fbpx
Browsing Category

ଅପରାଧ

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ : ୧ କି.ମି ପର୍ଯ୍ୟନ୍ତ ଶୁଭିଲା ଧମାକାର ଶବ୍ଦ

ସମ୍ବଲ : ୟୁପିର ସମ୍ବଲ ଜିଲ୍ଲାର ଜନଗହଳି ଅଞ୍ଚଳର ଘର ଭିତରେ ବେଆଇନ ଭାବେ ଚାଲୁଥିବା ବାଣ ଫ୍ୟାକ୍ଟରିରେ ନିଆଁ ଲାଗି ବିସ୍ଫୋରଣ ଘଟିଥିବା ଘଟଣା ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ ୬ମାସର ଶିଶୁ ସହିତ ୨ଟି ଝିଅ ଏବଂ…

ଗାର୍ଲଫ୍ରେଣ୍ଡ ପ୍ରେମ ପଠାଇଦେଲା ଜେଲ: ବାର୍ ଭିତରେ ଗଣ୍ଡଗୋଳ କରି ୧୦ ଗିରଫ

ଭୁବନେଶ୍ୱର: ଗାର୍ଲଫ୍ରେଣ୍ଡ ପାଇଁ ବାର ଭିତରେ ସୃଷ୍ଟି ହୋଇଛି ମହାଭାରତ କାଣ୍ଡ । ଗୋଟିଏ ନୁହେଁ ପ୍ରେମିକାଙ୍କ ପାଇଁ ଦୁଇଟି ବାର୍ ରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ମାମଲାରେ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ…

Best Bakery Case: ଦୁଇ ଅପରାଧୀଙ୍କୁ ନିର୍ଦ୍ଦୋଶରେ ଖଲାସ କଲେ କୋର୍ଟ, ୧୪ ଜଣଙ୍କର ହୋଇଥିଲା ଯନ୍ତ୍ରଣାଦାୟକ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇର ଏକ କୋର୍ଟ ବେଷ୍ଟ ବେକରୀ ମାମଲାରେ ଦୁଇ ଅଭିଯୁକ୍ତ - ହର୍ଷଦ ରାଓଜାଇ ସୋଲଙ୍କି ଏବଂ ମାଫତ ମାନିଲାଲ ଗୋହିଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଗୁଜରାଟରେ ଗୋଦରା ଦଙ୍ଗାର ହିଂସା ଆରମ୍ଭ ହେବା ପରେ…

ଏମିତି ସନ୍ତାନ କାହାକୁ ନ ମିଳୁ : ମା’କୁ ହତ୍ୟା କରି ସୁଟକେଶରେ ମୃତଦେହ ଧରି ଥାନାରେ ପହଞ୍ଚିଲେ ମହିଳା ଫିଜିଓଥେରାପିଷ୍ଟ

ବେଙ୍ଗାଲୁର:ସନ୍ତାନ ପାଇଁ ମା ଠାରୁ ବଡ ଆଉ କେହି ହୋଇ ନ ଥାଏ । ନିଜ ସନ୍ତାନର ସୁଖ ଲାଗି ମା ନିଜ ଜୀବନକୁ ବି ବାଜି ଲଗେଇ ଦେଇପାରେ । କିନ୍ତୁ ସେହି ସନ୍ତାନ ବଡ ହୋଇ ମା’କୁ ହତାଦର କରିବା ଭଳି ଘଟଣା ତ ଆପଣ ବହୁ ସମୟରେ…

ଅତ୍ୟନ୍ତ ବୀଭତ୍ସ: ଜମି ପାଇଁ ବଡ ଭାଇକୁ କଟୁରୀରେ ହାଣି ମାରିଲା ସାନ ଭାଇ

ପଟ୍ଟାମୁଣ୍ଡାଇ :ଜମିଜମା କଳହକୁ କେନ୍ଦ୍ର କରି ବଡ ଭାଇକୁ ହାଣିଲା ସାନଭାଇ। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧ନଂ ୱାର୍ଡ ଷଣ୍ଢପଲ୍ଲୀ ଗ୍ରାମର ୩୭ ବର୍ଷିୟ ଅନୁପମ ବେହେରାକୁ ତାଙ୍କ ସାନ ଭାଇ ସନାତନ ବେହେରା ଏକ ଧାରୁଆ କଟୁରୀରେ…

