Browsing Category

ଅପରାଧ

ଲିଭ୍-ଇନରେ ପ୍ରେମିକ ସହ ରହୁଥିଲା ସ୍ତ୍ରୀ, ଘରେ ପଶି ଛୁରୀ ଭୁସି ମାରିଦେଲା ସ୍ୱାମୀ

ରାଜସ୍ଥାନ: ଲିଭ୍-ଇନରେ ରହୁଥିଲେ ପ୍ରେମିକା ପ୍ରେମିକ। ହେଲେ ଏକଥା ଜଣି ପାରିଲା ସ୍ୱାମୀ। ରାଗରେ ଏମିତି କାଣ୍ଡ ରଚିଲା। ସମସ୍ତେ ସ୍ତବ୍ଧ ହୋଇଗଲେ। ସିଧା ଘରେ ପଶିଲା ସ୍ତ୍ରୀ ଥିଲା ଆଉ ପ୍ରେମିକ ବି ଉପସ୍ଥିତ ଥିଲା।…

Breaking: ବାପାଙ୍କ ବିବାହ ପ୍ରସ୍ତାବ ନା ୨ ନାବାଳକ ପୁଅଙ୍କ ପ୍ରେମ ସମ୍ପର୍କ, କେଉଁ କାରଣ ପାଇଁ ଦୁଇ ଭାଇଙ୍କ ହେଲା ମୃତ୍ୟୁ

ଖଣ୍ଡପଡ଼ା: କିଏ କହୁଛି ବାହା ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲେ। ତ ଆଉ କିଏ କହୁଛି ନାବାଳକ ପୁଅଙ୍କର ଥିଲା ପ୍ରେମ ସମ୍ପର୍କ। ହେଲେ ଏତେସବୁ ଚର୍ଚ୍ଚା ଭିତରେ କିନ୍ତୁ ବାପା ଥାଉ ଥାଉ ଚାଲି ଯାଇଛି ଦୁଇ ନାବାଳକଙ୍କ…

ଦିଗପହଣ୍ଡିରେ ଫୁଟିଲା ବୋମା, ପୋଲିସ ପକ୍ଷରୁ ତଦନ୍ତ ଜାରି

ଦିଗପହଣ୍ଡି: ଗଂଜାମ  ଦିଗପହଣ୍ଡି ଗୋକର୍ଣ୍ଣପୁର ବସଷ୍ଟାଣ୍ଡ ନିକଟରେ ବିସ୍ଫୋରଣ । ଏକ ଔଷଧ ଦୋକାନ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବୋମାମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ…

Breaking: କଟକ ବାଦାମବଡ଼ିରେ ଚାଲିଛି ସେକ୍ସ ରାକେଟ, ପୋଲିସର ଛାନଭିନ ଜାରି

କଟକ: କଟକ ବାଦାମବାଡ଼ି ଅଞ୍ଚଳରେ ଚାଲିଥିଲା ସେକ୍ସ ରାକେଟ । ଡିସିପିଙ୍କ ନେତୃତ୍ୱରେ ଭଡ଼ା ଘରେ ଚଢ଼ାଉ ପରେ ପଦାକୁ ଆସିଛି ସତ । ଭଡ଼ା ଘରେ ଚାଲିଥିଲା ସେକ୍ସ ର୍ୟାକେଟ୍ । ଘଟଣାରେ କାହା ସମ୍ପୃକ୍ତି ରହିଛି ଓ କେତେ…

ନାତି ନିଜ ସ୍ତ୍ରୀକୁ ହତ୍ୟା କରି ଜୀବନ ହାରିଲା, ଜେଜେ ସହି ନପାରି ଜୁଇରେ ଡେଇଁ ପ୍ରାଣହାରିଲେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଶୁକ୍ରବାର ରାତିରେ ଅଭୟ ରାଜ ଯାଦବ ନାମକ ଜଣେ ଯୁବକଙ୍କ ଜଳୁଥିବା ଜୁଇରେ ଡେଇଁ ପ୍ରାଣହାରିଲେ ବୁଢା ଜେଜ ରାମ ଅବରାର ଯାଦବ। ଶନିବାର ସକାଳେ ଗ୍ରାମବାସୀ ଏହି…

