fbpx
Browsing Category

ଅପରାଧ

ମୋବାଇଲ ପାଇଁ ନିଜ ମାଆକୁ ହତ୍ୟା କରିବାର ଉଦ୍ୟମ କରିଲେ ୧୩ ବର୍ଷର ନାବାଳିକା :କୋଭିଡ ପରେ ମୋବାଇଲ ମହାମାରୀ !

ଅହମଦାବାଦ : ଆଜିର ଦିନରେ ମୋବାଇଲ ସମସ୍ତଙ୍କ ପାଇଁ ଜରୁରୀ ହୋଇଗଲାଣି । ପ୍ରତ୍ୟେକ ଦିନ ମୋବାଇଲ ଦେଖିବା ଦ୍ୱାରା ପିଲାମାନଙ୍କର ଏହା ଅଭ୍ୟାସରେ ପରିଣତ ହୋଇଯାଉଛି । ଯାହାଫଳରେ କି ଏହା ସେମାନଙ୍କ ଭବିଷ୍ୟତ ପାଇଁ ଅନେକ…

ପ୍ରେମ କରିଦେଲା ଅନ୍ଧ, ୩ବର୍ଷର ପ୍ରେମ ପାଇଁ ୩ଟି ପିଲାକୁ ଛାଡି ଫେରାର ହୋଇଗଲା ମାଆ

ଜୟପୁର : ପ୍ରେମ ସବୁ ବେଳେ ଅନ୍ଧ ହୋଇଥାଏ । ପ୍ରେମ ପାଇଁ ମଣିଷ ସବୁ କିଛି କରିବାକୁ ପ୍ରସ୍ତୁତ ଥାଏ । ଏଥିରେ କିଛି ବୟସର ସୀମା ନଥାଏ । ପ୍ରେମ ପାଇଁ ମଣିଷ ନିଜ ପରିବାର କୁ ମଧ୍ୟ ଭୁଲି ଯାଉଥିବାର ଦେଖାଯାଉଛି ।…

ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟାକରି ପୋଡିଦେଲା ସ୍ୱାମୀ, ୩ ଅଭିଯୁକ୍ତ ଗିରଫ

ବଲାଙ୍ଗୀର : ବର୍ତ୍ତମାନ ଆମ ଦେଶରେ ହତ୍ୟାକାଣ୍ଡ ବଢିବାରେ ଲାଗିଛି । କେଉଁଠି ଭାଇ-ଭାଇ ଭିତରେ ତ କେଉଁଠି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଏହି ଘଟଣା ଦେଖିବାକୁ ମିଳୁଛି । ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର…

ମୋଷ୍ଟ ୱାଣ୍ଟେଡ ପାଇଁ ଥିଲା ୧୦ ଲକ୍ଷର ପୁରସ୍କାର: ଗୁଳିରେ ହରଦୀପ ସିଂହକୁ ହତ୍ୟା

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜରକୁ ଗୁଳି କରି ହତ୍ୟା କରାଯାଇଛି । ଗୁରୁଦ୍ୱାରା ନିକଟସ୍ଥ ପାର୍କିଙ୍ଗରେ ଗୁଳି କରି ହତ୍ୟା ହୋଇଥିବା ଜାଣିବାକୁ ମିଳିଛି । ହରଦୀପକୁ ଗୁଳି କରିବା ସମୟରେ ସେଠାରେ ଆଉ…

ପ୍ରଥମେ ଗିରଫ କରି ପରେ ମାମଲା ରୁଜୁ କରିପାରିବନି ପୋଲିସ: ହାଇକୋର୍ଟ ଦେଲେ ବଡ ରାୟ

ନୂଆଦିଲ୍ଲୀ: ଏବେ ପୋଲିସ ଉପରେ ପଡିଛି ହାଇକୋର୍ଟଙ୍କ ତୀକ୍ଷ୍ଣ ଦୃଷ୍ଟି । ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ନୂଆ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଏଣିକି ପ୍ରାଥମିକ ମାମଲା ରୁଜୁ ହେବା ପୂର୍ବରୁ ପୋଲିସ ଗିରଫ…

