fbpx
Browsing Category

ଅପରାଧ

ସ୍ତ୍ରୀର ତଣ୍ଟି ଚିପି ଜୀବନରୁ ମାରିଦେଲା ସ୍ୱାମୀ, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ : ଆଜିକାଲି ହତ୍ୟା ମାମଲା ବୃଦ୍ଧି ପାଇବାରେ ଲାଗିଛି । ମଣିଷ ରାଗରେ କଣ କରିବସେ ତାହା ସେ ନିଜେ ଜାଣିପାରେନି । ମୁମ୍ବାଇର ଥାଣେ ଅଞ୍ଚଳରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଗତକାଲି ଅର୍ଥାତ ୨୬ ଜୁଲାଇ…

ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର, ୨ ଦିନ ତଳେ ଗିରଫ କରିଥିଲା ଭିଜିଲାନ୍ସ

ଭୁବନେଶ୍ୱର: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବିଦା କରାଯାଇଛି । ତାଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟସରକାର । ଦୁଇ ଦିନ ତଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ବିପୁଳ ଆୟ…

ଫରେଷ୍ଟ ରେଞ୍ଜରଙ୍କ ଘରେ ରାତି ଅଧିଆ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ

ବ୍ରହ୍ମପୁର: ଦିଗପହଣ୍ଡି ରେଞ୍ଜରଙ୍କ ଘରେ ରାତି ଅଧିଆ ରେଡ ପଡିଥିବା ଖବର ସାମ୍ନାକୁ ଆସିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ରେଡ ପଡିଛି । ଏଭଳି ଅପରାଧ ଲାଗି ଭିଜିଲାନ୍ସ ସର୍ବଦା ସକ୍ରିୟ ରହୁଛି ।…

ପୋଲିସକୁ ମିଳିଲା ମୃତ ସରସ୍ୱତୀଙ୍କ ଫୋନରୁ ଗୁରତ୍ୱପୂର୍ଣ୍ଣ ତଥ୍ୟ, ଏହି ମେସେଜ ଆଉ ହତ୍ୟାର କାରଣ ନୁହେଁ ତ !

ମୁମ୍ବାଇ: ମୁମ୍ବାଇର ମିରା ରୋଡ ମର୍ଡର ମାମଲାରେ ପୀଡିତା ସରସ୍ୱତୀ ବୈଦ୍ୟଙ୍କ ମୋବାଇଲରୁ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି। ପୋଲିସ ସୂତ୍ର ଅନୁଯାୟୀ, ପୀଡିତା ସରସ୍ୱତୀ ବିଦ୍ୟା ଅଭିଯୁକ୍ତ ମନୋଜ ସାନଙ୍କ ସହ…

ଦୁଷ୍କର୍ମ ଓ ବ୍ଲାକମେଲ୍ ମାମଲା: ହାଇକୋର୍ଟ ଗଲେ ସିଙ୍ଗର ସୌରିନ୍ ଭଟ୍ଟ

କଟକ: କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ଏନେଇ ସେ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । ସେ ଆଗୁଆ ଜାମିନ ପାଇବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ…

ଶାରୀରିକ ସମ୍ବନ୍ଧ ରଖିବା ଉପରେ ନିଷ୍ପତ୍ତି ନେଇପାରନ୍ତି ୧୬ ବର୍ଷର ଝିଅ: ରଦ୍ଦ ହେଲା ପୋକ୍ସୋ କେସ

ନୂଆଦିଲ୍ଲୀ: ୧୬ ବର୍ଷୀୟା ଜଣେ ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗ ଏକ ବଡ ଶୁଣାଣି କରିଛନ୍ତି ମେଘାଳୟ ହାଇକୋର୍ଟ । ଯୌନ ଅପରାଧରୁ ନାବାଳିକାଙ୍କୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ହୋଇଥିବା ପୋକ୍ସୋ ଅଧିନିୟମ ୨୦୧୨ ର ଧାରା…

ବିଦ୍ୟାଳୟରେ ସାତ ବର୍ଷର ଅଜ୍ଞାନ ଶିଶୁ ସହ ଡିଜିଟାଲ ଦୁଷ୍କର୍ମ, ନାବାଳକ ଛାତ୍ର ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଶିମଲାରେ ଜଣେ ଶିଶୁ ସହ ଡିଜିଟାଲ ଦୁଷ୍କର୍ମ ଖବର ସାମ୍ନାକୁ ଆସିଛି । ଉପନଗର ସମରହିଲର ଏକ ସ୍କୁଲରେ ପଢୁଥିବା ଏକ ସାତ ବର୍ଷର ଶିଶୁ ସହିତ ସେହି ବିଦ୍ୟାଳୟର ଜଣେ ନାବାଳକ ଡିଜିଟାଲ ରେପ କରିଛି । ପରିବାର…

ଭାଇମାନେ ମିଶି ଏକମାତ୍ର ଭଉଣୀର ନେଲେ ଜୀବନ: ହତ୍ୟା କରି ପୋଖରୀକୁ ଦେଲେ ଫୋପାଡି, ଜାଣନ୍ତୁ ସଂପୂର୍ଣ୍ଣ କାହାଣୀ

ଜୟପୁର: ରାଜସ୍ଥାନ ଢୋଲପୁର ଜିଲ୍ଲାର ଜଣେ ମହିଳାଙ୍କୁ ୩ ଭାଇ ମିଶି ଜୀବନରୁ ମାରିଦେଇଥିବା ଖବର ସାମ୍ନାକୁ ଆସିଛି । ଏହି ହତ୍ୟା ସଂପର୍କରେ ମୃତକଙ୍କ ଭାଉଜ ଥାନାରେ ରିପୋର୍ଟ ଦାଖଲ କରିଛନ୍ତି। ମହିଳାଙ୍କୁ ହତ୍ୟା ପରେ…

ପୋଲିସର ଅଜବ କାରନାମା: ଡକାୟତି, ଦେହ ବେପାର, ଯୌନ ଶୋଷଣ ପରି ଭୟାନକ ଅପରାଧରେ ସଂପୃକ୍ତ

ବାରଣାସୀ: ଜନତାଙ୍କ ଜୀବନ ଓ ସଂପତ୍ତିର ସୁରକ୍ଷା କରିବା ପୋଲିସର କାମ କିନ୍ତୁ ପୋଲିସ ରକ୍ଷାକାରୀ ହୋଇ ଯଦି ଭକ୍ଷକ ସାଜେ । ଏହିପରି ଭୟାନକ ଚିତ୍ର ଆସିଛି ବାରଣାସୀରୁ । ଏବେ ବାରଣାସୀ କମିଶନରେଟ୍ ପୋଲିସ କର୍ମୀଙ୍କୁ ନେଇ…

ବରର ଭାଇ ସାଜିଲା ସୈତାନ; ବାହାଘରର ଦୁଇ ଦିନ ପରେ ବର, ବରବଧୂ ସହିତ ପରିବାର ୫ ଜଣଙ୍କୁ ଗଳା କାଟି କଲା ହତ୍ୟା

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ମୈନପୁରୀରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ କଲିଜାକୁ ଥରାଇ ଦେବ । ଜିଲ୍ଲାର ଅରସାରା ଗ୍ରାମର ଏକ ପରିବାରର ବଡ ପୁଅ ନିଜର ୫ ଜଣ ଆତ୍ମୀୟଙ୍କର ଗଳା କାଟି ହତ୍ୟା କରିଛି । ଏହି…