Browsing Category

ଅପରାଧ

RJD ବିଧାୟକଙ୍କ ଦବଙ୍ଗଗିରି; “ସଚିବଙ୍କୁ ଜୋତାରେ ସେକିବି” ! ସଚିବଙ୍କ ଜବାବ…audio viral

ପାଟଣା: ପୁଣି ବିବାଦ ଘେରରେ ବିହାରର ରାଷ୍ଟ୍ରୀୟ ଜନତା ଦଳ ବିଧାୟକ ଭାଇ ବୀରେନ୍ଦ୍ର । ତାଙ୍କର ଏକ କଥିତ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ ମାନେରର ଜଣେ ପଞ୍ଚାୟତ ସଚିବଙ୍କ ସହ…

୭୦ ବର୍ଷର ବାପା ସାଜିଲା ଯମଦୂତ… ୩ ଝିଅଙ୍କୁ ଦେଲା ବିଷ, ଜଲ୍ଲାଦ ବାପାକୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ: କେଉଁ ବାପା କେବେ ନିଜ ପିଲାଙ୍କ ହତ୍ୟାକାରୀ ହୋଇପାରେ। ଜଣେ ୭୦ ବର୍ଷର ବାପା ପିଲାଙ୍କ ପାଇଁ ପାଲଟିଲା ଯମ। ତିନି ଝିଅଙ୍କୁ ହତ୍ୟା କରିବାକୁ ରଚିଥିଲା ଷଡ଼ଯନ୍ତ୍ର। ବଡ଼ ଝିଅ ଏଥିରୁ ଅଳ୍ପକେ ବଞ୍ଚିଯାଇଥିବା…

ଶୁକ୍ରାଣୁ ତସ୍କରୀର ପର୍ଦ୍ଦାଫାଶ; ସରୋଗେସି ନାଁରେ 35 ଲକ୍ଷ ଚଳୁ, ଡାକ୍ତରଙ୍କ ସମେତ ୧୦ ଗିରଫ

ହାଇଦ୍ରାବାଦ: DNA ଧରିଲା ସତ । ସରୋଗେସି ନାଁରେ ଚାଲିଥିଲା ଶୋଷଣ । ସିକନ୍ଦରାବାଦ ଫର୍ଟିଲିଟି ସେଣ୍ଟରରେ ଚାଲିଥିବା ଅବୈଧ ସରୋଗେସି ଖେଳ । ଶୁକ୍ରାଣୁ ଚୋରାଚାଲାଣରେ ଜଡିତ ଏକ ଫର୍ଟିଲିଟି ସେଣ୍ଟରର ହୋଇଛି ପର୍ଦ୍ଦାଫାସ…

ଚଳନ୍ତା ବିମାନରେ ବ୍ୟକ୍ତିଙ୍କ ହାଇଡ୍ରାମା, ଧମକ ଦେଲେ ବମ୍‌ରେ ଉଡ଼ାଇ ଦେବି… ହେଲା ଏମରଜେନ୍ସି ଲ୍ୟାଣ୍ଡିଂ

ୟୁକେ: ବ୍ରିଟେନ୍ ଲୁଟନ୍ରୁ ଗ୍ଲାସଗୋ ଯାଉଥିବା ଏକ ଇଜିଜେଟ୍ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଜଣେ ଯାତ୍ରୀଙ୍କ କାରଣରୁ ପାଇଲଟ୍‌ଙ୍କୁ ଗ୍ଲାସଗୋ ବିମାନବନ୍ଦରରେ ବିମାନ ଅବତରଣ କରିବାକୁ ପଡିଥିଲା। କାରଣ…

ରାକ୍ଷୀ ବାହାନାରେ ବାପଘରକୁ ଆସି ପ୍ରେମିକ ସହ ଫେରାର ନୂଆବୋହୂ, ମୁଣ୍ଡ ବାଡେଇ କାନ୍ଦୁଛି ସ୍ୱାମୀ