ଖୁସିରେ ପଡିଲା ଦୁଃଖର ଛିଟା: ବାସର ସେଜ ପାଲଟିଲା ମୃତ୍ୟୁ ସେଜ; ଚଉଠି ଦିନ ଆଖି ବୁଜିଲେ ନବଦମ୍ପତି

ଅଯୋଧ୍ୟା: ବାହାଘର ଏକ ଖୁସିର ସମାରୋହ । ଦୂର ଦୂରାନ୍ତରୁ ବନ୍ଧୁ ପରିଜନ ଘରକୁ ଆସନ୍ତି । ଭୋଜି ଭାତରେ ଖଣ୍ଡ ମଣ୍ଡଳ ମହକିଯାଏ । ଉତ୍ତର ପ୍ରଦେଶ ଅଯୋଧ୍ୟାରେ ବାହାଘର ପାଲଟିଯାଇଛି ଶୋକର ମୁହୂର୍ତ୍ତ । ଜଗିଥିଲା ଯମ: ୭…

ମାତ୍ର ୧୦୦ ଟଙ୍କା ପାଇଁ ଗଣଦୁଷ୍କର୍ମ କଲେ, ଆଉ ଜୀବନ ବି ନେଲେ

କର୍ଣ୍ଣାଟକ: ଓଡ଼ିଆ ଯୁବକଙ୍କୁ ହତ୍ୟା ଓ ଦୁଇ ଜଣ ମହିଲାଙ୍କୁ ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼। ୧୦୦ ଟଙ୍କା ପାଇଁ କରାଯାଇଥିଲା ଗଣଦୁଷ୍କର୍ମ। ଏହି କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା, ଆମେ ବି ଯେତେବେଳେ ଏହି…

ଆପଣ ବି ଏହି ଗୀତ ଶୁୁଣୁଥିଲେ ହୋଇଯାଆନ୍ତୁ ସାବଧାନ! ଯାଇପାରନ୍ତି ଜେଲ୍

ନୂଆଦିଲ୍ଲୀ: ବିହାର ପୋଲିସ ସାର୍ବଜନୀନ ସ୍ଥାନରେ ଅଶ୍ଳୀଳ ଏବଂ ଦୁଇ ଅର୍ଥ ଥିବା ଭୋଜପୁରୀ ଗୀତ ବଜାଉଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ । ତେବେ ମୁଖ୍ୟାଳୟରୁ ଜାରି ହୋଇଥିବା ଏକ…

Breaking: ପୁରୀରେ ମଟନ ନାଁରେ ହୋଟେଲରେ ଦେଉଥିଲେ ଗୋମାଂସ, ଏବେ ଢ଼ାବା ପରିସରରେ ୧୬୩ ଧାରା ଜାରି

ପୁରୀ: 'ପୁରୀ' ଏହି ଶବ୍ଦଟି ଉଠିଲେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନାଁ ସାମ୍ନାକୁ ଆସେ। ହେଲେ ସେହି ଜଗନ୍ନାଥ ଧାମର ସାକ୍ଷୀଗୋପାଳ ଠାରେ ମଟନ ନାଁରେ ଜୟା ହୋଟେଲରେ ବିକ୍ରି ହେଉଛି ଗୋମାଂସ। ଯାହାକି ଅତି ନିନ୍ଦନୀୟ ଘଟଣା।…

ଦିଲ୍ଲୀରେ ଚୋରି କରି ପଲ୍ଲୀରେ ଲୁଚିଥିଲା ଚୋର

ବାଲେଶ୍ୱର: ଦିଲ୍ଲୀରେ ଚୋରି, ହେଲେ ପଲ୍ଲୀରୁ ଚୋର ଗିରଫ। ଏକଥାଟି ଆପଣଙ୍କୁ ଟିକେ ଖଟକା ଲାଗୁଚିନା। ସମ୍ପର୍ଣ୍ଣ ଘଟଣା ବୁଝା ପଡୁନି ନା। ତେବେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ପୁରା ଖବର ଉପରେ ନଜର ପକାନ୍ତୁ।…