ମରିଗଲା ମମତା : ନବଜାତ ମୃତ ଶିଶୁକୁ ଜଳୁଥିବା ଅଳିଆରେ ଫିଙ୍ଗିଲା ମାଆ

ଗଢବା : ମରିଗଲାଣି ମାଆର ମମତା । ଝାଡଖଣ୍ଡର ଗଢବା ଜିଲ୍ଲାରୁ ମାନବିକତାକୁ ଲଜ୍ଜିତ କରିବା ଭଳି ଏକ ଖବର ସାମ୍ନାକୁ ଆସିଛି । ପଲାମୁ ଜିଲ୍ଲାର ରଜହାରାର ଲହଲହେ ଗ୍ରାମର ନିବାସୀ ମନଦୀପ ବିଶ୍ୱର୍ମାର ସ୍ତ୍ରୀ ଗର୍ଭଧାରଣ…

ଗାଧୋଇ ଫେରିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ : ମୃତ ଘୋଷଣା କରିଲେ ଡ଼ାକ୍ତର

ବଲାଙ୍ଗିର : ମଣିଷ ଜୀବନରେ ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ଘଟିଥାଏ । ଅନେକ ସମୟରେ ଏଭଳି ଦୁର୍ଘଟଣାରେ କିଛି ଲୋକ ପ୍ରାଣ ହରାଇଦିଅନ୍ତି ତ କିଛି ଲୋକ ମୃତ୍ୟୁ ମୁଖରୁ ଫେରି ଆସନ୍ତି । ଏହିପରି ଏକ ମର୍ମନ୍ତୁଦ…

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ: ଜଗତପୁରରୁ ଯାଇ ଏତଲା ଦେଲେ ମହିଳା

କଟକ: ମୁମ୍ବାଇର ଲୋକପ୍ରିୟ ତଥା ଅତି ପରିଚିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଜଗତପୁରର ଜଣେ ମହିଳା ଥାନାକୁ ଯାଇ ଏତଲା ଦେଇଛନ୍ତି । ଗାୟିକା କରାଇଦେବାର ସ୍ୱପ୍ନ ଦେଖାଇ ଶୋଷଣ କରିଥିବା…

ଫୋନ ଠକେଇର ନୂଆ ଫର୍ମୁଲା: ପ୍ରଥମେ ଦେଲା ୧୨ ହଜାର, ପରେ ଠକିନେଲା ୨ ଲକ୍ଷ

ନୂଆଦିଲ୍ଲୀ: ଫୋନ ଠକେଇର ନୂଆ ମାମଲା ସାମ୍ନାକୁ ଆସିଛି । ଏଥିରେ ସାଇବର ଫ୍ରଡ ଠକେଇ କରିବା ପାଇଁ ପ୍ରଥମେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ପାଖାପଖି ୧୨ ହଜାର ଟଙ୍କା ଟ୍ରାନ୍ସଫର କରିଥିଲା । ପରେ ସେହି ବ୍ୟକ୍ତି ଠାରୁ ୨…

୭କୋଟି ଟଙ୍କା ସହ ଭ୍ୟାନ ଗାଏବ , ଆଖି ପିଛୁଳାକେ ଉଡାଇନେଲେ ଲୁଟେରା

ପଞ୍ଜାବ : ବର୍ତ୍ତମାନ ସାରା ଦେଶରେ ଚୋରି ଡକାୟତିର ମାମଲା ବୃଦ୍ଧିପାଇବାରେ ଲାଗିଛି । ଏହିଭଳି ଏକ ଖବର ସାମ୍ନାକୁ ଆସିଛି , ପଞ୍ଜାବର ଲୁଧିଆନା ଅଞ୍ଚଳରେ ୭ କୋଟି ଟଙ୍କାର ଚୋରି ହୋଇଛି । ATM ମେସିନକୁ ଟଙ୍କା ପଠାଉଥିବା…