Browsing Category

Featured

ତାତି ପାଇଁ ବଢ଼ିଲା ଖରା ଛୁଟି ଅବଧି: ଜୁନ୍ ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଛି । ଏହା ମଧ୍ୟରେ ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଜନସାଧାରଣଙ୍କୁ ଆଶ୍ୱସ୍ତି ମିଳିଛି । ତେବେ ଏହା ମଧ୍ୟରେ ଉତ୍ତରପ୍ରଦେଶ…

ଇଟାଲୀରେ ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ; ଶୁଭେଚ୍ଛା ଜଣାଇଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜି-୭ ରାଷ୍ଟ୍ରମୁଖ୍ୟ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଇଟାଲୀରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ…

ହେଲଦୀ ଫୁଡରେ ବି ଲୁଚିଛି ବିପଦ! ୫ଟି ହେଲଦୀ ଫୁଡ୍ ଆବଶ୍ୟକତା ଠାରୁ ଅଧିକ ସେବନ କଲେ ହାର୍ଟ ଫେଲୁଅର, ହାର୍ଟ ଆଟାକ୍ ଆଶଙ୍କା ବଢ଼ିପାରେ

ନୂଆଦିଲ୍ଲୀ: ଆମେମାନେ ଦୈନନ୍ଦିନ ଜୀବନରେ ଅନେକ ପ୍ରକାରର ଖାଦ୍ୟ ସେବନ କରିଥାଉ । ତେବେ ଏପରି କିଛି ଫୁଡ୍ ରହିଛି ଯାହା ଦେଖିବାକୁ ସୁନ୍ଦର ଲାଗୁଥିଲେ ବି ତାହାକୁ ଅଧିକ ମାତ୍ରାରେ ସେବନ କରିବା ଆମ ଶରୀର ପାଇଁ…

ବିଜେପି ପାଇଁ ପୁଣି ଏକ ଅଗ୍ନିପରୀକ୍ଷା: ଆଗାମୀ ୬ ମାସରେ ହେବ ୩ଟି ରାଜ୍ୟର ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ଲୋକସଭା ନିର୍ବାଚନରେ ଯଦିଓ ବିଜେପି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ଷମତାକୁ ବଜାୟ ରଖିପାରିଛି ତଥାପି ଦଳର ପ୍ରଦର୍ଶନ ନିମ୍ନଗାମୀ ହୋଇଛି । ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର…

ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ; ବାପା-ଭଉଣୀ କହିଲେ ‘ତାଙ୍କ ମୃତ୍ୟୁ ଏବେ ବି ଏକ ରହସ୍ୟ’

ମୁମ୍ଵାଇ: ଏହାରି ଭିତରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୪ ବର୍ଷ ବିତିଗଲାଣି। ୨୦୨୦ ଜୁନ୍ ୧୪ରେ ବଲିଉଡ ଜଗତକୁ ଆସିଥିଲା ଏଭଳି ଏକ ଖବର ସବୁ ସିନେ ପ୍ରେମୀଙ୍କୁ ଦୋହଲାଇ ଦେଇଥିଲା। ଆଉ ଆଜି ହେୁଛି ସୁଶାନ୍ତଙ୍କ ଏହା…

ଏବେ ସ୍ମାର୍ଟଫୋନ୍ ବି ତିଆରି କରିବ ଟାଟା, ଚୀନ୍‌ର ଏହି ବଡ କମ୍ପାନୀକୁ କିଣିବାକୁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଛୁଞ୍ଚି ଠାରୁ ଉଡାଜାହାଜ ପର୍ଯ୍ୟନ୍ତ ନିର୍ମାଣ କରୁଥିବା ଦେଶର ସବୁଠାରୁ ନିର୍ଭରଯୋଗ୍ୟ କମ୍ପାନୀ ଟାଟା ଏବେ ମୋବାଇଲ୍ ନିର୍ମାଣ କରିବାକୁ ଯାଉଛି । ତେବେ ଏକ ଦଶକ ପୂର୍ବେ ଟାଟା ଗ୍ରୁପ୍ ମୋବାଇଲ୍ ନେଟୱାର୍କ…

ଗୁଜବକୁ ଖଣ୍ଡନ କଲା TRAI: ଗୋଟିଏ ଫୋନରେ ଦୁଇଟି ସିମ୍ କାର୍ଡ ଚଳାଇଲେ ଦେବାକୁ ପଡ଼ିବନି ଅର୍ଥ!

ନୂଆଦିଲ୍ଲୀ: ଗତ କିଛିଦିନ ହେଲା ସୋସିଆଲ ମିଡ଼ିଆରେ ଏକ ଖବରକୁ ନେଇ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ମୋବାଇଲ ଫୋନରେ ଏକାଧିକ ସିମ୍ କାର୍ଡ ବ୍ୟବହାର କଲେ ଅର୍ଥ ଗଣିବାକୁ ପଡ଼ିବ ବୋଲି ସେଥିରେ କୁହାଯାଇଥିଲା । ଏପରିକି…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ATSର ଅପରେସନ; ୪ଗିରଫ, ୫ଫେରାର

ମୁମ୍ବାଇ: ଲୋକସଭା ନିର୍ବାଚନରେ ଭୋଟ ଜିହାଦ ହୋଇଥିଲା କି ? ମୁସଲମାନମାନେ ଏକଜୁଟ ହୋଇ ବିଜେପିକୁ ଭୋଟ୍ ନ ଦେବାକୁ ପ୍ଲାନ୍ କରିଥିଲେ କି ? ବିଜେପି ନେତା କିରିଟ୍ ସୋମେୟା ମୁମ୍ବାଇର ଉତ୍ତର କେନ୍ଦ୍ରୀୟ ଲୋକସଭା ଆସନରେ…

ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ସୁଯୋଗ: କିରାଣୀ, ଅମିନ, ଟାଇପିଷ୍ଟ ଓ ଷ୍ଟେନୋ ପଦ ପୂରଣ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରାଜ୍ୟ ସରକାରଙ୍କ ପକ୍ଷରୁ କିରାଣୀ, ଅମିନ, ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ଆଦି ପଦ ପୂରଣ ହେବ । ବରଗଡ଼ ଜିଲ୍ଲା ଜଜ…

କେନ୍ଦ୍ର ମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ୨୧ ଥର ଲେଖିଲେ ‘ଓମ୍ ଶ୍ରୀରାମ’, ଏହି ନେତାଙ୍କୁ ନେଇ ଏବେ ହେଉଛି ଖୁବ୍ ଚର୍ଚ୍ଚା

ନୂଆଦିଲ୍ଲୀ: ତେଲଗୁ ଦେଶମ୍ ପାର୍ଟି (ଟିଡିପି) ନେତା ତଥା ଲୋକସଭା ସାଂସଦ କିଞ୍ଜରାପୁ ରାମ ମୋହନ ନାଇଡୁ ସାଧାରଣ ବିମାନ ଚଳାଚଳ ସେବା ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିଛନ୍ତି । ଏହା ପୂର୍ବରୁ ଗୁରୁବାର ଏକ ପାରମ୍ପରିକ…