fbpx
Browsing Category

Featured

ଇଞ୍ଜିନ ଖରାପ ହେବା ପରେ ଇଣ୍ଡିଗୋ ଫ୍ଲାଇଟର ଏମର୍ଜେନ୍ସି ଲ୍ୟାଣ୍ଡିଂ, ଦିଲ୍ଲୀରୁ ଡେରାଡୁନ୍ ଯାଉଥିଲା ବିମାନ

ନୂଆଦିଲ୍ଲୀ: ଇଞ୍ଜିନ୍ ଖରାପ ହେବା କାରଣରୁ ଇଣ୍ଡିଗୋର ଦିଲ୍ଲୀ-ଡେରାଡୁନ୍ ଫ୍ଲାଇଟକୁ ଦିଲ୍ଲୀକୁ ଡକାଯାଇ ଜରୁରୀକାଳୀନ ଅବତରଣ କରାଯାଇଛି । ଇଣ୍ଡିଗୋର ବିମାନ ନମ୍ବର ୬ଇ-୨୧୩୪ ଅପରାହ୍ନ ୨.୧୦ ରେ ଦିଲ୍ଲୀର ଆଇଜି ବିମାନ…

(Video) ଭାଙ୍ଗିଲା ସ୍କୁଲ, କିନ୍ତୁ ମନରୁ ଯାଇନି ଭୟ: ବାହାନଗା ସ୍କୁଲରେ ଚାଲିଛି ହୋମ-ଯଜ୍ଞ, ପୂଜାପାଠ

ବାଲେଶ୍ୱର: ବାଲେଶ୍ୱରର ବାହାନଗା ଟ୍ରେନ ଦୁର୍ଘଟଣାକୁ ୨୦ ଦିନ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ସେଠାକାର ଲୋକଙ୍କ ମନରୁ ଯାଇନି ଭୟ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ ଜଣ ଯାତ୍ରୀଙ୍କ ମୃତଦେହ ରଖାଯାଇଥିବା ସ୍କୁଲ…

ମାଇକ୍ରୋନର ଚିପ୍ ଟେଷ୍ଟିଂ ପ୍ଲାଣ୍ଟକୁ ମିଳିଲା ମଞ୍ଜୁରୀ: ଭାରତରେ ୨.୭ ବିଲିୟନ ଡଲାର ନିବେଶ କରିବ କମ୍ପାନୀ

ନୂଆଦିଲ୍ଲୀ: ଆମେରିକାର ସେମିକଣ୍ଡକ୍ଟର କମ୍ପାନୀ ମାଇକ୍ରୋନକୁ ଦେଶରେ କାରଖାନା ସ୍ଥାପନା ପାଇଁ ମଞ୍ଜୁରୀ ଦେଇଛନ୍ତି ଭାରତ ସରକାର । ମାଇକ୍ରୋନର ଏହି ପ୍ଲାଣ୍ଟ ସେମିକଣ୍ଡକ୍ଟର ତିଆରି ପାଇଁ ନୁହେଁ, ବରଂ ଟେଷ୍ଟିଂ ଏବଂ…

୧୫ଟି ପ୍ରସ୍ତାବକୁ ମିଳିଲା ମୋହର: ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୫ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଖୁବଶୀଘ୍ର ଏହି…

ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ମ୍ୟାଚ ହେବା ଉଚିତ୍ କି ନା: ଏହାର ସମାଧାନର ବାଟ କ’ଣ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ସାରା ବିଶ୍ୱ ଜାଣିଛି । ଭାରତର ସୀମାରେ ଚୀନ ସହିତ ମିଶି ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଆଦି…