୭୦୦ କି.ମି ଦୂର ଚାଲି ଚାଲି ଗଲେ ନାବାଳିକା : ପ୍ରେମ ପାଇଁ ବ୍ଲେଡରେ କାଟିଲେ ହାତ

ଉତ୍ତରପ୍ରଦେଶ : ପ୍ରେମ ସବୁ ବେଳେ ଅନ୍ଧ ହୋଇଥାଏ । ପ୍ରେମରେ ମଣିଷ କିଛି ବି କରିପାରେ । ଏହିପରି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ଆସିଛି ଉତ୍ତରପ୍ରଦେଶର କାନପୁର ଦେହତରୁ । ସେଠାରେ ଜଣେ ନାବାଳିକା ନିଜ ପ୍ରେମିକ…

ବେଆଇନ୍ ଦରଘା ହଟାଇବା ନୋଟିସ ପରେ ଜୁନାଗଡରେ ହିଂସା: ଡିଏସପିଙ୍କ ସମେତ ୪ ପୋଲିସ ଆହତ

ଜୁନାଗଡ: ଗୁଜୁରାଟର ଜୁନାଗଡ ଜିଲ୍ଲାରେ ଜୋର ଧରିଛି ହିଂସା । ଜବରଦଖଲ ଜମିରେ ନିର୍ମିତ ଦରଘା ଭାଙ୍ଗିବା ପାଇଁ ନୋଟିସ ଦିଆଯିବା ପରେ ଏଠାରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ମାରପିଟ ଏବଂ ଗଣ୍ଡଗୋଳ ଭଳି…

ଶିକାରୀ ଗୁଳିରେ ବନକର୍ମଚାରୀଙ୍କ ମୃତ୍ୟୁ, ପେଟ୍ରୋଲିଂ ସମୟରେ ଅଘଟଣ

କରଞ୍ଜିଆ: ଜଣେ ଶିକାରୀ ଗୁଳିରେ ବନକର୍ମଚାରୀଙ୍କ ମୃତ୍ୟୁ ହେବା ଖବର ସାମ୍ନାକୁ ଆସିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗାମୁଛାଝରଣ ଉପର ବାହାକାମୁଡାରେ ଘଟିଛି ଏପରି ଅଘଟଣ । କିଛିଦିନ ହେବ ଶିମିଳିପାଳ…

ମହିଳା IPS ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାମିଲନାଡୁର ପୂର୍ବତନ DGP, ମିଳିଲା ୩ ବର୍ଷର ଦଣ୍ଡ

ତାମିଲନାଡୁ : ମହିଳା IPS ଅଫିସର ଯୌନ ନିର୍ଯାତନା ମାମଲାରେ ତାମିଲନାଡୁର ପୂର୍ବ DGP ରାଜେଶ ଦାସଙ୍କୁ ଆଜି ୩ ବର୍ଷ ଜେଲ ଦଣ୍ଡାର ଆଦେଶ ହୋଇଛି । ଭିଲୁପୁରମର କୋର୍ଟ ଏହି ଦଣ୍ଡାଦେଶ ଶୁଣାଣି କରିଛନ୍ତି । ସୂଚନା…

(Video) ଶେଷରେ ଭଗବାନଙ୍କ ଅବଢା ବି ଆସିଲା ନକଲି: ପୁରୀରେ ବିକ୍ରି ହେଉଛି ନକଲି ମହାପ୍ରସାଦ

ପୁରୀ: ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଭକ୍ତଙ୍କ ପାଇଁ ଅମୃତ ବୋଲି କୁହାଯାଏ । କିନ୍ତୁ ଭକ୍ତଙ୍କର ଏହି ଭାବନା ଆଉ ଭକ୍ତିକୁ ନେଇ ହେଉଛି ସଉଦା । ସବୁ ଜିନିଷର ବିକଳ୍ପ ବା ନକଲି ପ୍ରସ୍ତୁତ କରିସାରିବା…