fbpx
Browsing Category

Featured

ଧର୍ମ ପରିବର୍ତ୍ତନ ବିରୋଧୀ ଆଇନ୍ ହେବ ରଦ୍ଦ: ଏହି ରାଜ୍ୟର କ୍ୟାବିନେଟ୍ କରିଛି ଅନୁମୋଦନ

ନୂଆଦିଲ୍ଲୀ : କର୍ଣ୍ଣାଟକରେ କଂଗ୍ରେସ ଦଳ କ୍ଷମତାକୁ ଆସିବାର ମାତ୍ର ଏକ ମାସ ବିତିଥିବା ବେଳେ ବିଜେପି ଦ୍ୱାରା ପାୀତ ହୋଇଥିବା ଧର୍ମ ପରିବର୍ତ୍ତନ ଆଇନକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି । କ୍ୟାବିନେଟ ମଧ୍ୟ ଏଥିରେ…

M.K.C.G ରେ ଡ଼ାକ୍ତରି ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ

ବ୍ରହ୍ମପୁର: ମହାରାଜା କୃଷ୍ଣ ଚନ୍ଦ୍ର ଗାଜପତି ମେଡିକାଲ କଲେଜର ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଛାତ୍ରୀ ଜଣଙ୍କର ମୃତ୍ୟୁ କିପରି ହେଲା ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ସୂଚନାନୁସାରେ, ମୃତ…

(Video) ଯୌତୁକ ମାଗିବାରୁ ବରକୁ ଗଛରେ ବାନ୍ଧିଲେ, ବରଯାତ୍ରୀଙ୍କୁ ରଖାଗଲା ବନ୍ଧକ

ନୂଆଦିଲ୍ଲୀ: ଜୟମାଳା ସମୟରେ ହଠାତ୍ ଯୌତୁକ ଦାବି କରିବା ବର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ମହଙ୍ଗା ପ୍ରମାଣିତ ହୋଇଗଲା । ପରିବାର ଲୋକେ ରାଗରେ ଆରସି ବର ସମେତ ବରଯାତ୍ରୀଙ୍କୁ ବନ୍ଧକ ରଖିଦେଲେ । ବରକୁ ପଛରେ…

ରଜ ପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରଜପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଭଳି ପବିତ୍ର ଅବସରରେ ରାଜ୍ୟବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ ସମୃଦ୍ଧି କାମନା କରି ପ୍ରଧାନମନ୍ତ୍ରୀ…

ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲା: ବ୍ରିଜଭୂଷଣଙ୍କୁ କାହିଁକି ମିଳିଲା ଆଶ୍ୱସ୍ତି, ଆଗକୁ କ’ଣ ହେବ?

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ରାଷ୍ଟ୍ରପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ କୁସ୍ତି ନାରୀମାନଙ୍କ ଦ୍ୱାରା ଯୌନ ଶୋଷଣ ମାମଲାରେ ଏକ ବଡ଼ ଅଶ୍ଵସ୍ତି ପାଇଛନ୍ତି। ଦିଲ୍ଲୀ ପୋଲିସ…

ବ୍ରେକଅପ ପୂର୍ବରୁ ମିଳିଥାଏ ଏପରି କିଛି ସଙ୍କେତ: ରିଲେସନସିପରେ ଥିଲେ ନିଶ୍ଚିତ ପଢନ୍ତୁ

ପାର୍ଟନରଙ୍କ ମଧ୍ୟରେ ପ୍ରାୟ ସମୟ ଛୋଟବଡ଼ କଥାକୁ ନେଇ ଝଗଡା ହୋଇଥାଏ। ପରେ ପୁଣି ଏହାର ସମାଧାନ କରି ସେମାନେ ପୂର୍ବ ପରି ମିଶିଥା’ନ୍ତି। ମାତ୍ର ସବୁ ସମୟରେ ଏହା ଭାବିବା ଭୁଲ, ଯେଉଁଠି ଏହି ଛୋଟଛୋଟ ମନୋମାଳିନ୍ୟରେ…

ଏସିଆ କପ୍ କାର୍ଯ୍ୟସୂଚୀ ଘୋଷଣା, କେବଳ ୪ ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବ, ଫାଇନାଲ ଶ୍ରୀଲଙ୍କାରେ

ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏସୀୟ କ୍ରିକେଟ୍ ପରିଷଦ (ଏସିସି) ଗୁରୁବାରରେ ଏହି ସୂଚନା ଦେଇଛି। ତେବେ ଏହି ଟୁର୍ନାମେଣ୍ଟ ଆୟୋଜକ…

ପତ୍ନୀଙ୍କ ନାମରେ କିଣାଯାଇଥିବା ସମ୍ପତ୍ତି ସର୍ବଦା ବେନାମୀ ନୁହେଁ; କଲିକତା ହାଇକୋର୍ଟ

ନୂଆଦିଲ୍ଲୀ: ବେନାମୀ ସମ୍ପତ୍ତି ସହ ଜଡିତ ଏକ ମାମଲାର ଶୁଣାଣି ସମୟରେ କଲିକତା ହାଇକୋର୍ଟ ଏହି ବଡ ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ପତ୍ନୀଙ୍କ ନାମରେ କିଣାଯାଇଥିବା ସମ୍ପତ୍ତି ସର୍ବଦା ବେନାମୀ ସମ୍ପତ୍ତି…

‘ମହିଳାଙ୍କ ପାଇଁ ଏହି ଯାଗା ଅସୁରକ୍ଷିତ’, ସଂସଦ ଭବନରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଲେ ମହିଳା ସାଂସଦ

ନୂଆଦିଲ୍ଲୀ: ଗୁରୁବାର ଦିନ ଅଷ୍ଟ୍ରେଲିଆର ଜଣେ ସାଂସଦ ଦାବି କରିଛନ୍ତି ଯେ, ତାଙ୍କୁ ସଂସଦ ଗୃହ ଭିତରେ ଯୌନ ନିର୍ଯାତନା ଦିଆଯାଇଛି। ମହିଳା ସାଂସଦ କହିଛନ୍ତି ଯେ, ସଂସଦ ଗୃହ ମହିଳାମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ…

ବାତ୍ୟା “ବିପର୍ଯ୍ୟୟ” ସଂକ୍ରାନ୍ତ ରିପୋର୍ଟିଂ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ପାଇଁ ଚିନ୍ତା; ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମ ସଂଗଠନର ସାମ୍ବାଦିକ, କ୍ୟାମେରାମ୍ୟାନ୍ ବିଶେଷକରି ଘରୋଇ ଟିଭି ଚ୍ୟାନେଲ ଯେଉଁମାନେ କି କ୍ଷେତ୍ର ସ୍ତରରେ ବାତ୍ୟା “ବିପର୍ଯ୍ୟୟ” ସଂକାନ୍ତୀୟ ଖବର ସଂଗ୍ରହ କରୁଛନ୍ତି, ସେମାନଙ୍କ…