CHARIDHAM
Browsing Category

ଅପରାଧ

Myntra ବିରୋଧରେ EDର ବଡ଼ କାର୍ଯ୍ୟାନୁଷ୍ଠାନ, 1654 କୋଟିର ଅନିୟମିତତା ଅଭିଯୋଗ

ନୂଆଦିଲ୍ଲୀ: Myntra ବିରୋଧରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ । ବେଙ୍ଗାଲୁରୁ ଜୋନାଲ କାର୍ଯ୍ୟାଳୟ, ବିଦେଶୀ ମୁଦ୍ରା ପରିଚାଳନା ଆଇନ 1999 (FEMA) ର ଧାରା 16(3) ଅନୁଯାୟୀ Myntra, ଏହାର ସହଯୋଗୀ କମ୍ପାନୀ ଏବଂ…

“ମୋତେ କଲିଜା ଆଉ ରକ୍ତ ଦେ… ତୋ ସ୍ତ୍ରୀକୁ ମୁଁ ଫେରାଇ ଆଣିବି”

ଜୟପୁର: ରାଜସ୍ଥାନ ଅଲୱର ଜିଲ୍ଲା ସରାଇ କଲାନ ଗ୍ରାମରେ ଘଟିଯାଇଛି ଏକ ଜଘନ୍ୟ କାଣ୍ଡ । ସ୍ତ୍ରୀ ଲୋଭରେ ସ୍ୱାମୀ ନିଜ ଭଣଜାକୁ ହତ୍ୟା କରିଛି । ଜୁଲାଇ ୧୯ରେ ଲୋକେଶ ନାମକ ବାଳକ ଘରେ ନ ମିଳିବାରୁ ଘର ଲୋକେ ସ୍ଥାନୀୟ…

BREAKING: ରାଜଧାନୀରୁ ସିନ୍ଥେଟିକ ଡ୍ରଗ୍ସ ଜବତ, ଯୁବକ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ସିନ୍ଥେଟିକ୍ ଡ୍ରଗ୍ସ ଠାବ। ୨୩ ବର୍ଷିୟ ଯୁବକଙ୍କ ପାଖକୁ ଆସିଥିଲା ପାର୍ସଲ। ଅଭିଯୋଗ ପରେ ଆର୍ଯ୍ୟମାନ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ଏନସିବି।…

“ମୁଁ ରହିବାକୁ ଚାହୁଁନି, ବୋଉକୁ ଭଲରେ ରଖିବୁ” ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ବୃଦ୍ଧ

ଦିଗପହଣ୍ଡି: କିରୋସିନ ଢାଳି ନିଜକୁ ଜାଳି ଦେଲେ ବୃଦ୍ଧ । ସାନଖେମୁଣ୍ଡି ବ୍ଲକ ବଢ଼ିଉସ୍ତା ଗାଁରେ ଘଟିଯାଇଛି ଏହି ଅଘଟଣ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ, ଘଟଣାର ସୂଚନା ପାଇ ପାଟପୁର ପୋଲିସର ତଦନ୍ତ ଆରମ୍ଭ । ଆହତ…

‘ମୁଁ ତୋ ଠାରୁ ବହୁତ ସୁନ୍ଦର, ଆଉ ତୁ…’,ସୁନ୍ଦର ଦିଶିଲାନି ବୋଲି ସ୍ୱାମୀକୁ ମାରିଦେବାକୁ ଧମକ ଦେଲା ସ୍ତ୍ରୀ!

ମଧ୍ୟପ୍ରଦେଶ: 'ମୁଁ ବହୁତ ସୁନ୍ଦର, ଆଉ ତୁମେ...', ବିବାହର ଦୁଇ ବର୍ଷ ପରେ ସ୍ତ୍ରୀର ମନୋଭାବ ବଦଳିଗଲା, ତା ପରେ ସ୍ୱାମୀକୁ ମାରିବାକୁ ଦେଲା ଧମକ! ମଧ୍ୟପ୍ରଦେଶର ଛତରପୁରରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ବିରୋଧରେ…

ଦେଢ଼ଶୁରକୁ ବାଇଆ କଲା ଭାଇବୋହୂ, ଛୁରୀ ଦେଖାଇ ନେଲା ଟେକି… ‘ମୋ ସ୍ତ୍ରୀକୁ ଫେରାଇ ଆଣ’, ଥାନାରେ କହିଲା ସ୍ୱାମୀ

