fbpx
BJD SKY
BJD SKY
Browsing Category

ଅପରାଧ

“ଆଉ ଟିକେ ନାଲି ଚଟଣୀ ଦିଅ!…” କହିବାରୁ ଗ୍ରାହକଙ୍କ ମୁହଁରେ ଛୁରୀ ଭୁଷିଲେ ଦୋକାନୀ

ନୂଆଦିଲ୍ଲୀ: "ଆଉ ଟିକେ ନାଲି ଚଟଣୀ ଦିଅ!...." ଏପରି କହିବା ଜଣେ ଗ୍ରାହକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପୂର୍ବ ଦିଲ୍ଳୀରେ ଜଣେ ବ୍ୟକ୍ତି ମୋମୋବାଲାକୁ ନାଲି ଚଟଣୀ ମାଗିବାରୁ ମୋମୋବାଲା ଗ୍ରାହକଙ୍କ ମୁହଁରେ…

ଯୁବତୀ ଅଧରାତିରେ ୭୧ ବର୍ଷୀୟ ଡାକ୍ତରଙ୍କୁ କଲେ ନ୍ୟୁଡ୍ କଲ୍‌, ତା’ପରେ ଘଟିଲା ଏପରି କିଛି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସେକ୍ସଟର୍ସନ ଗ୍ୟାଙ୍ଗ ୭୧ ବର୍ଷୀୟ ଜଣେ ଡାକ୍ତରଙ୍କୁ ନିଜର ଶିକାର ବନାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି । ପୀଡିତଙ୍କ ଅଭିଯୋଗ ପରେ ପୋଲିସ ଏଫଆଇଆର୍ ରୁଜୁ କରି ଦୋଷୀଙ୍କୁ…

Breaking News: ଗୁଣିଗାରେଡ଼ି ସନ୍ଦେହରେ ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ

ମାଲକାନଗିରି: ଗୁଣିଗାରେଡ଼ି ସନ୍ଦେହରେ ଆଜି ଜଣଙ୍କୁ ହତ୍ୟା କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ତଣ୍ଡାପାଲି ଗାଁରେ । ଏହି ଗାଁର ବାସିନ୍ଦା ଲକ୍ଷ୍ମା କବାସୀଙ୍କୁ ଗୁଣିଗାରେଡ଼ି…

ପ୍ରଥମେ କଫ ସିରପ ପିଆଇଲେ, ପରେ ମୁହଁକୁ ତକିଆରେ ଚାପି କଲେ ହତ୍ୟା, ଗୋଆ ମର୍ଡର କେସରେ ପୋଲିସର ବଡ଼ ଖୁଲାସା

ଗୋଆ: ଜଣେ ୪ ବର୍ଷର ଶିଶୁକୁ ନିଜ ମା ହତ୍ୟା କରିଛି। ତାଙ୍କ ପିତା ବୁଧବାର ଦିନ ବେଙ୍ଗାଲୁରୁରେ ଶବସତ୍କାର କରିଥିଲେ। ଏହି ହତ୍ୟା ମାମଲାରେ କର୍ଣ୍ଣାଟକର ଚିତ୍ରାଦୁରଗା ଠାରୁ ସୋଚନା ସେଥ ନାମକ ଜଣେ ମହିଳାଙ୍କୁ ଗିରଫ…

Breaking News: ଭୋଜିରୁ ସାଙ୍ଗମାନଙ୍କ ମଧ୍ୟରେ ଗଣ୍ଡଗୋଳ, ୩ ଆହତ

ଭୁବନେଶ୍ୱର: ସାଙ୍ଗମାନେ ମିଶି ଭୋଜି କରୁଥିବା ସମୟରେ ଗଣ୍ଡଗୋଳ ହେବା ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଗଣ୍ଡଗୋଳରେ ଫାଙ୍କା ଗୁଳି ଫୁଟାଯାଇଛି । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ପୋଲସରା ଅନ୍ତର୍ଗତ ଗରେଇଝୁଳି…

ପୁଣି ଆତଙ୍କବାଦୀ ଆକ୍ରମଣରେ ଥରିଲା ପାକିସ୍ତାନ, ୩ ପୋଲିସ ସହିତ ୪ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଥମିବାର ନାଁ ଧରୁନାହିଁ । ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ଥରିବାରେ ଲାଗିଛି । ପୂର୍ବରୁ ଯେଉଁ ଆତଙ୍କବାଦୀଙ୍କୁ ପାକିସ୍ତାନ ପାଳିଥିଲା ଏବେ ସେହି…

ପ୍ରେମରେ ରକ୍ତଛିଟା, ଯୁବତୀଙ୍କୁ ୧୦ରୁ ଅଧିକ ଥର ଛୁରାମାଡ

ଭୁୁବନେଶ୍ୱର: ଆଜିକାଲି ପ୍ରେମରେ ବିବାଦ ଓ ରକ୍ତପାତ ଘଟଣା ସାଧାରଣ ହୋଇଗଲାଣି । ଏହିପରି ଏକ ଘଟଣା ପୁଣି ଯାଜପୁର ଜିଲ୍ଲାରେ ଘଟିଛିି । କୌଣସି କାରଣକୁ ନେଇ ପ୍ରେମିକାକୁ ୧୦ରୁ ଅଧିକ ଥର ଛୁରା ମାଡ କରିଛି ପ୍ରେମିକ ।…

କୁକୁଡ଼ାଙ୍କୁ ଦିଆଯାଉଛି Shilajit-Viagra ମେଡିସିନ୍: ‘ଭୟାନକ ଗେମ୍’ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ମଣିଷ ନୁହେଁ, ଏଣିକି ପଶୁପକ୍ଷୀଙ୍କ ଶକ୍ତି ବଢାଇବା ପାଇଁ ବ୍ୟବହାର ହେଉଛି ଭୟାନକ ଔଷଧ । ଶୀଲାଜିତ୍ ଏବଂ ଭାଇଗ୍ରା ଭଳି ଔଷଧ ଦେଇ କୁକୁଡ଼ାଙ୍କ ଶକ୍ତି ଏକତ୍ର କରିବା ପାଇଁ ଯୋଜନା କରାଯାଉଛି । କାରଣ…

Breaking News: ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ଜଙ୍ଗଲ ଭିତରୁ ଜଣେ ଯୁବତୀଙ୍କର ଝୁଲନ୍ତା ମୃତଦେହ ଆଜି ଉଦ୍ଧାର କରାଯାଇଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ଏକ ଜଙ୍ଗଲରେ । ଯୁବତୀଙ୍କ ସହ ଦୁଷ୍କର୍ମ ପରେ ତାଙ୍କୁ ମାରି ଗଛରେ…

ମହିଳାଙ୍କ ଗାଧୋଇବାର ଭିଡିଓ ରେକର୍ଡିଂ କରୁଥିଲା ଯୁବକ; ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗାଁ ଲୋକ

ହୁବଲି: କର୍ଣ୍ଣାଟକର ହୁବଲି ଜିଲ୍ଲାରେ ଜଣେ ମହିଳା ନିଜ ଘରେ ଗାଧୋଉଥିବାର ଭିଡିଓ ରେକର୍ଡିଂ କରୁଥିବା ବେଳେ ଧରାପଡ଼ିବା ପରେ ଜଣେ ବ୍ୟକ୍ତିଙ୍କୁ ଗାଁ ଲୋକ ମାଡ଼ ମାରିଛନ୍ତି । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି,…