କେଶ ଧଳା ଏବଂ ଝଡ଼ିବାରୁ ରକ୍ଷାପାଆନ୍ତୁ : ଆପଣାନ୍ତୁ ୨ଟି ଉପାୟ

ଭୁବନେଶ୍ୱର : ଆଜିକାଲି ଖାଦ୍ୟରେ ଜଳର ଗୁଣବତ୍ତା ହ୍ରାସ ହେତୁ କେଶ ଝଡ଼ିବା ସମସ୍ୟା ଦେଖାଦେଉଛି । ପୂର୍ବରୁ ଏହି ସମସ୍ୟା କେବଳ ୩୫ ବର୍ଷ ପରେ ଦେଖାଯାଉଥିଲା, କିନ୍ତୁ ବର୍ତ୍ତମାନ ଛୋଟ ପିଲାମାନଙ୍କଠାରେ ମଧ୍ୟ କେଶ ଝଡ଼ିବା…

ବିଶ୍ୱକପରେ ଗୁରୁ ଦାୟିତ୍ୱ ନେବେ ‘Captain Cool’ ! ଟୁର୍ଣ୍ଣାମେଣ୍ଟରେ ସାଜିବେ ଟିମ ଇଣ୍ଡିଆର ସାରଥୀ

ନୂଆଦିଲ୍ଲୀ: କେବଳ ଭାରତର ନୁହେଁ, ସାରା ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକ ମାନଙ୍କ ଭିତରେ ଖୁବ ଆଗରେ ରହିଛନ୍ତି କ୍ୟାପଟେନ କୁଲ ମାହି । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆଇସିସିର ସମସ୍ତ ଟ୍ରଫି ଉପରେ…

IITରେ ଚାକିରି କରନ୍ତୁ: କନିଷ୍ଠ ସହାୟକ, ଡ୍ରାଇଭର, ଷ୍ଟାଫ ନର୍ସ ପଦ ଖାଲି, ଯୁକ୍ତଦୁଇ ଓ ଯୁକ୍ତତିନି ପ୍ରାର୍ଥୀ ଆବେଦନ କରିପାରିବେ

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଢ଼ିଆ ଖବର । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଜୁନିୟର ଆସିଷ୍ଟାଣ୍ଟ, ଡ୍ରାଇଭର, ଷ୍ଟାଫ୍…

ରାପର ହନି ସିଂହଙ୍କୁ ହତ୍ୟା ପାଇଁ ମିଳିଲା ଧମକ: ପୋଲିସକୁ ସୁରକ୍ଷା ମାଗିଲେ ଷ୍ଟାର ସିଙ୍ଗର

ମୁମ୍ବାଇ: ବଲିଉଡ ଜଗତର ଫେମସ ସିଙ୍ଗର ତଥା ରାପର ହନି ସିଂହ ଏବେ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ । ଜୀବନରୁ ମାରିଦେବା ପାଇଁ କଣ୍ଠଶିଳ୍ପୀଙ୍କୁ ମିଳୁଛି ଧମକ । କାନାଡାର ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବରାଡ ହନି ସିଂହଙ୍କୁ ହତ୍ୟା…

ଛୋଟ ଛୁଆଙ୍କ ଶରୀରର ଉନ୍ନତି ପାଇଁ ଖାଇବାକୁ ଦିଅନ୍ତୁ ଓଟସ୍, ଶରୀରକୁ ମିଳିବ ବହୁତ ଲାଭ

ନୁଆଦିଲ୍ଲୀ : ସାଧାରଣତଃ ୬ମାସର ଶିଶୁକୁ ଡାଲିର ପାଣି, କ୍ଷୀର -ବିସ୍କୁଟ, ଖେଚୁଡ଼ି ଭଳି ଜିନିଷ ଖାଇବାକୁ ଦେଇଥାନ୍ତି । ଏହି ସବୁ ଖାଦ୍ୟ ସହିତ ଆପଣ ନିଜ ଛୁଆକୁ ଓଟସ୍ ମଧ୍ୟ ଖୁଆଇ ପାରିବେ । ଓଟସ୍ ଏକ ପ୍ରକାର ଶସ୍ୟ ଅଟେ…