Browsing Category
ଅପରାଧ
Breaking: ଭୁବନେଶ୍ୱରରେ ବୋମା ମାଡ଼, ବରମୁଣ୍ଡା ଟିକେଟ୍ କାଉଣ୍ଟର ଜଳି ଛାରଖାର୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢ଼ି ଚାଲିଛି ଅପରାଧିକ ମାମଲା । ସକାଳୁ ସକାଳୁ ବସ୍ ଟିକେଟ୍ କାଉଣ୍ଟରରେ ବୋମା ମାଡ଼ ।
ବରମୁଣ୍ଡା ବସଷ୍ଟାଣ୍ଡର ବିଶାଖାନାଟନମ୍ କାଉଣ୍ଟରକୁ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ ।…
Breaking: ବାଲେଶ୍ୱର କୋର୍ଟ ଯିବେ ରାଜା, ରିମାଣ୍ଡ ଆବେଦନ କରିବ EOW
ବାଲେଶ୍ୱର: ଆଜି କୋର୍ଟରେ ହାଜର ହେବେ ବିଜେଡି ନେତା ରାଜା ଚକ୍ର । ବାଲେଶ୍ୱର କୋର୍ଟରେ ରାଜାଙ୍କୁ ହାଜର କରିବ ଇଓଡବ୍ଲ୍ୟୁ ।
ହାଜର ପରେ ରିମାଣ୍ଡ ପାଇଁ ଆବେଦନ କରିବ ଇଓଡବ୍ଲ୍ୟୁ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ…
ବିବାହ ବାର୍ଷିକୀରେ ସ୍ତ୍ରୀକୁ ହତ୍ୟା: କେକ ଖୁଆଇଲା ତା’ ପରେ ମାରିଦେଲା
ବାଲିପାଟଣା: ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ। ଗତକାଲି ବିଳମ୍ବିତ ରାତିରେ ବାଲିପାଟଣା ଥାନା ନରିଶୋ ଚଣ୍ଡୀପଡ଼ାରେ ଘଟିଥିବା ଏକ ଅଭାବନୀୟ ଘଟଣା; ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ।…
ଛାତ୍ରଛାତ୍ରୀଙ୍କୁ ସିବିଏସଇର ହୋଲି ଗିଫ୍ଟ: ୧୫ ମାର୍ଚ୍ଚରେ ହିନ୍ଦୀ ପରୀକ୍ଷା ନ ଦେଲେ ବି କିଛି ଚିନ୍ତା ନାହିଁ, ମିଳିବ ସ୍ପେଶାଲ ସୁବିଧା
ନୂଆଦିଲ୍ଲୀ: ସିବିଏସଇ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ହୋଲି ଉପହାର। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସେହି ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେଶାଲ ପରୀକ୍ଷା ଆୟୋଜିତ କରିବାକୁ ଯାଉଛି, ଯେଉଁମାନେ…
Big Breaking: ବିଜେଡି ନେତା ରାଜା ଚକ୍ର ଗିରଫ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ବାନ୍ଧିଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ପ୍ରେସମିଟ୍ ଜରିଆରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା ।
ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ କରାଯାଇଥିବା…
(Video) କଳିଯୁଗର ଉଦଣ୍ଡି ଝିଅ, ଜନ୍ମକଲା ଝିଅର ନିର୍ଯାତନା ସହି ନପାରି ଝୁଲିପଡ଼ିଲା ବାପା…
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ନାନା ପ୍ରକାର ଭିଡିଓ ଭାଇରାଲ ହେଉଛି । ସେଗୁଡ଼ିକ ଖାଲି ଆମମାନଙ୍କୁ ମନୋରରଞ୍ଜନ ଦେଉଛି ତା’ ନୁହେଁ, ବରଂ ଦେଶ ବିଦେଶରେ ଘଟୁଥିବା ପ୍ରତିଟି ଘଟଣା ବିଷୟରେ ମଧ୍ୟ ଅବଗତ କରାଉଛି ।…
ବାପା ଭୁଲିଗଲା ରକ୍ତ ସମ୍ପର୍କ, ପୁଅକୁ ଛୁରୀ ଭୁସି ହତ୍ୟା କଲା
ଭୁବନେଶ୍ବର: ସୋରରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଜଣେ ନାବାଳକ ପୁଅକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କରିଛି ବାପା । ଖଇରା ଥାନା ନରମା ଗାଁରେ ଦେଖାଯାଇଛି ଏହି ଅଭାବନୀୟ ଘଟଣା ।
ଖବର ଅନୁସାରେ, ମାଆକୁ…
ସାମାନ୍ୟ ମଟନ୍ ତରକାରୀ ପାଇଁ ସ୍ତ୍ରୀ ଜୀବନ ନେଇଗଲା ରାକ୍ଷସ ସ୍ୱାମୀ
ତେଲଙ୍ଗାନା: ତେଲଙ୍ଗାନାର ମହବୁବାବାଦରେ ବୁଧବାର ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀକୁ ହତ୍ୟା କରିଛି ନିର୍ଦ୍ଦୟ ସ୍ୱାମୀ । ତା’ପୁଣି ମଟନ୍ ତରକାରୀ ପାଇଁ ।
ମନା କରିବା ହେଲା କାଳ: ସାମାନ୍ୟ ମଟନ୍ ତରକାରୀ ପାଇଁ…
୨୨ ବର୍ଷ ପରେ ସାମ୍ନାକୁ ଆସିଲା ସତ, ଅଭିନେତ୍ରୀଙ୍କ ମୃତ୍ୟୁ ଦୁର୍ଘଟଣାରେ ନୁହେଁ ବରଂ ହତ୍ୟା କରାଯାଇଥିଲା
ଆନ୍ଧ୍ରପ୍ରଦେଶ: ବିଶିଷ୍ଟ ଅଭିନେତ୍ରୀଙ୍କ ପ୍ଲେନ କ୍ରାସରେ ମୃତ୍ୟୁ ହୋଇଥିଲା। ହେଲେ ୨୨ ବର୍ଷ ପୂର୍ବରୁ। ସେତେବେଳେ ତାଙ୍କ ପରିବାର ଅନ୍ତିମ ସର୍କାର କରିବା ପାଇଁ ମଧ୍ୟ ସୁଯୋଗ ପାଇନଥିଲେ। କାରଣ ଦୁର୍ଘଟଣା ଏତେ ଭୟଙ୍କର…
ଏକତରଫା ପ୍ରେମର କରୁଣ ପରିଣତି, ଲେହେଙ୍ଗା ପିନ୍ଧି ଘରକୁ ଆସି ବିବାହିତା ପ୍ରେମିକାକୁ ଜାଳିଦେଲା ପ୍ରେମିକ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ମହିଳା ବେଶରେ ଆସି ବିବାହିତା ପ୍ରେମିକାକୁ ଜାଳି ଦେଇଥିବା ଜଣାପଡ଼ିଛି । ପ୍ରେମିକା ଜଣକ ତାଙ୍କ ସହିତ ଯିବାକୁ ମନା କରିବାରୁ ସେ ଏଭଳି…