fbpx
Browsing Category

ଅପରାଧ

ରୋହିତଙ୍କ ବିରୋଧରେ ପୁଣେ ପୋଲିସର ପଦକ୍ଷେପ: ବାଂଲାଦେଶ ବିପକ୍ଷ ମ୍ୟାଚ ପୂର୍ବରୁ ବଡ଼ ଭୁଲ କରି ଦେଲେ

ନୂଆଦିଲ୍ଲୀ: ବିଶ୍ୱକପର ୧୭ତମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଏବଂ ବାଂଲାଦେଶ । କିନ୍ତୁ ଏହି ମ୍ୟାଚ ପୂର୍ବରୁ ଭାରତର ଅଧିନାୟକ ରୋହିତଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଯାହା ଫଳରେ ପୁଣେ ପୋଲିସ ରୋହିତଙ୍କ ବିରୋଧରେ…

କ୍ୟାପିଟାଲ ହସ୍ପିଟାଲ ଲାବୋରେଟୋରୀରୁ ଚୋରି, ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଲାବୋରେଟୋରୀରୁ ଚୋରି ହୋଇଛି । ହସ୍ପିଟାଲରେ ମୂଲ୍ୟବାନ ଜିନିଷ ଚୋରି ହୋଇଥିବା ଜଣାପଡିଛି । ଏଥିରେ…

ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ସମସ୍ତ ୫ ଅପରାଧୀଙ୍କୁ କରାଗଲା ଦୋଷୀ ସାବ୍ୟସ୍ତ, ୧୫ ବର୍ଷ ପରେ ହେଲା ଶୁଣାଣି

ନୂଆଦିଲ୍ଲୀ: ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦିଲ୍ଲୀର ସାକେଟ କୋର୍ଟ ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ନିଷ୍ପତ୍ତି ଘଟଣାର ୧୫ ବର୍ଷ ପରେ ନିଆଯାଇଛି । ଏବେ ଏହି ମାମଲାରେ ୨୬…

ମୋବାଇଲ ପାଇଁ ସାଙ୍ଗକୁ ମାରିଲା ସାଙ୍ଗ; ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଚାନ୍ଦବାଲି: (ଓଡ଼ିଶା ଭାସ୍କର) ସବୁ ବେଳେ ମୋବାଇଲେ ଦୁଇ ସାଙ୍ଗ ମିଶି ଦେଖନ୍ତିୁ । କିନ୍ତୁ ସେହି ସାଙ୍ଗ ଯେ ସାଙ୍ଗର ଜୀବନ ନେବ କିଏ ବା ଜାଣିଥିଲା । ମୋବାଇଲ ପାଇଁ ଜୀବନ ନେଇଗଲା ସାଙ୍ଗର । ମୋବାଇଲ ପାଇ ସାଙ୍ଗ ଯେ…

ଝିଅକୁ ମାରି ଜଙ୍ଗଲରେ ପୋତିଦେଲା ମା’ !; ଜଙ୍ଗଲରୁ ମୃତଦେହ ଠାବକରି ମାଆକୁ ଅଟକ ରଖିଲା ପୋଲିସ

ବାଲିଗୁଡ଼ା: (ଓଡିଶା ଭାସ୍କର) ଚାରି ବର୍ଷର ଝିଅକୁ ମାରି ପୋତିଦେଲା ମାଆ । ସାରଙ୍ଗରୁ ଆସିଲା ହୃଦୟ ବିଦାରକ ଖବର । ଝିଅକୁ ମାରି ଜଙ୍ଗଲରେ ପୋତିଦେଲା ମାଆ ! ଜଙ୍ଗଲରୁ ମୃତଦେହ ଜବତ ସହ ମାଆକୁ ଅଟକ ରଖିଛି ପୋଲିସ ।…

ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ; ଏସପ୍ଲାନେଟ୍ ମଲ୍ ଆଗରୁ ଉଠାଇନେଲେ ଦୁର୍ବୃତ୍ତ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ । ଏସପ୍ଲାନେଟ୍ ମଲ୍ ଆଗରୁ ଯୁବକଙ୍କୁ ଅପହରଣ । ଏକ କାରରେ ଆସି ଉଠାଇନେଲେ ଚାରି ରୁ ପାଞ୍ଚ ଯୁବକ । ସନ୍ଧ୍ୟା ବେଳେ ରସୁଲଗଡ଼ ଏସପ୍ଲାନେଟ୍…

ପୁଣି ଦୁଷ୍କର୍ମ ମାମଲା: ଗୋଟିଏ ନାବାଳିକା ସହ ୭ଜଣ ମିଶି କଲେ ଗ୍ୟାଙ୍ଗ ରେପ୍, ୪ ଜଣ ଗିରଫ

ନୂଆଦିଲ୍ଲୀ: ସୋମବାର ଦିନ ମହାରାଷ୍ଟ୍ରର ଭବାନ୍ଦୀରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଭବାନ୍ଦୀର ଖାରବାଭ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୭ଜଣ ମିଶି ବଳାତ୍କାର କରିଛନ୍ତି। ଘଟଣା ଜଣା ପଡିବା ମାତ୍ରେ ପୋଲିସ…

ପୁଣି ଖାକିରେ ଦାଗ; ଗୁଣିଗାରେଡି ଆଳରେ ୧୫ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ହୋମଗାର୍ଡ ଗିରଫ

ମୟୁରଭଂଜ: (ଓଡ଼ିଶା ଭାସ୍କର) ପୁଣି ଖାକିରେ ଲାଗିଲା ଦାଗ, ଗୁଣିଗାରେଡି ଆଳରେ୧୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହେଲେ ହୋମଗାର୍ଡ । ସମାଜ ଯେତେ ଆଗକୁ ଗଲେ ମଧ୍ୟ ଅନ୍ଧବିଶ୍ବାସ ଗୁଣିଗାରେଡି ବିବାଦ ପିଛା…

BIG BREAKING; କୋର୍ଟ କ୍ୟାମ୍ପସରୁ ଚମ୍ପଟ ମାରିଲା ବିଚାରାଧୀନ କଏଦୀ

ଓଡିଶା ଭାସ୍କର; କୋର୍ଟ କ୍ୟାମ୍ପସରୁ ଚମ୍ପଟ ମାରିଲା କଏଦୀ । ଝାରପଡା ଜେଲରୁ ଜଣେ କଏଦୀ କୋର୍ଟ ଆସିଥିବା ବେଳେ ପୋଲିସକୁ ଚକମା ଦେଖାଇ ଫେରାଇ ହୋଇଯାଇଛି । ଫିଲ୍ମ ଷ୍ଟାଇଲିରେ କଏଦୀ ଜଣକ ଆଇନ ଜାଲରୁ ଫେରାର ହୋଇଥିବା…

ଜେଲ ଗଲେ ପାରାଦୀପର ଲାଞ୍ଚଖୋର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ

ଭୁବନେଶ୍ୱର; ଜେଲଗଲେ ପାରାଦୀପର ଲାଞ୍ଚଖୋର ଡାକ୍ତର । ସିବିଆଇ ଦ୍ୱାରା ଗିରଫ ଅଭିଯୁକ୍ତ ଡ଼. ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଆଜି କୋର୍ଟରେ ହାଜର କରାଯିବା ପରେ ଜେଲ ପଠାଇ ଦିଆଯାଇଛି । ତେବେ ଆଜି ସିବିଆଇର ୫…