Browsing Category
Featured
ଅରୁଣାଚଳରେ ବିଜେପି କୁ ମିଳିଲା ପ୍ରଚଣ୍ଡ ବହୁମତ: ସିକ୍କିମରେ SKMର ବିଜୟୀ ରଥ, ହାରିଗଲେ ବାଇଚୁଙ୍ଗ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ବିଜେପିକୁ ବହୁମତ ମିଳିଛି । ଦଳ ଏପର୍ଯ୍ୟନ୍ତ ୩୯ ଟି ଆସନ ଜିତିଛି ଏବଂ ୭ ଟି ଆସନରେ ଆଗୁଆ ରହିଛି । ନିରପେକ୍ଷ ପ୍ରାର୍ଥୀମାନେ ୩ ଟି ସିଟ୍ ଜିତିଥିବା ବେଳେ ଏନପିଇପି ମଧ୍ୟ ୨ ଟି ସିଟ୍…
ଆସିବାକୁ ଯାଉଛି କରୋନାଠାରୁ ବଡ ମହାମାରୀ, ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କଲା WHO
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସମଗ୍ର ବିଶ୍ୱକୁ ଅନ୍ୟ ଏକ ମହାମାରୀର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେବାକୁ କହିଛି । ଏହି ମହାମାରୀ କୋଭିଡ-୧୯ ଅର୍ଥାତ୍ କରୋନା ଠାରୁ ବଡ ହୋଇପାରେ । ବ୍ରିଟିଶର…
‘୪ ଜୁନ୍ରେ ରାହୁଲ କରିବେ ସାଧନା, ଏବେ ଖୋଜୁଛନ୍ତି ଗୁମ୍ଫା’, ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ଙ୍କ କଟାକ୍ଷ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ସରିଯିବା ପରେ ଏକଜିଟ୍ ପୋଲ ଅନୁମାନ ସାମ୍ନାକୁ ଆସିଯାଇଛି । ସମସ୍ତ ଏକଜିଟ୍ ପୋଲ୍ରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୋରଦାର ବିଜୟ ଦେଖିବାକୁ…
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କୁ ଅପହରଣ, ଏକ ଶବ ବ୍ୟବଚ୍ଛେଦକୁ ନେଇ କରାଯାଇଛି ଅପହରଣ
ଭୁବନେଶ୍ୱର:କାଲିମେଳାରେ ଗତକାଲି ରାତିରେ ଜଣେ ଡାକ୍ତରଙ୍କୁ ଅପହରଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଡାକ୍ତର ଅମ୍ଳାନ କୁମାର ଭୋଇଙ୍କୁ ଅପହରଣ କରାଯାଇଛି । କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର…
ଗୌତମ ଆଦାନୀ ହେଲେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି, ମୁକେଶ ଅମ୍ବାନୀଙ୍କୁ ମଧ୍ୟ ପଛରେ ପକାଇଲେ
ନୂଆଦିଲ୍ଲୀ: କୋଟିପତି ବ୍ୟବସାୟୀ ଗୌତମ ଆଦାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଧନୀ ଭାରତୀୟ ହୋଇପାରିଛନ୍ତି । ବ୍ଲୁମ୍ବର୍ଗ ବିଲିୟନେୟାର୍ସ ସୂଚକାଙ୍କରୁ ଏହା ଜଣାପଡ଼ିଛି।…
ଅରୁଣାଚଳରେ ବିଜେପି ବିଜୟ ଆଡକୁ ଅଗ୍ରସର, ସିକିମ୍ରେ SKM ର ଜଲୱା
ନୂଆଦିଲ୍ଲୀ: ଅରୁଣାଚଳପ୍ରଦେଶ ଓ ସିକିମ୍ ବିଧାନସଭା ନିର୍ବାଚନ ଲାଗି ଭୋଟ ଗଣତି ଜାରି ରହିଛି । ୬୦ ସିଟ୍ ବିଶିଷ୍ଟ ଅରୁଣାଚଳ ପ୍ରଦେଶରେ ବିଜେପି ବହୁମତ ହାସଲ କରିସାରିଲାଣି । ଏଠାରେ ବିଜେପି ୨୩ ସିଟ୍ରେ ଜିତି…
‘ଓଡ଼ିଶା ଓ ପଶ୍ଚିମବଙ୍ଗରେ ୪ ଜୁନ୍ ପରେ ମଧ୍ୟ ରହିବେ ସୁରକ୍ଷାବଳ’, ନିର୍ବାଚନ ଆୟୋଗ କାହିଁକି ଦେଇଛନ୍ତି ଏହି କଡା ନିର୍ଦ୍ଦେଶ?
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଶେଷ ହୋଇଥିଲେ ବି କୌଣସି ପ୍ରକାର ହିଂସା କିମ୍ବା ବିଶୃଙ୍ଖଳାକୁ ରୋକିବା ପାଇଁ ନିର୍ବାଚନ ଆୟୋଗ ଠୋସ୍ ବ୍ୟବସ୍ଥା କରିଛନ୍ତି । ଜୁନ୍ ୪ ରେ ଭୋଟ୍ ଗଣତି ପରେ ମଧ୍ୟ ପଶ୍ଚିମବଙ୍ଗ ଏବଂ…
ଭୁଲରେ ବି ଏହି ଦିଗରେ ନଡ଼ିଆ ଗଛ ଲଗାନ୍ତୁ ନାହିଁ, ପରିବାରରେ ଦେଖାଦେଇଥାଏ ବିବାଦ
ଓଡ଼ିଶା ଭାସ୍କର: ଘରେ ଗଛଲତା ଲଗାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚିତ କରାଯାଇଛି । ଏହା ଦ୍ୱାରା ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ । ଅଧିକାଂଶ ଲୋକମାନେ ପ୍ରକୃତି ପ୍ରେମୀ ଥାନ୍ତି କିନ୍ତୁ ସେମାନେ ଘରେ ଗଛ ଲତା…
ବଢ଼ିଲା ସମୟସୀମା: ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବି.ଏଡ୍. ପାଇଁ କରିପାରିବେ ଆବେଦନ
ଭୁବନେଶ୍ୱର : ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ବି.ଏଡ୍.ରେ ନାମଲେଖା ପାଇଁ ଆବେଦନ ସମୟସୀମା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଜାତୀୟ ଶିକ୍ଷକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ଅନୁଷ୍ଠାନ…
ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ପୂରିଲା ବର୍ଷେ, କାଳରାତ୍ରିରେ ଯାଇଥିଲା ୨୮୮ ଜଣଙ୍କ ଜୀବନ
ଭୁବନେଶ୍ଵର: ଆଜି ବି ମନେ ପଡେ ସେଦିନର ସେ କାଳ ରାତ୍ରୀର ଘଟଣା । ମନେପଡିଗଲେ ଟାଙ୍କୁରି ଉଠେ ଲୋମ । ସେଦିନ ଥିଲା ଶୁକ୍ରବାର ଜୁନ ୨ ତାରିଖ । ନିଜ ନିଜର କାର୍ଯ୍ୟ ସାରି ଯିଏ ଯାହାର ଗନ୍ତବ୍ୟ ସ୍ଥଳକୁ ବାହାରିଥିଲେ ।…