Browsing Category

Featured

୧୦ ବର୍ଷରେ ୨୧ ଗୁଣା ବଢିଲା ମୋବାଇଲ ପ୍ରଡକ୍ସନର ମୂଲ୍ଯ, ଜାଣନ୍ତୁ କିଛି ରୋମାଞ୍ଚକର ରେକର୍ଡ ବିଷୟରେ..

ନୂଆଦିଲ୍ଲୀ: ଗତ କିଛି ବର୍ଷରେ ସାରା ଦୁନିଆରେ ଇଣ୍ଟରନେଟ ଏବଂ ଅନଲାଇନ କାରବାର କରିବାର ପ୍ରଚଳନ ଖୁବ ଜୋରରେ ପ୍ରସାରିତ ହୋଇଛି । ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଯେଉଁ କାରଣରୁ ଭାରତ ପରି ଦେଶରେ…

11kv ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବରଯାତ୍ରୀ ଗାଡ଼ି: ୬ ଯାତ୍ରୀ ଜୀବନ୍ତ ଦଗ୍ଧ, ବଢିପାରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ମରଦହ ଅଞ୍ଚଳର ମହାହରଦାମ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ବରଯାତ୍ରୀ ଯିବା ସମୟରେ ଏକ ମିନି ବସ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସମ୍ପୂର୍ଣ୍ଣ ଜଳି ଯାଇଛି । ୧୧ ହଜାର ଲାଇନ୍ ତାର ସହ ସଂସ୍ପର୍ଶରେ…

ଭିତ୍ତିଭୂମି ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ: ଏହି ସବୁ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖମନ୍ତ୍ରୀ,…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦ୍‌ଘାଟିତ ହୋଇଥିବା…

ଆଖି ପିଛୁଳାକେ ମୃତ୍ୟୁକୁ ଚକ୍କମା! ଦ୍ରୁତ ଗତିରେ ଦୋକାନ ଭିତରେ ପଶିଲା ବାଇକ୍, ଭୟଙ୍କର ଦୁର୍ଘଟଣାର ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ତାମିଲନାଡୁରେ ଏକ ଭୟଙ୍କର ଦୁର୍ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ଯେଉଁଥିରେ ଦୋକାନରେ ଏକ ବାଇକ ପଶିଥିବାର ଦେଖିବାକୁ ମିଳିଛି । ତାମିଲନାଡୁର ମେଟ୍ଟୁପାଲାୟାମରେ ଏହି ଦୁର୍ଘଟଣା ଘଟିଛି ଯେଉଁଠାରେ…

(video)ଅଢେଇ ଫୁଟ କନ୍ୟାକୁ ମିଳିଗଲା ୫.୫ଫୁଟର ବର, ଏହିପରି ପିନ୍ଧାଇଲେ ବରଣମାଳା

ଓଡ଼ିଶା ଭାସ୍କର: ଜବଲପୁରରେ ଏକ ବିବାହ ଏବେ ବେଶ୍ ଚର୍ଚ୍ଚାରେ ରହିଛି । ଏଠାରେ ମାତ୍ର ଅଢେଇ ଫୁଟର କନ୍ୟାକୁ ୫.୫ଫୁଟର ପ୍ରେମିକ ମିଳିଯାଇଛି । ପୂର୍ବରୁ ଏ ୨ ଜଣ ପଡୋଶୀ ଥିଲେ । ଏହାପରେ ଉଭୟ ପରସ୍ପରକୁ ଭଲ ପାଇଥିଲେ ।…

(Video) ମହାଶିବରାତ୍ରୀ ପରେ ମନ୍ଦିରରୁ ବାହାରିଲେ ଗରୁଡ ପକ୍ଷୀ! ଏ କି ସଂକେତ ?

ଓଡ଼ିଶା ଭାସ୍କର: ନିକଟରେ ଶେଷ ହୋଇଛି ଭଗବାନ ଶିବଙ୍କ ପବିତ୍ର ମହାଶିବରାତ୍ରି । ଏହାପରେ ଅନୁଗୁଳ ସହରରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରଭୁ ଭୋଳାନାଥ…

ନବଜାତ ଶିଶୁଙ୍କ ପାଇଁ ବଡ଼ ଘୋଷଣା: ଶିଶୁ ଜନ୍ମ ହେଲେ ୧୦,୮୦୦ ଟଙ୍କାର Fixed Deposits କରିବେ ରାଜ୍ୟ ସରକାର,

ଓଡ଼ିଶା ଭାସ୍କର: ନିର୍ବାଚନ ପୂର୍ବରୁ ସରକାର ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ଯୋଜନାର ନାମ ରହିଛି ‘ଶିଶୁ ସମୃଦ୍ଧି ଯୋଜନା’ (Shishu Samriddhi Yojana)। ଯାହା ଅଧୀନରେ ସରକାର ନବଜାତ ଶିଶୁଙ୍କ ନାମରେ ୧୦,୮୦୦…

ସିଗାରେଟ୍ ଅପେକ୍ଷା ୮ ଗୁଣ ଅଧିକ ବିପଜ୍ଜନକ ହେଉଛି ‘ବିଡି’: ଏକ୍ସପର୍ଟ ଦେଲେ ସୂଚନା

ନୂଆଦିଲ୍ଲୀ: ‘ନୋ ସ୍ମୋକିଂ ଡେ’ ପ୍ରତିବର୍ଷ ୧୩ ମାର୍ଚ୍ଚରେ ପାଳନ କରାଯାଏ । ଏହି ଦିନ ଧୂମପାନର କ୍ଷତି ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରାଯାଏ । ତେବେ ଧୂମପାନ ଦିବସର ୨ ଦିନ…

IPL-2025ରେ ରୋହିତ ହେବେ ଚେନ୍ନାଇର ନୂଆ ଅଧିନାୟକ… ସାଥୀ ଖେଳାଳି ଦେଲେ ବୟାନ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିଛି । ଏହାସହିତ ରୋହିତ ଶର୍ମାଙ୍କ ହାତରୁ ନେତୃତ୍ୱ ଛଡ଼ାଇ ନେଇ ହାର୍ଦ୍ଦିକଙ୍କ ନୂଆ ଅଧିନାୟକ ପଦ…

NEET MDS 2024: ରେଜିଷ୍ଟ୍ରେସନ୍ କରିବାର ଅବଧି ମାର୍ଚ୍ଚ ୧୧କୁ ବୃଦ୍ଧି, ଜାଣନ୍ତୁ ପରୀକ୍ଷା ପାଟର୍ଣ୍ଣ

ଓଡ଼ିଶା ଭାସ୍କର: ଡେଣ୍ଟାଲ ସର୍ଜରୀରେ କ୍ୟାରିୟର ଗଢ଼ିବାକୁ ଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ନ୍ୟସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ଫର୍ ମାଷ୍ଟର୍ସ ଅଫ୍ ଡେଣ୍ଟାଲ ସର୍ଜରୀ(NEET MDS) 2024 ପରୀକ୍ଷା ପାଇଁ…