Browsing Category

Featured

ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମାସ୍ କମ୍ୟୁନିକେଶନ୍ ଇନ୍‌ଟର୍ଣ୍ଣସିପ୍ ପ୍ରୋଗ୍ରାମ ଘୋଷଣା: ମନୋନୀତ ପ୍ରାର୍ଥୀମାନଙ୍କୁ ମାସିକ ମିଳିବ ୧୫ ହଜାର,…

ଜଳ ଶକ୍ତି ମନ୍ତ୍ରଣାଳୟ ଅଧିନରେ ଥିବା ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ (ଡିଓଡବ୍ଲ୍ୟୁଆର୍‌, ଆର୍‌ଡି, ଜିଆର୍‌) ବିଭାଗ ପକ୍ଷରୁ ଗଣ ଯୋଗାଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଏହି…

ଆସନ୍ତାକାଲି ଲୋକସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ, ମଙ୍ଗଳବାର ହେବ ଭୋଟ୍ ଗଣତି

ନୂଆଦିଲ୍ଲୀ : ଆସନ୍ତାକାଲି ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତି କରିଛନ୍ତି । ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ…

ଜିଡିପି ଆକଳନ ପୁଣି କଲା ଆଶ୍ଚର୍ଯ୍ୟ: ମାର୍ଚ୍ଚ ତ୍ରୈମାସିକରେ ୭.୮% ବେଗରେ ବୃଦ୍ଧି ପାଇଛି ଅର୍ଥନୀତି, ମୋଦୀ ଗଦଗଦ

ନୂଆଦିଲ୍ଲୀ : ମୋଟ ଘରୋଇ ଉତ୍ପାଦ (GDP) ତଥ୍ୟ ପୁଣି ଥରେ ଆଶ୍ଚର୍ଯ୍ୟ ହୋଇଛି। ୨୦୨୪ ଆର୍ଥିକ ବର୍ଷର ଶେଷ ତ୍ରୈମାସିକରେ ଭାରତର ମୋଟ ଘରୋଇ ଉତ୍ପାଦ (GDP) ୭.୮ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଏକ ବର୍ଷ ପୂର୍ବେ…

OpenAI ପକ୍ଷରୁ ବଡ଼ ଖୁଲାସା: ଭାରତର ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବାକୁ ଏକ ଇସ୍ରାଏଲ ଫାର୍ମ ପ୍ରୟାସ କରିଥିଲା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅର୍ଥାତ ଜୁନ ୧ ତାରିଖରେ ହେବ । ଏହାପରେ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ । କିଏ ଜିତିବ ଆଉ କିଏ ସରକାର ଗଠନ କରିବ ସେନେଇ ସାରା ଦେଶରେ…

ନିର୍ବାଚନ ଡ୍ୟୁଟିରେ ଯାଇଥିବା ୬ ଜଣ ହୋମଗାର୍ଡଙ୍କ ମୃତ୍ୟୁ: ଭୀଷଣ ଗରମ କାରଣରୁ ୨୩ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଦେଶର ବିଭିନ୍ନ ସ୍ଥାନରେ ଏବେ ଭୀଷଣ ଗରମ ଅନୁଭୂତ ହେଉଥିବାରୁ ସେଥିରେ…

ମାଲାମାଲ୍ ହେଲେ କେନ୍ଦ୍ରୀୟ କର୍ମଚାରୀ : ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି, ଏହି ପରିସ୍ଥିତିରେ ମିଳିବ ଫାଇଦା

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ସୀମା ବୃଦ୍ଧି କରିବାର ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଏବଂ ମୃତ୍ୟୁ…

ବଡ଼ ନିଷ୍ପତ୍ତି: ଜୁନ୍ ୪ରେ ବିଜୟ ଉତ୍ସବ ସେଲିବ୍ରେସନ କରିବନି ବିଜେପି

ନୂଆଦିଲ୍ଲୀ: ଆସନ୍ତାକାଲି ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ଏହାପରେ ଜୁନ୍ ୪ରେ ଫଳାଫଳ ଘୋଷଣା କରାଯିବ । ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇବା ପରେ ବିଜୟୀ ଦଳ ଓ ନେତାମାନେ ବାଣ ଫୁଟାଇ,…

Google News ହେଲା ଡାଉନ୍, ନ୍ୟୁଜ୍ ସେକ୍ସନରେ ସର୍ଚ୍ଚ କଲେ ଆସୁନି କିଛି ରେଜଲ୍ଟ

ନୂଆଦିଲ୍ଲୀ: ଚର୍ଚ୍ଚିତ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲର ନ୍ୟୁଜ୍ ସେକ୍ସନ ଶୁକ୍ରବାର ଦିନ ହଠାତ୍ ଡାଉନ୍ ହୋଇଛି । ଯଦି ଆପଣ ଗୁଗୁଲରେ କିଛି ଖୋଜନ୍ତି, ଏହାର ନ୍ୟୁଜ୍ ସେକ୍ସନରେ କୌଣସି ରେଜଲ୍ଟ ଦେଖାଯାଉ ନାହିଁ । ଏହି ବିଷୟରେ…

(Video) ଡାକ୍ତର ହୋଇଗଲେ ଚକିତ: ମହିଳାଙ୍କ ପେଟରୁ ବାହାରିଲା ୨.୫ କେଜିର ଚୁଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ସମାଜରେ କିଛି ନୂଆ କଥା ଶୁଣିବାକୁ ମିଳିଥାଏ । ବେଳେବେଳେ କିଛି ପୁରୁଷ ଓ ମହିଳାଙ୍କ ପେଟରୁ ବଡ଼ ଆକାରର ଟ୍ୟୁମର, ଷ୍ଟୋନ ବାହାରିଥାଏ । କଠିନ ପରିଶ୍ରମ କରି ଡାକ୍ତରମାନେ…

(Video) ହାତରେ ତ୍ରିରଙ୍ଗା ଧରି ନାଚୁଥିବା ବେଳେ ହାର୍ଟ ଆଟାକରୁ ପୂର୍ବତନ ଯବାନଙ୍କ ମୃତ୍ୟୁ: ଅଭିନୟ ଭାବି ୧ ମିନିଟ୍ ପର୍ଯ୍ୟନ୍ତ ତାଳି…

କିଛି ସମୟ ଧରି ଅଚାନକ୍ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି  । ନାଚିବା ସମୟରେ କେତେକଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡି ଚଳାଇବା ବେଳେ ଦେହାନ୍ତ ହେଉଛି, କିନ୍ତୁ ବର୍ତ୍ତମାନ ଜଣେ ସୈନିକଙ୍କ ଭିଡିଓ ଭାଇରାଲ ହେବାରେ…