ମଧ୍ୟପ୍ରଦେଶ: ମୋର ୩ଟା ଛୁଆ, ସେମାନେ ତାଙ୍କ ମା’କୁ ଖୋଜୁଛନ୍ତି। ଆପଣଙ୍କ ଗୋଡ଼ ହାତ ଧରୁଛି ମୋ ସ୍ତ୍ରୀକୁ ଫେରାଇ ଆଣ। ସେ ଯେଉଁଠି ଥାଉ ତାକୁ ଫେରାଇ ଆଣ। ଥାନାରେ ସ୍ୱାମୀ ପୋଲିସ ଆଗରେ ଏଭଳି ନେହୁରା ହୋଇଛନ୍ତି।…

ହୃଦୟ ବିଦାରକ.. ପ୍ରେମିକା ଏବଂ ଝିଅକୁ ହତ୍ୟା କରି ରାତିସାରା ଶବ ପାଖେ ବସିରହିଲା, କାନ୍ଥରେ ଲିପଷ୍ଟିକରେ ଲେଖିଲା ‘ମୁଁ ହିଁ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ସମ୍ବେଦନଶୀଳତାର ସୀମା ପାର କରି ଦୁଇଜଣଙ୍କୁ ହତ୍ୟା କରିଛନ୍ତି । ସେ ପ୍ରଥମେ ତାଙ୍କ ପ୍ରେମିକାଙ୍କୁ ଗଳାକାଟି ହତ୍ୟା…

“ଫ*** ଅଫ୍‌, ଇଣ୍ଡିଆନ୍‌”, ଅଷ୍ଟ୍ରେଲିଆରେ ଭାରତୀୟ ଯୁବକଙ୍କୁ ଜାତିଗତ ନିର୍ଯାତନା ସହ ନିର୍ମମ ଆକ୍ରମଣ

ନୂଆଦିଲ୍ଲୀ: କାର ପାର୍କିଂ ଓ ଜାତି ଗୋତ୍ରକୁ ନେଇ ଜଣେ ଭାରତୀୟ ଯୁବକଙ୍କ ଉପରେ ନିର୍ମମ ଆକ୍ରମଣ! ଦକ୍ଷିଣ ଅଷ୍ଟ୍ରେଲିଆର ଆଡିଲେଡ୍‌ରେ ଗତ ସପ୍ତାହରେ ଜଣେ ଭାରତୀୟ ଯୁବକଙ୍କ ଉପରେ ନିର୍ମମ ଆକ୍ରମଣ ଓ ଜାତିଗତ ଅପମାନର…

ଆୟରଲ୍ୟାଣ୍ଡରେ ଭାରତୀୟ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପୋଷାକ କାଢ଼ିଲେ ବ୍ଲେଡରେ ଆଘାତ କଲେ

ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡର ରାଜଧାନୀ ଡବଲିନରେ ଜଣେ 40 ବର୍ଷୀୟ ଭାରତୀୟ ବ୍ୟକ୍ତିଙ୍କୁ ଏକ ଜାତିଭେଦବାଦୀ ଗୋଷ୍ଠୀ ଆକ୍ରମଣ କରିଛନ୍ତି । ଆକ୍ରମଣକାରୀମାନେ ସେହି ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ ଏବଂ ତାଙ୍କ ପୋଷାକ ମଧ୍ୟ…

“EMI ସୁଝ, ନହେଲେ ଭାଇରାଲ କରିଦେବି ଭିଡ଼ିଓ”, ସ୍ତ୍ରୀ ଗାଧୋଇବାର ଭିଡିଓ ରେକର୍ଡ କରି ବ୍ଲାକମେଲ୍ କଲା ସ୍ୱାମୀ

ପୁଣେ: ଗାଧୋଇବା ସମୟର ଗୁପ୍ତ ଭିଡ଼ିଓ ଭାଇରାଲ କରିଦେବାକୁ ସ୍ୱାମୀ ଦେଲା ଧମକ, କରିଲା ବ୍ଲାକମେଲ। ପୁଣେରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଗାଧୋଇବା ସମୟରେ ଗୁପ୍ତ…