Browsing Category

Featured

NEET-UG 2024 ଅନିୟମିତତା ମାମଲା : ଜାଣନ୍ତୁ କ’ଣ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : NEET UG 2024 ପରୀକ୍ଷଣର ଫଳାଫଳକୁ ନେଇ ବିବାଦ ଜାରି ରହିଛି । ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଏହି ମାମଲାରେ ଦାଖଲ ହୋଇଥିବା ଆବେଦନ ଶୁଣାଣି ସମୟରେ ଫଳାଫଳକୁ ଆଧାର କରି କାଉନସେଲିଂ ଉପରେ ପ୍ରତିବନ୍ଧକ…

ଖୁସି ଖବର: UGC ମୁଖ୍ୟଙ୍କ ବଡ ଘୋଷଣା – ଭାରତୀୟ ବିଶ୍ୱବିଦ୍ୟାଳୟ ୨୦୨୪-୨୫ ରୁ ବର୍ଷକୁ ଦୁଇଥର ଆଡମିଶନ ଦେବ

ନୂଆଦିଲ୍ଲୀ: ନୂଆ ସରକାର ସହିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ୟୁଜିସି ମୁଖ୍ୟ ଏକ ବଡ ଘୋଷଣା କରିଛନ୍ତି ଯେ ୨୦୨୪-୨୫ ରୁ ଛାତ୍ରଛାତ୍ରୀମାନେ ବର୍ଷକୁ ଦୁଇଥର ଭାରତୀୟ ବିଶ୍ୱବିଦ୍ୟାଳୟରେ ଆଡମିଶନ…

(Video) କ’ଣ କରିବେ ନବୀନ? ଦଳ ସମ୍ଭାଳିବାକୁ ମନା କରୁଛନ୍ତି ଅରୁଣ! କିଏ ହେବ ବିଜେଡିର ଉତ୍ତରାଧିକାରୀ?

ଓଡ଼ିଶା ଭାସ୍କର: ବିଜୁ ଜନତା ଦଳ ଏଥର ନିର୍ବାଚନରେ ପରାସ୍ତ ହେବା ପରେ ଭବିଷ୍ୟତ ଚିନ୍ତାରେ ନବୀନ ପଟ୍ଟନାୟକ । ଆଗକୁ ଦଳର ଦାୟିତ୍ୱ ପୁତରା ଅରୁଣ ପଟ୍ଟନାୟକଙ୍କ ହାତରେ ଦେବା ପାଇଁ ଚିନ୍ତା କରୁଥିଲେ ନବୀନ । କିନ୍ତୁ ଅରୁଣ…

ଭୋକର ବିକଳ ଚିତ୍ର; ମାଲିକ କାମରୁ ବାହର କରି ଦେବାରୁ ଖାଇବା ବିନା ୩ଦାଦନଙ୍କ ଅବସ୍ଥା ଗୁରୁତର

ଜୟପୁର: (ଓଡ଼ିଶା ଭାସ୍କର) ପେଟର ଭୋକ ମଣିଷକୁ ନେଇଯାଏ ମୃତ୍ୟୁ ମୁଖକୁ ।  ସେମିତି ଏକ ଖବର ଆସିଛି ଛତିଶଗଡ଼ ଜଗଦଲପୁରରୁ । ଭୋକ ଉପାସରେ ପଡ଼ି ୩ ଜଣ ଦାଦନଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି ।  ବଞ୍ଚିବାର ରାହା ଟିକକୁ…

OFDC ଅଧ୍ୟକ୍ଷ ପଦ ଛାଡ଼ିଲେ କୁନା ତ୍ରିପାଠୀ: OPDC ପଦରୁ ଓହରିଲେ ସୁବାସ ପାତ୍ର

ଭୁବନେଶ୍ୱର: ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ(OFDC) ରୁ ବିଦାୟ ନେଇଛନ୍ତି କୁନା ତ୍ରିପାଠୀ । ଓଡ଼ିଆ ସିନେମା ଜଗତର ବରିଷ୍ଠ ଅଭିନେତା କୁନା ତ୍ରିପାଠୀ OFDCର ଅଧ୍ୟକ୍ଷ ପଦ ଛାଡ଼ିଥିବା ସୂଚନା ମିଳିଛି । ସେପଟେ…

ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ପାଇଁ ନବୀନଙ୍କୁ ନିମନ୍ତ୍ରଣ କଲା BJP

ଭୁବନେଶ୍ୱର: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ବୁଧବାର ଦିନ ଶପଥ ନେବେ । ଅପରାହ୍ଣ ୪ଟା ୪୫ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ କରିବେ । ଏଥିପାଇଁ ପ୍ରଥମ ନିମନ୍ତ୍ରଣ ପତ୍ର ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁରୀକୁ…

ସାବଧାନ୍! ପୁଣି ହେବ କି ‘Surgical Strike’? ଭାରତର କାଉଣ୍ଟର ଆଟାକ ଭୟରେ ଥରିଲାଣି ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରିଆସିରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଏବେ ପାକିସ୍ତାନରେ ଭୟର ଆତଙ୍କ ଖେଳିଯାଇଛି । ଏହି ଆକ୍ରମଣରେ ଭାରତର ୯ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି ।…

ଆଜି ପୃଥିବୀ ସହ ଧକ୍କା ହୋଇପାରେ ଆଷ୍ଟ୍ରୋଏଡ, ଗତି ୩୦୦୦୦ କିମି; ନାସାର ଚେତାବନୀ – ହଜାର ହଜାର ବର୍ଷ ପୂର୍ବେ ମଧ୍ୟ ଘଟିଥିଲା ସମାନ…

ନୂଆଦିଲ୍ଲୀ : ବିମାନର ଆକାରର ଏକ କ୍ଷୁଦ୍ର ଗ୍ରହ ଆଜି ପୃଥିବୀ ସହ ଧକ୍କା ହୋଇପାରେ । ଆମେରିକାର ସ୍ପେସ୍ ଏଜେନ୍ସି ନାସା ମଧ୍ୟ ଏକ ସତର୍କ ସୂଚନା ଜାରି କରିଛି । ନାସା ବୈଜ୍ଞାନିକମାନେ କହିଛନ୍ତି ଯେ ଗ୍ରହର ଆକାର ପ୍ରାୟ…

ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ; ୫ଘଣ୍ଟା ଧରି ରହିବ ଟ୍ରାଫିକ କଟକଣା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଜୁନ୍ ୧୨ ତାରିଖ ବା ଆସନ୍ତା ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ଆଖି ଆଗରେ ରଖି କରାଯାଇଛି ଟ୍ରାଫିକ କଟକଣା । ଦିନ ୨ରୁ ସଂଧ୍ୟା ୭ କିମ୍ବା ଶପଥ ସମାରୋହ ସରିବା ଯାଏଁ କଟକଣା ବଳବତ…

ଆଗକୁ ଆସୁଛି ରଥଯାତ୍ରା; ବଡ଼ଦାଣ୍ଡରୁ ହଟିଲା ଏସି ଟନେଲ ସହ ବ୍ୟାରିକେଡ

ପୁରୀ: (ଓଡ଼ିଶା ଭାସ୍କର) ଚଳିତ ବର୍ଷ ରଥଯାତ୍ରାକୁ ଆଖି ଆଗରେ ରଖି ବଡଦାଣ୍ଡରୁ ସବୁ ବ୍ୟାରିକେଟ ହଟାଇ ଦିଆଯାଇଛି । ବଡଦାଣ୍ଡରେ ସାଧାରଣ ଭକ୍ତଙ୍କ ଲାଗି କରାଯାଇଥିବା ଏସି ଟନେଲକୁ ବି ଖୋଲି ଦିଆଯାଇଛି । ସୂଚନା…