Browsing Category

ଅପରାଧ

ଖଲ୍ଲିକୋଟରେ ଦୁର୍ବୁତ୍ତଙ୍କ ଆତଙ୍କ, ବିଚ ରାସ୍ତାରେ ଯୁବକଙ୍କ ତଣ୍ଟି କାଟିଦେଇ ଚାଲିଗଲେ

ଖଲ୍ଲିକୋଟ: ଖଲ୍ଲିକୋଟ ମାଟିଆ ସାହି ଛକରେ ଦୁର୍ବୁତ୍ତଙ୍କ ଆତଙ୍କ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାସ୍ତା ମଝିରେ 3 ରୁ 4 ଦୁର୍ବୁତ୍ତ ମିଶି 2 ଯୁବକଙ୍କ ତଣ୍ଟି କାଟିଦେଇ ଚାଲିଗଲେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ…

‘ଏଥର ରାଖୀ ବାନ୍ଧି ପାରିବି ନାହିଁ…’: ଆତ୍ମହତ୍ୟା ପୂର୍ବରୁ ଭାଇ ପାଇଁ ହୃଦୟବିଦାରକ ଚିଠି

ଆନ୍ଧ୍ରପ୍ରଦେଶ: ଆତ୍ମହତ୍ୟା ପୂର୍ବରୁ ଭାଇ ପାଇଁ ଭଉଣୀ ଲେଖିଲା ହୃଦୟବିଦାରକ ଚିଠି। ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲା ଉୟୁରୁ ମଣ୍ଡଳର କଲାଭାପାମୁଲା ଗାଁରେ ୨୪ ବର୍ଷୀୟା ଯୁବତୀ ଶ୍ରୀବିଦ୍ୟା, ଯିଏ ଏକ ଘରୋଇ…

କ୍ରୋଧର ସୀମା ପାର୍…ପ୍ରେମ ବିବାହକୁ ନେଇ ରାଗିଗଲେ ପରିବାର, ଜ୍ୱାଇଁଙ୍କୁ ମାଡ଼ ମାରିଲେ ଝିଅକୁ ବଳପୂର୍ବକ ଅପହରଣ କଲେ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଫିଲ୍ମ "ଧଡକ"କୁ ମନେ ପକାଇବା ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ କିଛି ଲୋକ ଆନ୍ତଃଜାତି ପ୍ରେମ ବିବାହ କରିଥିବା ଏକ ଦମ୍ପତିଙ୍କୁ ଆକ୍ରମଣ କରିଛନ୍ତି ।…

କିନ୍ନରଙ୍କ ଗଳା କାଟି ହତ୍ୟା; ବ୍ରିଜ୍ ତଳୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ନୂଆଦିଲ୍ଲୀ: କିନ୍ନରଙ୍କ ଗଳା କାଟି ହତ୍ୟା; ବ୍ରିଜ୍ ତଳୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ। ଦିଲ୍ଲୀର ମଧୁ ବିହାର ଅଞ୍ଚଳରେ ଜଣେ କିନ୍ନରଙ୍କ ଗଳା କାଟି ହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।…

ଚାପୁଡା ମାରି ପେଟକୁ କେଞ୍ଚିଦେଲେ…ହସ୍ପିଟାଲରେ ଗର୍ଭବତୀଙ୍କୁ ନିର୍ଯାତନା, 14 ଘଣ୍ଟା ଧରି ଛଟପଟ କଲେ ତାପରେ…

ନୂଆଦିଲ୍ଲୀ:  ଶନିବାର ଦିନ ମହାରାଷ୍ଟ୍ରର ୱାଶିମ ଜିଲ୍ଲାର ଏକ ମହିଳା ହସ୍ପିଟାଲରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଜଣେ ଗର୍ଭବତୀ ମହିଳା 7 ଘଣ୍ଟା ଧରି ପ୍ରସବ ଯନ୍ତ୍ରଣା ସହିଥିଲେ, କିନ୍ତୁ ତାଙ୍କୁ ଦେଖିବାକୁ କେହି…

ଅବୈଧ ସମ୍ପର୍କ; ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଦୃଶ୍ୟମ୍ ଫିଲ୍ମ ଦେଖି କରିଥିଲେ ଷଡ଼ଯନ୍ତ୍ର

