fbpx
Browsing Category

ଅପରାଧ

ଭୁବନେଶ୍ୱର: ‘Ola’ ଡ୍ରାଇଭରଙ୍କୁ ଅପହରଣ କରି ୧୦ ଲକ୍ଷ ମାଗୁଛନ୍ତି ଦୁର୍ବୃତ୍ତ

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଅଧିକ ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ‘Ola’ ଡ୍ରାଇଭରଙ୍କୁ ଅପହରଣ ପରେ ମୁଣ୍ଡ ଜାମିନ ରଖି ଦୁର୍ବୃତ୍ତ ମାଗିଲେ ୧୦ ଲକ୍ଷ ଟଙ୍କା। ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ା…

ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରି ମେଡିକାଲରେ ଛାଡ଼ି ଫେରାର ହୋଇଗଲା ସ୍ବାମୀ

ବୀରମହାରାଜପୁର: (ଓଡ଼ିଶା ଭାସ୍କର) ସୁବର୍ଣ୍ଣପୁର ଜିଲ୍ଲା ସୁବଳିଆ ଥାନା ତଲେଇମାଳରେରୁ ସାମ୍ନାକୁ ଆସିଛି ହୃଦୟ ବିଦାରକ ଘଟଣା ।  ସ୍ତ୍ରୀକୁ ହତ୍ୟା ପରେ ମେଡିକାଲରେ ଛାଡ଼ି ସ୍ବାମୀ ଫେରାର । ସୁବଳିଆ ଥାନା ତଲେଇମାଳରେ…

ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନକାଉଣ୍ଟର: ଗୋଟିଏ ଦିନରେ ଓଡିଶା ପୋଲିସର ଡବଲ ଆକ୍ସନ

ଓଡିଶା ଭାସ୍କର; ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନକାଉଣ୍ଟର। ସତ୍ୟବାଦୀ ସୁଆଣ୍ଡୋ ଗ୍ରାମ ସାଗରସ୍ନାନ ମେଲଣ ପଡିଆ ଠାରେ ସତ୍ୟବାଦୀ ଥାନା ପୋଲିସ କାଳୁକୁ ଏନକାଉଣ୍ଟର କରିଥିବା ଜଣାପଡିଛି। ତେବେ ପୋଲିସର ଗୁଳି କାଳୁର…

ଚା’ ମାଗିବାରୁ ସ୍ୱାମୀ ଆଖିକୁ ଫୁଟାଇ ଦେଲା ସ୍ତ୍ରୀ…

ନୂଆଦିଲ୍ଲୀ: ଚା' ମାଗିବାରୁ ସ୍ୱାମୀର ଆଖିକୁ କଇଁଚିରେ ଆକ୍ରମଣ କରି ଫୁଟାଇଛି ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବାଘପାଟ ଜିଲ୍ଲାରେ । ତେବେ ଘଟଣା ପରେ ମହିଳା ଜଣଙ୍କ ଘଟଣା ସ୍ଥଳରୁ ପଳାୟନ…

କ୍ରିକେଟରରୁ ହେଲେ କନମ୍ୟାନ: ଋଷଭ ପନ୍ତଙ୍କୁ ୧.୬ କୋଟି ଟଙ୍କାର ଚୂନ ଲଗାଇଲେ ଏହି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଭାରତରେ କ୍ରିକେଟ ପାଇଁ ଲୋକମାନଙ୍କ ମଧ୍ୟରେ ଭିନ୍ନ ପ୍ରକାରର ପାଗଳାମି ଦେଖିବାକୁ ମିଳିଥାଏ । ଏପରିକି ଅନେକ କ୍ରିକେଟରଙ୍କୁ ଲୋକମାନେ ସେମାନଙ୍କର ଆଇଡଲ ବୋଲି ମାନିଥାନ୍ତି । କିନ୍ତୁ ଯଦି ଜଣେ କ୍ରିକେଟର…

ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଏନ୍‌କାଉଣ୍ଟର; ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହେଲା ଅପରାଧୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଏନ୍‌କାଉଣ୍ଟର। କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ପୋଲିସର ଏନ୍‌କାଉଣ୍ଟର। ରଘୁର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ, ଗୁରୁତର ଅବସ୍ଥାରେ କଟକ…

ଖୋଲା ସ୍ଥାନରେ ମଦ ପିଉଥିବା ମଦୁଆଙ୍କୁ ଧରାଇବା ପାଇଁ ଜାରି ହେଲା ନମ୍ବର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ସନ୍ଧ୍ୟାରେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ନୟାପଲ୍ଲୀ ଥାନା ଓ ଖଣ୍ଡଗିରି ଥାନା ଅଞ୍ଚଳରେ କଲୋନି, ଆବାସିକ ଅଞ୍ଚଳ, ମାର୍କେଟ୍ ଅଞ୍ଚଳରେ ଖୋଲା…

(Video) କ୍ୟାରିୟର ବର୍ବାଦ କରିଦେବି… IPL ଷ୍ଟାର କ୍ରିକେଟରଙ୍କୁ ଗାର୍ଲଫ୍ରେଣ୍ଡ ଦେଲେ ଧମକ

ନୂଆଦିଲ୍ଲୀ: ପ୍ରେମର ପଶାପାଲିରେ ଫସି ଯାଇଛନ୍ତି ଆଇପିଏଲର ଜଣେ ଷ୍ଟାର କ୍ରିକେଟର । ଏକ୍ସ ଗର୍ଲଫ୍ରେଣ୍ଡ ସିଦାସଳଖ କ୍ୟାରିୟର ବର୍ବାଦ କରି ଦେବା ପାଇଁ ଦେଉଛି ଧମକ । ଏ ନେଇ ଷ୍ଟାର ପ୍ଲେୟର ଏବେ ଥାନାର ଦ୍ୱାରସ୍ଥ…

ଫେସବୁକରେ ପ୍ରେମ ହେବା ପରେ ବିବାହ, ଚାକିରି ଆଶା ଦେଖାଇ ଲୁଟିଲେ ଲକ୍ଷ ଲକ୍ଷ ଟଙ୍କା, ଏବେ ସ୍ତ୍ରୀକୁ ଛାଡିଦେଲେ ଅଧା ରାସ୍ତାରେ

ପାଟଣା: ଜଣେ ବିବିଏସି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଙ୍କୁ ପୋଲିସକର୍ମୀଙ୍କ ଦ୍ୱାରା ପ୍ରେମରେ ଧୋକା ପାଇବା ମାମଲା ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଦୁଇ ତିନି ବର୍ଷ ପୂର୍ବରୁ ରିଲେସନସିପରେ ଆସିବା ପରେ ସେମାନେ…

ନାବାଳିକା ଝିଆରୀ ସହ ଯୌନ ସମ୍ପର୍କ…. ସ୍ୱାମୀର ଗୁପ୍ତାଙ୍ଗ କାଟି ପାଇଖାନାରେ ଫ୍ଲସ୍ କରିଦେଲା ସ୍ତ୍ରୀ

ଓଡ଼ିଶା ଭାସ୍କର: ନାବାଳିକା ଝିଆରୀ ସହ ଯୌନ ସମ୍ପର୍କ ରଖିବାରୁ ସ୍ବାମୀର ଗୁପ୍ତାଙ୍ଗ କାଟି ପାଇଖାନାରେ ଫିଙ୍ଗି ଫ୍ଲସ୍ କରିଦେଲା ସ୍ତ୍ରୀ। ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି ବ୍ରାଜିଲରେ । ୧୫ବର୍ଷୀୟା ନାବାଳିକା…