ଉତ୍ତରପ୍ରଦେଶ:  ଆଗକୁ ରାକ୍ଷୀ ପୂର୍ଣ୍ଣମି ଆସୁଛି ମୁଁ ମୋ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ବାପଘରକୁ ଯିବି କହିବାରୁ ନୂଆ ବୋହୁକୁ ବିନା ଦ୍ୱିଧାରେ ଶ୍ୱଶୁର ଘର ଲୋକ ବାପ ଘରକୁ ପଠାଇଦେଲେ। ହେଲେ ବାପଘରେ…

ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍; ପୋଷ୍ଟ ହୋଇଛି ଅଶ୍ଳୀଳ ଭିଡ଼ିଓ, ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ୍ ବି ହ୍ୟାକ୍

ଭୁବନେଶ୍ବର: ଉଚ୍ଚଶିକ୍ଷାରେ ହ୍ୟାକର ଆତଙ୍କ। ଉଚ୍ଚଶିକ୍ଷା ବିଭାଗର ଇନ୍ ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍। ସେପଟେ ରେଭେନ୍ସା ବିଶ୍ବବିଦ୍ୟାଳୟ ୱେବସାଇଟକୁ ହ୍ୟାକ କରିଛନ୍ତି ହ୍ୟାକର। ୪ ତାରିଖରୁ ଉଚ୍ଚଶିକ୍ଷା ବିଭାଗ…

ପାରା ଚୋରି ସନ୍ଦେହ; ୭ମ ଶ୍ରେଣୀ ଛାତ୍ରକୁ ତଣ୍ଟି ଚିପି ହତ୍ୟା, ଭୟଙ୍କର ପରିଣାମ ଭୋଗିବାକୁ ମିଳିଥିଲା ଧମକ

ଅମୃତସର: ପଞ୍ଜାବର ମାନସା ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ପାରା ଚୋରି ସନ୍ଦେହରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରକୁ ହତ୍ୟା କରାଯାଇଛି । ପିଲାଟି ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ତାକୁ 13…

ଡାକ୍ତରଖାନାରେ ରୋଗୀକୁ ନିଶା ଇଞ୍ଜେକ୍ସନ ଦେଇ ବଳାତ୍କାର, CCTV ରେ କଏଦ ହେଲା ସମ୍ପୂର୍ଣ୍ଣ ଘଟଣା

ଉତ୍ତରପ୍ରଦେଶ: ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇଥିବା ଜଣେ ମହିଳାଙ୍କୁ ବେହୋସ କରି କରାଗଲା ବଳାତ୍କାର। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବଳରାମପୁର ଜିଲ୍ଲାରେ। କୋତୱାଲି ଗାସଡି…

ଟିଟିଲାଗଡ଼ରେ ୨୦ ହଜାର ଟଙ୍କାରେ ବିକ୍ରି ହେଲା ଶିଶୁ କନ୍ୟା!

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ ୨୦ ହଜାର ଟଙ୍କାରେ ବିକ୍ରି ହେଲା ଶିଶୁ କନ୍ୟା। ଭାଲେଗାଁ ପଞ୍ଚାୟତ ବାଗଡେର୍ ଗାଁରେ ଶିଶୁ କନ୍ୟା ବିକ୍ରି ହୋଇଥିବା ଅଭିଯୋଗ ହୋଇଥିବାବେଳେ ଦାରିଦ୍ର୍ୟତା ଯୋଗୁଁ ଏପରି…

“ତେରି ମା କା *** “, ମନ୍ଦିର ଭିତରେ ପଶି ମାଡ଼ ମାରିବା ସହିତ ଖଣ୍ଡା ଦେଖାଇ ଗୁଣ୍ଡାଗିରି!

ମଧ୍ୟପ୍ରଦେଶ: ମନ୍ଦିର ଭିତରେ ପଶି ପୂଜାରୀଙ୍କ ସହିତ ଭକ୍ତଙ୍କୁ ମା' ଭଉଣୀ କରି ଶୋଧିଲେ ଦୁର୍ବୁତ୍ତ। ମଧ୍ୟପ୍ରଦେଶର ପ୍ରସିଦ୍ଧ ଚିନ୍ତାମଣି ଗଣେଶ ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯାହାର ଭିଡିଓ ଏବେ ସୋସିଆଲ…