ହରିୟାଣା: ପ୍ରେମ କଲା ବାଇଆ। ପଡ଼ୋଶୀ ବନ୍ଧୁ ନେଇଗଲା ବନ୍ଧୁର ଜୀବନ। ଫିଲ୍ମ ଦେଖି ଭିଲିୟାନ ସାଜିଥିଲେ ସ୍ତ୍ରୀ। ହରିୟାଣାର ଗୁରୁଗ୍ରାମରୁ ଏକ ଖବର ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜଣେ ପଡ଼ୋଶୀ…

ମଣିଷଖିଆ ଚିତାବାଘ; ୨ ବର୍ଷର ଝିଅକୁ ଘରୁ ଟେକିନେଇ ମାରିଦେଲା

ଗୁଜୁରାଟ: ଚିତାବାଘ ଆକ୍ରମଣରେ ୨ ବର୍ଷୀୟା ଝିଅର ମୃତ୍ୟୁ। ଗୁଜୁରାଟର ଗିର ସୋମନାଥ ଜିଲ୍ଲାରେ ଚିତାବାଘ ଆକ୍ରମଣରେ ଜଣେ ୨ ବର୍ଷର ଝିଅର ମୃତ୍ୟୁ ଘଟିଛି। ଶିଶୁଟିର ମୃତଦେହ ୫୦୦ ମିଟର ଦୂରରେ ଏକ ଆମ୍ବ ବଗିଚାରୁ ମିଳିଛି।…

ପ୍ରେମିକ ସାଜିଲା ପିଶାଚ, ଅନ୍ୟ ଆଡେ ବାହା ହେବ ବୋଲି ପ୍ରେମିକାକୁ ତଣ୍ଟି ଚିପି ମାରିଦେଲା

ନବରଙ୍ଗପୁର: କୋଷାଗୁମୁଡ଼ା ଯୁବତୀ ମୃତ୍ୟୁ ଘଟଣାର ହେଲା ପର୍ଦ୍ଦାଫାଶ। ଅନ୍ୟ ଆଡେ ବିବାହ କରିବା ପାଇଁ ପୁରୁଷ ବନ୍ଧୁ କରିଥିଲେ ଏଭଳି କାମ। ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟଣାର…

ସ୍ତ୍ରୀର ଜ୍ୱାଳା ସହିପାରିଲାନି ସ୍ୱାମୀ, ଛାଡ଼ପତ୍ର ପାଇଁ ମାଗୁଥିଲା ୨୦ ଲକ୍ଷ, ଜୀବନ ଦେଇଦେଲା ସ୍ୱାମୀ

ଉତ୍ତରପ୍ରଦେଶ: ସ୍ତ୍ରୀ କଲା ହଇରାଣ, ଜୀବନ ଦେଇଦେଲା ସ୍ୱାମୀ। ଉତ୍ତରପ୍ରଦେଶ ବୁଲନ୍ଦସହରରେ ସ୍ତ୍ରୀ ଠାରୁ ହଇରାଣ ହୋଇ ଆତ୍ମହତ୍ୟା କଲା ସ୍ୱାମୀ। ମୃତକ ଅଙ୍କିତ ଗୋଏଲ ଡିପ୍ଟିଗଞ୍ଜର ବାସିନ୍ଦା। ବୁଲେନ୍ଦସହରର…

‘ମୁଁ ଭଗବାନଙ୍କୁ ଭେଟିବାକୁ ଚାହୁଁଛି, ତେଣୁ…’, ଭଗବାନଙ୍କୁ ଭେଟିବା ପାଇଁ ମହିଳା ନେଲେ ଏଭଳି ପଦକ୍ଷେପ

ହାଇଦ୍ରାବାଦ: କ’ଣ ଜଣେ ବ୍ୟକ୍ତି ଭଗବାନଙ୍କୁ ଭେଟିବା ପାଇଁ ଆତ୍ମହତ୍ୟା କରିପାରେ? ତେଲେଙ୍ଗାନାର ହାଇଦ୍ରାବାଦରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ୪୩ ବର୍ଷୀୟ ମହିଳା ପଞ୍ଚମ ମହଲାରୁ…