେ ଜିଅନ୍ତା ଜଳିଗଲେ ଯୁବତୀ । ଯୁବତୀ ଜଣକ ଜଳିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଅବାବନୀୟ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା…

ପୋଲିସ ବିଷ ରଖିଥିଲା, ଧମକାଇବାରୁ ପିଇଦେଲି…ବାଲିଚନ୍ଦ୍ରପୁର ଥାନା ହାଜତରେ ନିର୍ଯାତନା, ପ୍ୟାଣ୍ଟ ଖୋଲିବାକୁ ବାଧ୍ୟ କରିଥିଲା ପୋଲିସ!

ଭୁବନେଶ୍ବର: ଯାଜପୁର ବାଲିଚନ୍ଦ୍ରପୁର ଥାନା ହାଜତରେ ଦଳିତ ଯୁବକଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ରବୀନ୍ଦ୍ର ମଲ୍ଲିକ । ଥାନାରେ ପୋଲିସର ଥାର୍ଡ…

ଏକତରଫା ପ୍ରେମରେ ଯୁବକ ପାଗଳ, ଯୁବତୀଙ୍କ ଉପରେ ଚଳାଇଲେ ୪… ଦିଲ୍ଲୀରୁ ଆସିଲା ଛାତି ଧରାଇଦେବା ଭଳି ଘଟଣା

ନୂଆଦିଲ୍ଲୀ: ଏକତରଫା ପ୍ରେମର କରୁଣପରୀଣତି। ଚାଲିଗଲା ୧୫ ବର୍ଷ ଝିଅର ଜୀବନ। ଦିଲ୍ଲୀ ଜାହାଙ୍ଗୀରପୁରୀ ଅଞ୍ଚଳ ପୁଣିଥରେ ଚର୍ଚ୍ଚାରେ ରହିଛି। ଏଠାରେ ଏକତରଫା ପ୍ରେମ ହୋଇଗଲା କାଳ। ଅକାଳରେ ଚାଲିଗଲା ଜଣେ ୧୫ ବର୍ଷୀୟ…

ଏତେ ନିଷ୍ଠୁର ମଣିଷ…ରାତି ଅଧରେ ବିବାହିତା ପ୍ରେମିକାକୁ ଭେଟିବାକୁ ଯାଇଥିଲା ପ୍ରେମିକ, ବେଲ୍ଟରେ ପିଟିପିଟି ମାରିଦେଲେ ସ୍ବାମୀ-ଭାଇ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଣ୍ଡୱାରେ ସୋମବାର-ମଙ୍ଗଳବାର ରାତିରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଅଭିଯୁକ୍ତକୁ ଜ୍ବାଇଁ ଏବଂ ଶଳା ପ୍ରଥମେ ଯୁବକଙ୍କୁ ରଶିରେ ବାନ୍ଧି ଦେଇଥିଲେ ଏବଂ ପରେ ଏକ ବେଲ୍ଟ ଏବଂ…